ମାଓ ଭୟ; ଭିଟାମାଟି ଛାଡ଼ିଲେ ୧୨ ପରିବାର

ଚିତ୍ରକୋଣ୍ଡା: ମାଓ ଭୟରେ ଭିଟାମାଟି ଛାଡିଲେ ୧୨ ପରିବାର। ମାଲକାନଗିରି ଜିଲ୍ଲା ଅଣ୍ଡ୍ରାପଲ୍ଲୀ ପଞ୍ଚାୟତର ରାମଗୁଡ଼ାର ଏହି ପରିବାର ଘରଦ୍ୱାର ଛାଡି ଚାଲି ଯାଇଛନ୍ତି। ସେମାନେ ଚିତ୍ରକୋଣ୍ଡା ନିକଟ କମାରଗୁଡାରେ ନିଜ ନିଜର ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଛନ୍ତି। ମାଓବାଦୀଙ୍କ ବାରମ୍ବାର ଧମକରେ ଅତିଷ୍ଠ ହୋଇ ସେମାନେ ଘର ଛାଡ଼ିଥିବା କହିଛନ୍ତି। ସେମାନଙ୍କୁ ଥଇଥାନ ପାଇଁ ପ୍ରଶାସନର ସହାୟତା ଲୋଡିଛନ୍ତି। ତେବେ ଏ ନେଇ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ।

malkangiri

malkangiri

Rakesh Mallick
  • Published: Saturday, 13 May 2017
  • Updated: 13 May 2017, 09:46 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story