ଖଣି ନିଲାମୀ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଆଜି ବସିବ ବୈଠକ

ଭୁବନେଶ୍ୱର: ଖଣି ନିଲାମୀ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଆଜି ରାଜସ୍ଥାନ ଜୟପୁରଠାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। କେନ୍ଦ୍ର ଖଣିମନ୍ତ୍ରାଳୟ ପକ୍ଷରୁ ହେବାକୁ ଥିବା ଏହି ବୈଠକରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ଖଣିମନ୍ତ୍ରୀ ଯୋଗଦେବେ। ସଂଶୋଧିତ ଏମ୍‌ଏମ୍‌ଡିଆର୍ ଆକ୍ଟ ଅନୁସାରେ ଖଣି ନିଲାମୀ ପ୍ରକ୍ରିୟାର ସରଳୀକରଣ, ଖଣି ପ୍ରଭାବିତ ଜିଲ୍ଲାରେ ଡିଏମ୍‌ଏଫ୍‌ କାର୍ଯ୍ୟକାରୀ, ଖଣି କ୍ଷେତ୍ରରେ ଅନିୟମିତତା ରଖିବା ଏବଂ ମାଇନ୍‌ର ମିନେରାଲ୍ ରୁଲସ୍ କାର୍ଯ୍ୟକାରୀ ନେଇ ବୈଠକରେ ଆଲୋଚନା ହେବ। ରାଜ୍ୟରେ ଚିହ୍ନଟ ହୋଇଥିବା […]

mines

mines

Rakesh Mallick
  • Published: Friday, 27 May 2016
  • Updated: 27 May 2016, 04:00 AM IST

Sports

Latest News

ଭୁବନେଶ୍ୱର: ଖଣି ନିଲାମୀ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଆଜି ରାଜସ୍ଥାନ ଜୟପୁରଠାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। କେନ୍ଦ୍ର ଖଣିମନ୍ତ୍ରାଳୟ ପକ୍ଷରୁ ହେବାକୁ ଥିବା ଏହି ବୈଠକରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ଖଣିମନ୍ତ୍ରୀ ଯୋଗଦେବେ। ସଂଶୋଧିତ ଏମ୍‌ଏମ୍‌ଡିଆର୍ ଆକ୍ଟ ଅନୁସାରେ ଖଣି ନିଲାମୀ ପ୍ରକ୍ରିୟାର ସରଳୀକରଣ, ଖଣି ପ୍ରଭାବିତ ଜିଲ୍ଲାରେ ଡିଏମ୍‌ଏଫ୍‌ କାର୍ଯ୍ୟକାରୀ, ଖଣି କ୍ଷେତ୍ରରେ ଅନିୟମିତତା ରଖିବା ଏବଂ ମାଇନ୍‌ର ମିନେରାଲ୍ ରୁଲସ୍ କାର୍ଯ୍ୟକାରୀ ନେଇ ବୈଠକରେ ଆଲୋଚନା ହେବ।

ରାଜ୍ୟରେ ଚିହ୍ନଟ ହୋଇଥିବା ଖଣିର ନିଲାମୀ ନେଇ ପ୍ରକ୍ରିୟାକୁ ସରଳୀକରଣ କରିବା ନେଇ ରାଜ୍ୟ ସରକାର ଏହି ବୈଠକରେ ଦାବି ରଖିବେ। ସେହିପରି ଖଣି ଖନନ ନେଇ ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ଶୀଘ୍ର ମିଳିବା ନେଇ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର ଅବଗତ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story