ମାଲକନାଗିରିରେ ଜାପାନୀ ଜ୍ୱର ନେଲା ଆଉ ଦୁଇ ଜୀବନ, ମୃତ୍ୟୁ ସଂଖ୍ୟା ୭୪ ଛୁଇଁଲା

ମାଲକାନଗିରି: ମାଲକାନଗିରିରେ ଜାପାନିଜ ଏନ୍‌ସେଫାଲାଇଟିସ୍‌ରେ ଶିଶୁ ମୃତ୍ୟୁ ଜାରି ରହିଛି। ଆଜି ପୁଣି ଦୁଇ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି। ଏହା ସହିତ ୫୧ ଦିନରେ ଜିଲ୍ଲାରେ ଏହି ରୋଗରେ ମୃତ ଶିଶୁଙ୍କ ସଂଖ୍ୟା ୭୪ରେ ପହଞ୍ଚିଛି। କାଲିମେଳା ଡାକ୍ତରଖାନାରେ ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ପ୍ରାଣ ହରାଇଥିବା ୫ ବର୍ଷର ଶିଶୁପୁତ୍ରର ନାଁ ଭୀମା ମାଢ଼ି। ତା’ ଘର ଗୌରୀଗୁଡ଼ା ଗାଁରେ। ସେହିପରି ପ୍ରାଣ ହରାଇଥିବା ଅନ୍ୟ ଶିଶୁଟିର ନାଁ ମମତା ମାଢ଼ୀ। ତା’ ଘର କୋରକୋଣ୍ଡା ବ୍ଲକ୍‌ ଅନ୍ତର୍ଗତ […]

japaneseencephalitis

japaneseencephalitis

Rakesh Mallick
  • Published: Saturday, 29 October 2016
  • Updated: 29 October 2016, 01:54 PM IST

Sports

Latest News

ମାଲକାନଗିରି: ମାଲକାନଗିରିରେ ଜାପାନିଜ ଏନ୍‌ସେଫାଲାଇଟିସ୍‌ରେ ଶିଶୁ ମୃତ୍ୟୁ ଜାରି ରହିଛି। ଆଜି ପୁଣି ଦୁଇ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି। ଏହା ସହିତ ୫୧ ଦିନରେ ଜିଲ୍ଲାରେ ଏହି ରୋଗରେ ମୃତ ଶିଶୁଙ୍କ ସଂଖ୍ୟା ୭୪ରେ ପହଞ୍ଚିଛି।

କାଲିମେଳା ଡାକ୍ତରଖାନାରେ ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ପ୍ରାଣ ହରାଇଥିବା ୫ ବର୍ଷର ଶିଶୁପୁତ୍ରର ନାଁ ଭୀମା ମାଢ଼ି। ତା’ ଘର ଗୌରୀଗୁଡ଼ା ଗାଁରେ। ସେହିପରି ପ୍ରାଣ ହରାଇଥିବା ଅନ୍ୟ ଶିଶୁଟିର ନାଁ ମମତା ମାଢ଼ୀ। ତା’ ଘର କୋରକୋଣ୍ଡା ବ୍ଲକ୍‌ ଅନ୍ତର୍ଗତ ବୁଦୁରିଗୁଡ଼ାରେ। ସେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁରେ ଚିକିତ୍ସିତ ହେଉଥିଲା।

ଗତକାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ସେମାନେ ହେଲେ ସାରିଆମ ରାମ (୫) ଓ ଚନ୍ଦନ କବାସି (୫)। ସାରିଆମର ଘର ଜିଲ୍ଲାର ପଡ଼ିଆ ବ୍ଲକ୍ ଅନ୍ତର୍ଗତ ଜିଲେନଗୁଡ଼ା ଗାଁରେ। ଚନ୍ଦନର ଘର କୋରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ବଦଲି ଗାଁରେ।

ନଭେମ୍ବର ୪ ତାରିଖରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାଲକାନଗିରି ଆସିବାର କାର୍ଯ୍ୟକ୍ରମ ରହିଛି। ସେ ଜାପାନିଜ୍ ଏନ୍‌ସଫାଲାଇଟିସ୍‌ର ସ୍ଥିତି ସମୀକ୍ଷା କରିବେ ବୋଲି ମାଲକାନଗିରି ଜିଲ୍ଲା ବିଜେପି ସଭାପତି ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story