ମାଲକାନଗିରି ଏସପିଙ୍କ ନିକଟରେ ୨୫ ମାଓବାଦୀଙ୍କର ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଏସପିଙ୍କ ନିକଟରେ ୨୫ ଜଣ ମାଓବାଦୀ ଆଜି ଆତ୍ମସମର୍ପଣ କରିଛନ୍ତି। ଏମାନେ ସମସ୍ତେ ଜିଲ୍ଲାର କାଲିମେଳା ବ୍ଲକ୍ ଅନ୍ତର୍ଗତ ବଦଲିଗୁଡ଼ା ଓ ଦରବାଗୁଡ଼ା ଗାଁର। ସେମାନଙ୍କ ସହିତ ଜଣେ ଗାଁ ମୁଖିଆ ମଧ୍ୟ ଆତ୍ମସମର୍ପଣ କରିଛନ୍ତି। ଏହା ସହିତ ଏହି ଦୁଇ ଗାଁର ଶତାଧିକ ଲୋକ ଆସିଥିଲେ ଏସପିଙ୍କୁ ଭେଟି ସେମାନଙ୍କ ସମସ୍ୟା ସଂପର୍କରେ କହିବାକୁ। ମାଲକାନଗିରି ଏସପି ମିତ୍ରଭାନୁ ମହାପାତ୍ର କହିଛନ୍ତି ଯେ ବଦଲିଗୁଡ଼ା ଓ ଦରବାଗୁଡ଼ା ଗାଁର ୨୫ ମିଲିସିଆ ଓ ଜଣେ ଗାଁ […]

police

police

Rakesh Mallick
  • Published: Monday, 12 October 2015
  • Updated: 12 October 2015, 01:54 PM IST

Sports

Latest News

ମାଲକାନଗିରି: ମାଲକାନଗିରି ଏସପିଙ୍କ ନିକଟରେ ୨୫ ଜଣ ମାଓବାଦୀ ଆଜି ଆତ୍ମସମର୍ପଣ କରିଛନ୍ତି। ଏମାନେ ସମସ୍ତେ ଜିଲ୍ଲାର କାଲିମେଳା ବ୍ଲକ୍ ଅନ୍ତର୍ଗତ ବଦଲିଗୁଡ଼ା ଓ ଦରବାଗୁଡ଼ା ଗାଁର। ସେମାନଙ୍କ ସହିତ ଜଣେ ଗାଁ ମୁଖିଆ ମଧ୍ୟ ଆତ୍ମସମର୍ପଣ କରିଛନ୍ତି। ଏହା ସହିତ ଏହି ଦୁଇ ଗାଁର ଶତାଧିକ ଲୋକ ଆସିଥିଲେ ଏସପିଙ୍କୁ ଭେଟି ସେମାନଙ୍କ ସମସ୍ୟା ସଂପର୍କରେ କହିବାକୁ।

ମାଲକାନଗିରି ଏସପି ମିତ୍ରଭାନୁ ମହାପାତ୍ର କହିଛନ୍ତି ଯେ ବଦଲିଗୁଡ଼ା ଓ ଦରବାଗୁଡ଼ା ଗାଁର ୨୫ ମିଲିସିଆ ଓ ଜଣେ ଗାଁ କମିଟି ମେମ୍ବର ଆତ୍ମସର୍ମପଣ କରିଛନ୍ତି। ଏହାସହ ଏହି ଦୁଇ ଗାଁର ୧୫୬ ଲୋକ ବିଭିନ୍ନ ସମସ୍ୟା ନେଇ ଭେଟିବାକୁ ଆସିଥିଲେ। ଏହି ଗାଁରେ ସରକାରଙ୍କ ବିଭିନ୍ନ ଯୋଜନାଗୁଡ଼ିକୁ କିପରି ତଡିତ୍ ବେଗରେ ସଫଳ ରୂପାୟନ କରାଯିବ ସେନେଇ ବ୍ୟବସ୍ଥା କରାଯିବ। ଏହା ସହିତ ଆଜି ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ଥଇଥାନ ନୀତି ଅନୁଯାୟୀ ସହାୟତା ଯୋଗାଇ ଦିଆଯିବ।

ଗତ ସେପ୍ଟେମ୍ବର ୨୫ ତାରିଖରେ ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ ୮୮ ଜଣ ମାଓ ସମର୍ଥକ।  ସେମାନଙ୍କ ମଧ୍ୟରେ ଥିଲେ ୧୦ ଜଣ ମାଓ ସହଯୋଗୀ। ଏମାନେ ସମସ୍ତେ କାଲିମେଳା ଥାନା ଅନ୍ତର୍ଗତ ବଦଲିଗୁଡ଼ା ଗାଁର ବାସିନ୍ଦା ଥିଲେ।  ସେପ୍ଟେମ୍ବର ୨୫ ତାରିଖ ସୁଦ୍ଧା ୨୫ ଦିନ ମଧ୍ୟରେ ମାଲକାନଗିରି ଏସପିଙ୍କ ନିକଟରେ  ୭୦୦ ଜଣ ମାଓ ସମର୍ଥକ ଆତ୍ମସମର୍ପଣ କରିଥିଲେ। ସେଥିରୁ କେବଳ ସେପ୍ଟେମ୍ବର ୧୮ ତାରିଖରେ ୩୯୦ ଜଣ ଆତ୍ମସମର୍ପଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story