ଡାକ୍ତର ସାଜିଛନ୍ତି ଅର୍ଡଲି: ପ୍ରଫେସରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

ଭୁବନେଶ୍ୱର: ମେଡ଼ିକାଲ କଲେଜ ପ୍ରଫେସର ଓ ବିଭାଗୀୟ ମୁଖ୍ୟମାନେ ପିଜି ଛାତ୍ରଛାତ୍ରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଛନ୍ତି। ରୋଗୀ ସେବା ବଦଳରେ ପ୍ରଫେସର ଓ ବିଭାଗୀୟ ମୁଖ୍ୟଙ୍କ ବ୍ୟକ୍ତିଗତ କାମ ମେଡିକାଲ କରୁଛନ୍ତି ଛାତ୍ରଛାତ୍ରୀ। ଏପରି ଅଭିଯୋଗ ଆସିବା ପରେ ପ୍ରଶାସନର ଚେତା ପସିଛି। ଘଟଣାର ତଦନ୍ତ କରିବା ପାଇଁ ଡିଏମ୍‌ଇଟିକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି। ସ୍ୱାସ୍ଥ୍ୟା ସେବା କ୍ଷେତ୍ରରେ ଉନ୍ନତି ଆଣିଆ ପାଇଁ ଛାତ୍ରଛାତ୍ରୀମାନେ ମେଡିକାଲ କଲେଜରେ ରିସର୍ଚ୍ଚ କରିବାକୁ ଯାଉଛନ୍ତି। ମାତ୍ର […]

medical student

medical student

Rakesh Mallick
  • Published: Thursday, 09 March 2017
  • Updated: 09 March 2017, 08:46 PM IST

Sports

Latest News

ଭୁବନେଶ୍ୱର: ମେଡ଼ିକାଲ କଲେଜ ପ୍ରଫେସର ଓ ବିଭାଗୀୟ ମୁଖ୍ୟମାନେ ପିଜି ଛାତ୍ରଛାତ୍ରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଛନ୍ତି। ରୋଗୀ ସେବା ବଦଳରେ ପ୍ରଫେସର ଓ ବିଭାଗୀୟ ମୁଖ୍ୟଙ୍କ ବ୍ୟକ୍ତିଗତ କାମ ମେଡିକାଲ କରୁଛନ୍ତି ଛାତ୍ରଛାତ୍ରୀ। ଏପରି ଅଭିଯୋଗ ଆସିବା ପରେ ପ୍ରଶାସନର ଚେତା ପସିଛି। ଘଟଣାର ତଦନ୍ତ କରିବା ପାଇଁ ଡିଏମ୍‌ଇଟିକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି।

ସ୍ୱାସ୍ଥ୍ୟା ସେବା କ୍ଷେତ୍ରରେ ଉନ୍ନତି ଆଣିଆ ପାଇଁ ଛାତ୍ରଛାତ୍ରୀମାନେ ମେଡିକାଲ କଲେଜରେ ରିସର୍ଚ୍ଚ କରିବାକୁ ଯାଉଛନ୍ତି। ମାତ୍ର ସେଠାରେ ମେଡ଼ିକାଲ କଲେଜର ପ୍ରଫେସର ଓ ବିଭାଗୀୟ ମୁଖ୍ୟମାନେ ସେମାନଙ୍କୁ ଘରୋଇ କାମରେ ନିୟୋଜିତ କରୁଛନ୍ତି। ସଉଦା ଆଣିବା, ପିଲାଙ୍କୁ ସ୍କୁଲରେ ଛାଡ଼ିବା, ପାଠ ପଢ଼ାଇବା, ବିବାହ ଓ ବ୍ରତ ଆଦି କାମ ଛାତ୍ରଛାତ୍ରୀମାନେ କରୁଥିବା ଅଭିଯୋଗ ହେଉଛି। କେବଳ ଏତିକି ନୁହେଁ ମେଡ଼ିକାଲ କଲେଜ ପ୍ରଫେସର ଓ ବିଭାଗୀୟ ମୁଖ୍ୟମାନେ ଛାତ୍ରଛାତ୍ରୀଙ୍କୁ ଗାଇଡ୍‌ କରିବା ପରିବର୍ତ୍ତେ ଗାଳି ଦେଉଥିବା ନେଇ ଅଭିଯୋଗ ମିଳିବା ପରେ ରାଜ୍ୟର ୩ ସରକାରୀ ମେଡ଼ିକାଲ କଲେଜ ସମେତ ଶିଶୁ ଭବନ ଓ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ଗବେଷଣା କେନ୍ଦ୍ରକୁ ଡିଏମ୍‌ଇଟି ଚିଠି କରିଛି। ଏହି ଚିଠିର ନକଲ ବିଭାଗୀୟ ମୁଖ୍ୟଙ୍କୁ ଦେବାକୁ କୁହାଯାଇଛି। ଆଗକୁ ଯଦି କୌଣସି ପ୍ରଫେସର କିମ୍ୱା ବିଭାଗୀୟ ମୁଖ୍ୟଙ୍କ ବିରୋଧରେ ଏଭଳି ଅଭିଯୋଗ ଆସେ ସେମାନଙ୍କ ବିରୋଧରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଏମ୍‌ଇଟି ଚେତାବନୀ ଦେଇଛି। ଅନ୍ୟପକ୍ଷରେ ଏପରି ଘଟଣା ଯେପରି ପୁନର୍ବାର ନ ଘଟିବ ସେନେଇ ପଦକ୍ଷେପ ନେବା ସହ ୭ ଦିନ ମଧ୍ୟରେ ବିଭାଗୀୟ ରିପୋର୍ଟ ଦେବାକୁ ଡିଏମ୍‌ଇଟିକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି।

ଯୁଗ୍ମ ନିର୍ଦ୍ଦେଶକ ଡିଏମ୍‌ଇଟି ଉମାକାନ୍ତ ଶତପଥୀ କହିଛନ୍ତି,“ପିଜି ଛାତ୍ରଛାତ୍ରୀଙ୍କୁ ତାଲିମା ଦେବା ପରିବର୍ତ୍ତେ ପ୍ରଫେସର ଓ ବିଭାଗୀୟ ମୁଖ୍ୟମାନେ ଘରୋଇ କାମରେ ଲଗାଉଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ କଲେଜ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ସୁରଜିତ ଦାସ କହିଛନ୍ତି,“ପିଜି ଛାତ୍ରଛାତ୍ରୀଙ୍କୁ ଘରୋଇ କାମରେ ଲଗାଇବା ଦୁର୍ଭାଗ୍ୟର ବିଷୟ। ଏହା ବିରୋଧରେ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରିପୋର୍ଟ ଦେବାକୁ ମେଡିକାଲ କଲେଜ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story