ମରୁଡ଼ି ଘୋଷଣା ଦାବିରେ ବରଗଡ଼ ଓ ଭବାନୀପାଟଣାରେ ରାସ୍ତାକୁ ଓହ୍ଲାଇଲେ ଚାଷୀ

ବରଗଡ଼/ଭବାନୀପାଟଣା: ଗତବର୍ଷର ମରୁଡ଼ି ଜନିତ ଫସଲହାନୀ ବାବଦରେ ବୀମା ରାଶି ନ ମିଳିବା, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସତ୍ତ୍ୱେ ଧାନ କ୍ୱିଣ୍ଟାଲ ପିଛା ୧୦୦ ଟଙ୍କା ବୋନସ୍ ଲାଗୁ ନ ହେବା ଓ ଚଳିତ ବର୍ଷ ବରଗଡ଼ ଜିଲ୍ଲାକୁ ମରୁଡ଼ି ଘୋଷଣା କରିବା ଦାବିରେ ଆଜି ଆନ୍ଦୋଳନକୁ ଓହ୍ଲାଇଥିଲା ବରଗଡ଼ ଆଞ୍ଚଳିକ ଚାଷୀ ସଂଗଠନ। ଚାଷୀମାନେ ଚକରକେନ୍ଦ ସ୍ଥିତ ୬ ନମ୍ବର ଜାତୀୟ ରାଜପଥରେ ବସି ବିକ୍ଷୋଭ କରିବା ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ିମୋଟର ଅଟକି ରହିଥିଲା। […]

baragada

baragada

Rakesh Mallick
  • Published: Friday, 23 September 2016
  • Updated: 23 September 2016, 07:55 PM IST

Sports

Latest News

ବରଗଡ଼/ଭବାନୀପାଟଣା: ଗତବର୍ଷର ମରୁଡ଼ି ଜନିତ ଫସଲହାନୀ ବାବଦରେ ବୀମା ରାଶି ନ ମିଳିବା, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସତ୍ତ୍ୱେ ଧାନ କ୍ୱିଣ୍ଟାଲ ପିଛା ୧୦୦ ଟଙ୍କା ବୋନସ୍ ଲାଗୁ ନ ହେବା ଓ ଚଳିତ ବର୍ଷ ବରଗଡ଼ ଜିଲ୍ଲାକୁ ମରୁଡ଼ି ଘୋଷଣା କରିବା ଦାବିରେ ଆଜି ଆନ୍ଦୋଳନକୁ ଓହ୍ଲାଇଥିଲା ବରଗଡ଼ ଆଞ୍ଚଳିକ ଚାଷୀ ସଂଗଠନ। ଚାଷୀମାନେ ଚକରକେନ୍ଦ ସ୍ଥିତ ୬ ନମ୍ବର ଜାତୀୟ ରାଜପଥରେ ବସି ବିକ୍ଷୋଭ କରିବା ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ିମୋଟର ଅଟକି ରହିଥିଲା। ବରଗଡ଼ ତହସିଲଦାର ଜ୍ୟୋତିଶଙ୍କର ମହାପାତ୍ର ସେଠାରେ ପହଞ୍ଚି ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା।

କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣାରେ ମଧ୍ୟ ଆଜି ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ସ୍ୱଳ୍ପ ବୃଷ୍ଟି ଯୋଗୁଁ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ମରୁଡ଼ି ପରିସ୍ଥିତି ଉପୁଜିଥିବା ବେଳେ କ୍ଷୟକ୍ଷତିର ଆକଳନ କରିବା, ସଦର ବ୍ଲକକୁ ସଂପୂର୍ଣ୍ଣ ମରୁଡ଼ି ଘୋଷଣା କରିବା ସହ ଚାଷୀଙ୍କ ପିଲାମାନଙ୍କ ସ୍କୁଲ୍ ଫି’ ଛାଡ଼ ଭଳି ୭ ଦଫା ଦାବି ନେଇ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ସେମାନେ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା। ପରେ ସ୍ଥାନୀୟ ବିଡିଓଙ୍କ ଜରିଆରେ ସେମାନେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ଏହା ପୂର୍ବରୁ ଗତକାଲି ଧାନ ବିକ୍ରି ପାଇଁ ଆଧାର କାର୍ଡକୁ ବାଧ୍ୟତାମୂଳକ ନ କରିବା ସହ ୫ ଦଫା ଦାବିରେ ସମ୍ବଲପୁରରେ ଆନ୍ଦୋଳନକୁ ଓହ୍ଲାଇଥିଲା ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story