ଡାକିନେଲେ ମାଓବଦାଦୀ, ଏବେ ପତ୍ତା ମିଳୁନି: ଅପହରଣ କି?

ମାଲକାନଗିରି: ପୁଣି ମାତିଲେ ମାଓବାଦୀ। ଗତକାଲି ବିଳମ୍ୱିତ ରାତିରେ ମାଓବାଦୀମାନେ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଦଣ୍ଡିପଦର ଗାଁରୁ ୩ ଜଣଙ୍କୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ମାତ୍ର ସେମାନଙ୍କୁ କଣ ପାଇଁ ଅପହରଣ କରାଯାଇଛି ତାହା ସ୍ପଷ୍ଟ ଭାବେ ଜଣାପଡ଼ିନି। ଅନ୍ୟପକ୍ଷରେ ପରିବାର ଲୋକଙ୍କ ମଧ୍ୟରେ ଭୟରବାତାବରଣ ଖେଳିଯାଇଛି। ମାତ୍ର ଏ ସମ୍ପର୍କରେ ପୋଲିସ ପାଖରେ କୌଣସି ଖବନ ନଥିବା ଜଣାପଡ଼ିଛି। ପରିବାର ଲୋକଙ୍କ କହିବା ଅନୁସାରେ ଗତକାଲି ରାତି ୩ଟା ବେଳେ ମାଓବାଦୀମାନେ ସେମାଙ୍କୁ […]

naxal4-1

naxal4-1

Rakesh Mallick
  • Published: Monday, 31 July 2017
  • Updated: 31 July 2017, 05:27 PM IST

Sports

Latest News

ମାଲକାନଗିରି: ପୁଣି ମାତିଲେ ମାଓବାଦୀ। ଗତକାଲି ବିଳମ୍ୱିତ ରାତିରେ ମାଓବାଦୀମାନେ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଦଣ୍ଡିପଦର ଗାଁରୁ ୩ ଜଣଙ୍କୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ମାତ୍ର ସେମାନଙ୍କୁ କଣ ପାଇଁ ଅପହରଣ କରାଯାଇଛି ତାହା ସ୍ପଷ୍ଟ ଭାବେ ଜଣାପଡ଼ିନି। ଅନ୍ୟପକ୍ଷରେ ପରିବାର ଲୋକଙ୍କ ମଧ୍ୟରେ ଭୟରବାତାବରଣ ଖେଳିଯାଇଛି। ମାତ୍ର ଏ ସମ୍ପର୍କରେ ପୋଲିସ ପାଖରେ କୌଣସି ଖବନ ନଥିବା ଜଣାପଡ଼ିଛି।

ପରିବାର ଲୋକଙ୍କ କହିବା ଅନୁସାରେ ଗତକାଲି ରାତି ୩ଟା ବେଳେ ମାଓବାଦୀମାନେ ସେମାଙ୍କୁ ଡାକି ନେଇଥିଲେ। ତା’ପରଠାରୁ ସେମାଙ୍କ ପତ୍ତା ମିଳୁନି। ପରିବାର ଲୋକେ ଚାରିଆଡେ ଖୋଜିଲେ ପାଇନଥିଲେ।

ମାଲକାନଗିରି ସଦର ମହକୁମାଠାରୁ ୪୫ କିଲୋମଟର ଗଲେ ପଡ଼ିଥାଏ ମହୁପଦର। ଏଠାରୁ ୫ ଘଣ୍ଟା ପାହାଡ ଉପରେ ଚଲିଚାଲି ଗଲେ ପଡ଼ିଥାଏ ଏହି ଗାଁ ଦଣ୍ଡପଦର। ପୂର୍ବରୁ ଏହି ଗାଁରୁ ମାଓବାଦୀମାନେ ଅପହରଣ କରିଛନ୍ତି। କେତେବେଳେ କାହାକୁ ମାରିଛନ୍ତି ତ ଆଉ କାହାକୁ ଅପହରଣର ୨ରୁ ୩ ଦିନ ପରେ ଛାଡ଼ି ଦେଇଛନ୍ତି। ଏହାଛଡ଼ା ଏହି ଗାଁରେ ପ୍ରଜାମେଳି ଓ ପ୍ରଜାକୋର୍ଟ କରି ଦଣ୍ଡିତ କରିଥିବାର ନଜିର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story