ମେ’ ୨୬ ପର୍ଯ୍ୟନ୍ତ ଆମଦାନି ବନ୍ଦ ଆନ୍ଦୋଳନକୁ ସ୍ଥଗିତ ରଖିଲା ବ୍ୟବସାୟୀ ମହାସଂଘ

ଭୁବନେଶ୍ୱର: ୫ ପ୍ରତିଶତ ଭାଟ୍‌ ଉଚ୍ଛେଦ ନେଇ ବ୍ୟବସାୟୀ ମହାସଂଘ ପକ୍ଷରୁ ଆରମ୍ଭ ହୋଇଥିବା ଆମଦାନି ବନ୍ଦ ଆନ୍ଦୋଳନକୁ ମେ’ ୨୬ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ସରକାର ଲିଖିତ ପ୍ରତିଶ୍ରୁତି ଦେବା ପରେ ଆଜି ସଂଘର ସାଧାରଣ ପରିଷଦ ବୈଠକ ବସି ଏପରି ନିଷ୍ପତ୍ତି ନିଆଯାଇଛି। ସଂଘ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, “ଆଜିଠାରୁ ଆମଦାନି ସ୍ୱାଭାବିକ ହେବ। ଖାଦ୍ୟ ସାମଗ୍ରୀ ପହଞ୍ଚିବାକୁ ୩ରୁ ୪ ଦିନ ଲାଗିବ। ଆବଶ୍ୟକ ଖାଦ୍ୟ ସାମଗ୍ରୀ ମହଜୁଦ ଅଛି, […]

byabasai-mahasangha

byabasai-mahasangha

Rakesh Mallick
  • Published: Sunday, 03 April 2016
  • Updated: 03 April 2016, 08:27 AM IST

Sports

Latest News

ଭୁବନେଶ୍ୱର: ୫ ପ୍ରତିଶତ ଭାଟ୍‌ ଉଚ୍ଛେଦ ନେଇ ବ୍ୟବସାୟୀ ମହାସଂଘ ପକ୍ଷରୁ ଆରମ୍ଭ ହୋଇଥିବା ଆମଦାନି ବନ୍ଦ ଆନ୍ଦୋଳନକୁ ମେ’ ୨୬ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ସରକାର ଲିଖିତ ପ୍ରତିଶ୍ରୁତି ଦେବା ପରେ ଆଜି ସଂଘର ସାଧାରଣ ପରିଷଦ ବୈଠକ ବସି ଏପରି ନିଷ୍ପତ୍ତି ନିଆଯାଇଛି।

ସଂଘ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, “ଆଜିଠାରୁ ଆମଦାନି ସ୍ୱାଭାବିକ ହେବ। ଖାଦ୍ୟ ସାମଗ୍ରୀ ପହଞ୍ଚିବାକୁ ୩ରୁ ୪ ଦିନ ଲାଗିବ। ଆବଶ୍ୟକ ଖାଦ୍ୟ ସାମଗ୍ରୀ ମହଜୁଦ ଅଛି, ଖାଉଟିଙ୍କୁ ବ୍ୟସ୍ତ ହେବାର କାରଣ ନାହିଁ। ପ୍ରତିଦିନର ପାଇକାରୀ ଦାମ୍‌ ଦେଖି ଜିନିଷ କିଣନ୍ତୁ। ଯଦି କେହି ଅଧିକ ଦାମ ନେଉଛନ୍ତି, ତେବେ ସରକାର କିମ୍ବା ବ୍ୟବସାୟୀ ମହାସଂଘକୁ ଜଣାନ୍ତୁ।”

ପରବର୍ତ୍ତି ବୈଠକରେ ସମ୍ପୂର୍ଣ୍ଣ ୫ ପ୍ରତିଶତ ଭାଟ୍‌ ଉଚ୍ଛେଦ ଲାଗି ସଂଘ ସରକାରଙ୍କ ପାଖରେ ଦାବି କରିବ। ଆବଶ୍ୟକ ହେଲେ ୧ ପ୍ରତିଶତ ଭାଟ୍‌ ଦେବାକୁ ସହମତ ହେବାକୁ ବୈଠକରେ ସ୍ଥିର ହୋଇଛି।

୨୫ଟି ରାଜ୍ୟରେ ଡାଲି ଓ ଗହମଜାତ ସାମଗ୍ରୀ ଉପରେ ଭାଟ୍ ଲାଗୁ ନ ଥିବାରୁ ଓଡ଼ିଶାରେ ମଧ୍ୟ ଏସବୁ ସାମଗ୍ରୀ ଉପରେ ଭାଟ୍ ଉଚ୍ଛେଦ କରାଯାଉ ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘ ଦାବି କରୁଛି। ଡାଲି ଓ ଗହମ ଜାତୀୟ ଖାଦ୍ୟ ସାମଗ୍ରୀ ଉପରେ ରାଜ୍ୟ ସରକାର ୫ ପ୍ରତିଶତ ଭାଟ୍ ଲଗାଇ ବାର୍ଷିକ ୧୪,୫୦୦ କୋଟି ଟଙ୍କା ରାଜସ୍ୱ ପାଉଛନ୍ତି। ତେବେ ଏକକ ଟିକସ୍ ବ୍ୟବସ୍ଥା ଲାଗୁ ହେଲେ ସରକାର ଏ ବାବଦକୁ ୧୮ ହଜାର କୋଟି ଟଙ୍କା ପାଇବେ ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘ ଯୁକ୍ତି ବାଢ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story