ମେକ୍‌ଇନ୍‌ ଇଣ୍ଡିଆ ୱିକ: ଚୀନ, ଜାପାନ ଓ ଇଟାଲୀ ଇନ୍‌ଭେଷ୍ଟରଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁମ୍ବାଇରେ ଆୟୋଜିତ ମେକ୍‌ ଇନ୍‌ ଇଣ୍ଡିଆ ୱିକ କାର୍ଯ୍ୟକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଛନ୍ତି। ଏହାପୂର୍ବରୁ ସେ ଚୀନ, ଜାପାନ ଓ ଇଟାଲୀର ଇନଭେଷ୍ଟରଙ୍କ ସହ ରାଜ୍ୟରେ ଶିଳ୍ପ ପାଇଁ ଥିବା ସୁଯୋଗ ଓ ସୁବିଧା ସମ୍ପର୍କରେ ଆଲୋଚନା କରିଛନ୍ତି। ମେକ୍‌ଇନ୍‌ ଇଣ୍ଡିଆ କାର୍ଯ୍ୟକ୍ରମ ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ନବୀନଙ୍କୁ ସ୍ୱାଗତ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇନଭେଷ୍ଟମେଣ୍ଟ କ୍ଷେତ୍ରରେ ରାଜ୍ୟରେ କି କି ସୁବିଧା ରହିଛି ସେ ନେଇ […]

cm

cm

Rakesh Mallick
  • Published: Sunday, 14 February 2016
  • Updated: 14 February 2016, 09:19 AM IST

Sports

Latest News

ଭୁବନେଶ୍ୱର: ମୁମ୍ବାଇରେ ଆୟୋଜିତ ମେକ୍‌ ଇନ୍‌ ଇଣ୍ଡିଆ ୱିକ କାର୍ଯ୍ୟକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଛନ୍ତି। ଏହାପୂର୍ବରୁ ସେ ଚୀନ, ଜାପାନ ଓ ଇଟାଲୀର ଇନଭେଷ୍ଟରଙ୍କ ସହ ରାଜ୍ୟରେ ଶିଳ୍ପ ପାଇଁ ଥିବା ସୁଯୋଗ ଓ ସୁବିଧା ସମ୍ପର୍କରେ ଆଲୋଚନା କରିଛନ୍ତି। ମେକ୍‌ଇନ୍‌ ଇଣ୍ଡିଆ କାର୍ଯ୍ୟକ୍ରମ ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ନବୀନଙ୍କୁ ସ୍ୱାଗତ କରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇନଭେଷ୍ଟମେଣ୍ଟ କ୍ଷେତ୍ରରେ ରାଜ୍ୟରେ କି କି ସୁବିଧା ରହିଛି ସେ ନେଇ ମତ ରଖିବେ। ସେହିପରି ଆଜି ଇ-ବିଗ୍‌ ପୋର୍ଟାଲ, ସେଣ୍ଟାଲ ଇନିସପେକ୍ସନ ଆଣ୍ଡ କୋଅଡିନେସନ ୱେବସାଇଟ୍‌ ଓ ଭିଜନ ୨୦-୨୫ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ କେନ୍ଦ୍ର ସରକାର।

ଓଡ଼ିଶା ସରକାର ପୁଞ୍ଜି ନିବେଶ ପାଇଁ ଆଗ୍ରହୀ କମ୍ପାନୀଙ୍କୁ ଷ୍ଟାଚ୍ୟୁଟାରୀ କ୍ଲିୟରାନ୍ସ ସାଙ୍ଗକୁ ଜଙ୍ଗଲ, ଜମି, ପାଣି ଓ ସିଙ୍ଗଲ ୱଣ୍ଡୋ କ୍ଲିୟରାନ୍ସର ସୁବିଧା କିଭଳି ମିଳିବ ସେ ନେଇ ମତ ରଖିବେ ନବୀନ। ମାନ୍ୟୁଫାକଚରିଂ ସେକ୍ଟରଠାରୁ ଆରମ୍ଭ କରି କେମିକାଲ, ଫାର୍ମାସ୍ୟୁଟିକାଲ, ପେଟ୍ରୋକେମିକାଲ, ଫୁଡ ପ୍ରୋସେସିଙ୍ଗ ଓ ଅନ୍ତର୍ଜାତୀୟ ସ୍ତରରେ ପୁଞ୍ଜି ନିବେଶ କରୁଥିବା କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ନବୀନ ଆଲୋଚନା କରିବେ। ସେହିପରି ନୀତି ଆୟୋଗ ସଦସ୍ୟ, ସିଆଇଆଇ କର୍ତ୍ତୃପକ୍ଷ, ଟାଟା, ଆଦିତ୍ୟ ବିର୍ଲା, ରିଲାଏନ୍ସ, ବେଦାନ୍ତ ଓ ଏସାର ଗ୍ରୁପ୍‌ର ପ୍ରତିନିଧି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ଗତକାଲି ପ୍ରଧାନମନ୍ତ୍ରୀ ମୁମ୍ବାଇରେ ମେକ୍‌ ଇନ୍‌ ଇଣ୍ଡିଅ ୱିକର ଶୁଭାରମ୍ଭ କରିଥିଲେ।

ବିଜନେସ୍‌ ଷ୍ଟାଣ୍ଡାର୍ଡ ରେସିଡେଣ୍ଟ ଏଡିଟର ଦିଲୀପ ଶତପଥୀ କହିଛନ୍ତି, ଏହି କାର୍ଯ୍ୟକ୍ରମକୁ କେବଳ ଦେଶୀୟ କମ୍ପାନୀର ଅଧିକାରୀମାନେ ଆସୁନାହାନ୍ତି ବହୁ ବିଦେଶୀ କମ୍ପାନୀର ବରିଷ୍ଠ ଅଧିକାରୀମାନେ ମଧ୍ୟ ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ଏଥିରେ ଯୋଗ ଦେଉଛନ୍ତି ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ସେଠାରେ ମୁଖ୍ୟମନ୍ତ୍ରୀ ଶିଳ୍ପ ପାଇଁ ଓଡ଼ିଶାରେ କ’ଣ ସୁବିଧା ସୁଯୋଗ ରହିଛି, ବାତାବରଣ କିପରି ଅଛି, ତା’ ଉପରେ ମତ ରଖିବେ। ଏହାସହ ରାଜ୍ୟ ସରକାର ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ କି କି ପଦକ୍ଷେପ ନେଉଛନ୍ତି ଓ ନେବାକୁ ଉଦ୍ୟମ କରୁଛନ୍ତି ସେ ବିଷୟରେ ମଧ୍ୟ କହିବେ। ମୁଖ୍ୟମନ୍ତ୍ରୀ ଏହା ନିଜେ ଉପସ୍ଥିତ ରହି କହିଲେ ବାହାରୁ ଆସିଥିବା ଇନଭେଷ୍ଟରମାନଙ୍କ ମନରେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ଲାଗି ଭରଷା ଜନ୍ମି ପରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story