ମିଥ୍ୟା ମାମଲା ରୁଜୁ କରି କଂଗ୍ରେସ ନେତାଙ୍କୁ ବନ୍ଧା ଯାଇଛି : ପ୍ରସାଦ

ଭୁବନେଶ୍ୱର: ନିରୀହ ଆଦିବାସୀଙ୍କୁ ଜଙ୍ଗଲ ଜମି ଓ ରାସନ କାର୍ଡ ପ୍ରଦାନ ଦାବିରେ ଗତ ୨୫ ତାରିଖରେ କଂଗ୍ରେସ କର୍ମୀମାନେ ନବରଙ୍ଗପୁର ଜିଲ୍ଲାର ରାଇଘରଠାରେ ଶାନ୍ତିପୂର୍ଣ୍ଣ ଉପାୟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରବର୍ତ୍ତୀ ସମୟରେ ସରକାରୀ ଅଫିସ୍‌ରେ ପଶିବା, ଆସବାବ ପତ୍ର ଭାଙ୍ଗାରୁଜା କରିବା, ଲୁଟ, ଚୋରି, ହତ୍ୟା  ଧମକ ଦେବା ପରି ସଙ୍ଗୀନ ଅଭିଯୋଗ ଜୋଡ଼ାଯାଇ କଂଗ୍ରେସ କର୍ମୀମାନଙ୍କୁ ଗିରଫ କରାଯାଇଛି ବୋଲି ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି। […]

prsada congress

prsada congress

Rakesh Mallick
  • Published: Thursday, 30 June 2016
  • Updated: 30 June 2016, 04:28 PM IST

Sports

Latest News

congressଭୁବନେଶ୍ୱର: ନିରୀହ ଆଦିବାସୀଙ୍କୁ ଜଙ୍ଗଲ ଜମି ଓ ରାସନ କାର୍ଡ ପ୍ରଦାନ ଦାବିରେ ଗତ ୨୫ ତାରିଖରେ କଂଗ୍ରେସ କର୍ମୀମାନେ ନବରଙ୍ଗପୁର ଜିଲ୍ଲାର ରାଇଘରଠାରେ ଶାନ୍ତିପୂର୍ଣ୍ଣ ଉପାୟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରବର୍ତ୍ତୀ ସମୟରେ ସରକାରୀ ଅଫିସ୍‌ରେ ପଶିବା, ଆସବାବ ପତ୍ର ଭାଙ୍ଗାରୁଜା କରିବା, ଲୁଟ, ଚୋରି, ହତ୍ୟା  ଧମକ ଦେବା ପରି ସଙ୍ଗୀନ ଅଭିଯୋଗ ଜୋଡ଼ାଯାଇ କଂଗ୍ରେସ କର୍ମୀମାନଙ୍କୁ ଗିରଫ କରାଯାଇଛି ବୋଲି ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି।

ସେ କହିଛନ୍ତି, “ପ୍ରଦୀପ ମାଝି ଏବଂ ତାଙ୍କ ସହ ୧୮ ଜଣ କଂଗ୍ରେସ କର୍ମୀଙ୍କୁ ଗିରଫ କରାଯାଇ ଉମରକୋଟ୍‌ ସବ୍‌ ଜେଲ୍‌ରେ ରଖାଯାଇଛି। ନବୀନ ବାବୁଙ୍କ ବିଜେଡି ସରକାରରେ ଏହି ରାଜ୍ୟ ଅପରାଧିଙ୍କ ଅଭୟାରଣ୍ୟ ପାଲଟିଛି। ଅପରାଧିମାନଙ୍କୁ ଧରିବା ପାଇଁ ସରକାର ଓ ପୋଲିସର ଆନ୍ତରିକତା ନାହିଁ। ଗୋଟିକ ପରେ ଗୋଟିଏ ଅପରାଧୀ ରାଜ୍ୟରୁ ଫେରାର୍ ହୋଇଯାଉଛନ୍ତି। ପପୁ ପମ୍‌ପମ୍‌, ଓସ୍କାର ଚିଟ୍‌ଫଣ୍ଡ୍‌ କେଳେଙ୍କାରୀରେ ସଂପୃକ୍ତ ଥିବା ଅଭିନେତା ଓ ଅଭିନେତ୍ରୀ, ଉଚ୍ଚ ପ୍ରଦସ୍ଥ ପୋଲିସ୍ ଅଫିସର୍ ଓ ମୋତିଲାଲ୍ ଗୌଡ ଫେରରା ହୋଇଯାଉଛନ୍ତି। ପୋଲିସ୍ ସେମାନଙ୍କ ପତ୍ତା ପାଉନି। କିନ୍ତୁ କଂଗ୍ରେସ କର୍ମୀଙ୍କ ନାଁରେ ମିଛ ଏତଲା ଦେଇ ସେମାନଙ୍କୁ ବନ୍ଧା ଯାଉଛି। ଏ ହେଉଛି ନବୀନ ପଟ୍ଟନାୟକଙ୍କ ବିଜେଡି ସରକାରର ରାଜନୈତିକ ଆକ୍ରୋଶ। ”

ସେ କହିଛନ୍ତି,“ଆଦିବାସୀମାନେ ୨୦୦୭ରୁ ପଟ୍ଟା ପାଇଁ ଦରଖାସ୍ତ କରିଥିଲେ ସୁଦ୍ଧା ଏଯାଏଁ  ସେମାନଙ୍କୁ ମିଳିନାହିଁ। ଆଗାମୀ ଜୁଲାଇ ୨ ତାରିଖରେ କୋରାପୁଟ,ନବରଙ୍ଗପୁର,ମାଲକାନଗିରି,ରାୟଗଡ଼ା,ବଲାଙ୍ଗିର, ସୋନପୁର କଳାହାଣ୍ଡି ଓ ନୂଆପଡ଼ା ଆଦି ୮ଟି ଜିଲ୍ଲାରେ କଂଗ୍ରେସ ପକ୍ଷରୁ ବନ୍ଦ ପାଳନର ଡ଼ାକରା ଦିଆଯାଇଛି। ଜଙ୍ଗଲ ଅଧିକାର ଆଇନକୁ ତୁରନ୍ତ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ ଓ ପ୍ରଦୀପ ମାଝିଙ୍କ ସମେତ ୧୮ ଜଣ କଂଗ୍ରେସ କର୍ମୀଙ୍କୁ ଜେଲରୁ ତୁରନ୍ତ ଖଲାସ କରାଯିବା ସହ ଏହି ମାମଲା ତୁରନ୍ତ ପ୍ରତ୍ୟାହାର ଦାବି କରାଯାଇଛି।”

ପିସିସି ସଭାପତିଙ୍କ ମନ୍ତବ୍ୟ ଉପରେ ବିଜେଡି ମୁଖପାତ୍ର ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି, “ ଆଦିବାସୀଙ୍କୁ ସୁରକ୍ଷା ଦେବା ପାଇଁ ସବୁ ବେଳେ ବିଜୁ ଜନତା ଦଳ ପ୍ରୟାସ କରି ଆସୁଛି। ଆମକୁ ପିସିସି ସଭାପତିଙ୍କ ସାର୍ଟିଫିକେଟ୍‌ ଦରକାର ନାହିଁ। ବିଜୁ ଜନତା ଦଳ ହୃଦୟତାର ସହିତ ଆଦିବାସୀଙ୍କ ସାଙ୍ଗରେ ଅଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story