ମାଲକାନଗିରି ସୀମାନ୍ତରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ: ୨ ମାଓବାଦୀ ମୃତ

ମାଲକାନଗିରି: ଓଡ଼ିଶା ସୀମାନ୍ତ ବେଜି ଜଙ୍ଗଲରେ ଆଜି ପୋଲିସ୍ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଛତିଶଗଡ଼ ସୁକମା ଜିଲ୍ଲାରେ ଏହି ଗୁଳି ବିନିମୟ ହୋଇଛି। ଏଥିରେ ୨ଜଣ ମାଓବାଦୀ ପ୍ରାଣ ହରାଇଥିବା ସୂଚନା ମିଳିଛି। ବେଜି ଜଙ୍ଗଲରେ ମାଓବାଦୀ କ୍ୟାମ୍ପ କରିଥିବା ସୂଚନା ପାଇବା ପରେ କୋବ୍ରା ବାହିନୀ ଓ ଛତିଶଗଡ଼ ପୋଲିସ୍ ମିଳିତ ଭାବେ ଚଢ଼ାଉ କରିଥିଲେ। ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା। ଘଟଣାସ୍ଥଳରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଛି। ଏବେ ବି […]

mao

mao

Rakesh Mallick
  • Published: Thursday, 19 November 2015
  • Updated: 19 November 2015, 02:15 PM IST

Sports

Latest News

ମାଲକାନଗିରି: ଓଡ଼ିଶା ସୀମାନ୍ତ ବେଜି ଜଙ୍ଗଲରେ ଆଜି ପୋଲିସ୍ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଛତିଶଗଡ଼ ସୁକମା ଜିଲ୍ଲାରେ ଏହି ଗୁଳି ବିନିମୟ ହୋଇଛି। ଏଥିରେ ୨ଜଣ ମାଓବାଦୀ ପ୍ରାଣ ହରାଇଥିବା ସୂଚନା ମିଳିଛି। ବେଜି ଜଙ୍ଗଲରେ ମାଓବାଦୀ କ୍ୟାମ୍ପ କରିଥିବା ସୂଚନା ପାଇବା ପରେ କୋବ୍ରା ବାହିନୀ ଓ ଛତିଶଗଡ଼ ପୋଲିସ୍ ମିଳିତ ଭାବେ ଚଢ଼ାଉ କରିଥିଲେ। ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା। ଘଟଣାସ୍ଥଳରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଛି। ଏବେ ବି ସେଠାରେ ଅପରେସନ୍ ଜାରି ରହିଛି। ଗତ କିଛିଦିନ ହେବ ଛତିଶଗଡ଼ରେ ସ୍ୱତନ୍ତ୍ର ରେଡ୍ ହଣ୍ଟ ଅପରେସନ୍ ଚାଲିଛି। ସେହିପରି ସୁକମା ନିକଟସ୍ଥ ଆଉ ଏକ ଜଙ୍ଗଲରେ ଅପରେସନ୍ ବେଳେ ୪ ଜଣ ମାଓବାଦୀଙ୍କୁ ପୋଲିସ୍ ଗିରଫ କରିବା ସହ ବିପୁଳ ପରିମାଣ ବିସ୍ଫୋରକ ସାମଗ୍ରୀ ଜବତ କରିଛି।

ଅନ୍ୟପକ୍ଷରେ ମାଲକାନଗିରି ଜିଲ୍ଲା ମୋଟୁ ନିକଟସ୍ଥ ମେଦିଗୁଢା ଜଙ୍ଗଲରୁ କମ୍ୱିଂ ବେଳେ ବିଏସଏଫ ଯବାନମାନେ ବିପୁଳ ପରିମାଣର ବିସ୍ଫୋରକ ଓ ମାଓ ସମାଗ୍ରୀ ଜବତ କରିଛନ୍ତି। ତିନି କିଲୋ ଟିଫିନ୍ ବୋମା, ୬ଟି ଜିଲୋଟିନ୍ ଷ୍ଟିକ୍, ପ୍ଲାଷ୍ଟିକ୍ ବ୍ୟାଗ ଓ ୨ଟି ଟିଟୋନେଟର ଜବତ କରାଯାଇଛି । ଏହାପରେ ଏହି ଅଞ୍ଚଳରେ କମ୍ୱିଂ ଅପରେସନକୁ ଜୋରଦାର କରାଯାଇଛି। ପୋଲିସକୁ ଟାର୍ଗେଟ୍ କରି ବଡ଼ଧରଣର ହିଂସାକାଣ୍ଡ ଘଟାଇବାକୁ ମାଓବାଦୀମାନେ ଯୋଜନା କରୁଥିବା ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା । ଏହାକୁ ଅଧାର କରି ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ ଆରମ୍ଭ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story