କଳାହାଣ୍ଡି: ମାଓବାଦୀ-ସୁରକ୍ଷାକର୍ମୀ ଗୁଳିବିନିମୟ, ଜଣେ ମହିଳା କ୍ୟାଡର ମାଓବାଦୀ ମୃତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କାନମାଞ୍ଜୁର ଜଙ୍ଗଲରେ ଗୁରୁବାର ମାଓବାଦୀ-ସୁରକ୍ଷାକର୍ମୀ ମଧ୍ୟରେ ଭୀଷଣ ଗୁଳିବିନିମୟ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ କ୍ୟାଡର ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଆଉ କିଛି ମାଓବାଦୀ ଆହତ ହୋଇଥିବା ଆଶଙ୍କା କରାଯାଉଛି। ଆଜି ଅପରାହ୍ଣରେ ଭବାନୀପାଟଣା ସଦର ଥାନା କାନମାଞ୍ଜୁର ରିଜର୍ଭ ଫରେଷ୍ଟରେ ଏସଓଜି ଓ ଡଭିଏଫ୍ ପକ୍ଷରୁ କମ୍ବିଂ ଚାଲିଥିବା ବେଳେ ଏହି ଗୁଳିବିନିମୟରେ ହୋଇଛି। ଘଟଣାସ୍ଥଳରୁ ପୋଲିସ ଗୋଟିଏ ରାଇଫଲ ଓ ବିଭିନ୍ନ ଅସ୍ତ୍ରଶସ୍ତ୍ର ସହ ବହୁ ମାଓ […]

maowadi in odisha

maowadi in odisha

Rakesh Mallick
  • Published: Thursday, 11 February 2016
  • Updated: 11 February 2016, 04:16 PM IST

Sports

Latest News

maoism in odishaଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କାନମାଞ୍ଜୁର ଜଙ୍ଗଲରେ ଗୁରୁବାର ମାଓବାଦୀ-ସୁରକ୍ଷାକର୍ମୀ ମଧ୍ୟରେ ଭୀଷଣ ଗୁଳିବିନିମୟ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ କ୍ୟାଡର ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଆଉ କିଛି ମାଓବାଦୀ ଆହତ ହୋଇଥିବା ଆଶଙ୍କା କରାଯାଉଛି। ଆଜି ଅପରାହ୍ଣରେ ଭବାନୀପାଟଣା ସଦର ଥାନା କାନମାଞ୍ଜୁର ରିଜର୍ଭ ଫରେଷ୍ଟରେ ଏସଓଜି ଓ ଡଭିଏଫ୍ ପକ୍ଷରୁ କମ୍ବିଂ ଚାଲିଥିବା ବେଳେ ଏହି ଗୁଳିବିନିମୟରେ ହୋଇଛି। ଘଟଣାସ୍ଥଳରୁ ପୋଲିସ ଗୋଟିଏ ରାଇଫଲ ଓ ବିଭିନ୍ନ ଅସ୍ତ୍ରଶସ୍ତ୍ର ସହ ବହୁ ମାଓ ସାମଗ୍ରୀ ଜବତ ହୋଇଛି। ଏବେ ବି କମ୍ବିଂ ଅପରେସନ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story