ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ: ଜଣେ ଯବାନ ଆହତ

<p>ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଝିର ତୁରେକେଲା ମହଖଣ୍ଡ ଜଙ୍ଗଲରେ ମାଓବାଦୀଙ୍କ ଗୁଳିମାଡ଼ରେ ଜଣେ ଏସ୍&zwnj;ଓଜି ଯବାନ ଆହତ ହୋଇଛନ୍ତି।&nbsp; ତାଙ୍କ ନାଁ ଚନ୍ଦ୍ରଭାନୁ ଭୋଇ।&nbsp; ତାଙ୍କର ପେଟର ଗୁଳି ବାଜିଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ତାଙ୍କୁ ବଲାଙ୍ଗିର ମେଡିକାଲରେ ଭର୍ତ୍ତି କରାଯାଇଛି।&nbsp; ଅବସ୍ଥା ଗୁରୁତର ଥିବାରୁ ଯବାନ ଜଣଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି।</p> <p>କମ୍ବିଂ ଅପରେସନକୁ ଯାଉଥିବାବେଳେ ସଂଘବଦ୍ଧ ଭାବେ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିଥିଲେ ମାଓବାଦୀ। ଉଭୟପଟୁ କିଛି ସମୟ ଧରି ଗୁଳିବିନିମୟ ଚାଲିଥିଲା।</p>

Ordigital Desk
  • Published: Monday, 06 November 2017
  • Updated: 06 November 2017, 08:04 AM IST

Sports

Latest News

<p>ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଝିର ତୁରେକେଲା ମହଖଣ୍ଡ ଜଙ୍ଗଲରେ ମାଓବାଦୀଙ୍କ ଗୁଳିମାଡ଼ରେ ଜଣେ ଏସ୍&zwnj;ଓଜି ଯବାନ ଆହତ ହୋଇଛନ୍ତି।&nbsp; ତାଙ୍କ ନାଁ ଚନ୍ଦ୍ରଭାନୁ ଭୋଇ।&nbsp; ତାଙ୍କର ପେଟର ଗୁଳି ବାଜିଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ତାଙ୍କୁ ବଲାଙ୍ଗିର ମେଡିକାଲରେ ଭର୍ତ୍ତି କରାଯାଇଛି।&nbsp; ଅବସ୍ଥା ଗୁରୁତର ଥିବାରୁ ଯବାନ ଜଣଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି।</p><p>କମ୍ବିଂ ଅପରେସନକୁ ଯାଉଥିବାବେଳେ ସଂଘବଦ୍ଧ ଭାବେ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିଥିଲେ ମାଓବାଦୀ। ଉଭୟପଟୁ କିଛି ସମୟ ଧରି ଗୁଳିବିନିମୟ ଚାଲିଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos