ଦରମା ବୃଦ୍ଧି ନେଇ ଏକାଠି ହେଲେ ବିଧାୟକ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ

ଭୁବନେଶ୍ୱର: ଦରମା ବଢ଼ାଇବାକୁ ଦାବି କରିଛନ୍ତି ବିଧାୟକ। ସବୁ ଦଳର ବିଧାୟକ ଏଥିପାଇଁ ଏକ ହୋଇଛନ୍ତି। ଆଜି ବିଧାନସଭାରେ ସବୁ ଦଳର ବିଧାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଭେଟି ସେମାନଙ୍କ ଦାବି ଜଣାଇଛନ୍ତି। ଦରମା ବଢ଼ାଇବା ସହିତ ବିଧାୟକ ପାଣ୍ଠି ମଧ୍ୟ ବଢ଼ାଇବାକୁ ସେମାନେ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ବିଜେପି ବିଧାୟକ ରବି ନାୟକ କହିଛନ୍ତି,“ବିଧାୟକଙ୍କୁ ଏକ କୋଟି ଟଙ୍କାର ପାଣ୍ଠି ଦିଆଯାଉଛି। ଦରଦାମ ବୃଦ୍ଧି ପାଇଥିବାରୁ ବିଧାୟକ ପାଣ୍ଠିକୁ ୨ କୋଟି ଟଙ୍କା […]

Rakesh Mallick
  • Published: Wednesday, 13 September 2017
  • Updated: 13 September 2017, 01:07 PM IST

Sports

Latest News

ଭୁବନେଶ୍ୱର: ଦରମା ବଢ଼ାଇବାକୁ ଦାବି କରିଛନ୍ତି ବିଧାୟକ। ସବୁ ଦଳର ବିଧାୟକ ଏଥିପାଇଁ ଏକ ହୋଇଛନ୍ତି। ଆଜି ବିଧାନସଭାରେ ସବୁ ଦଳର ବିଧାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଭେଟି ସେମାନଙ୍କ ଦାବି ଜଣାଇଛନ୍ତି। ଦରମା ବଢ଼ାଇବା ସହିତ ବିଧାୟକ ପାଣ୍ଠି ମଧ୍ୟ ବଢ଼ାଇବାକୁ ସେମାନେ ଦାବି କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ବିଜେପି ବିଧାୟକ ରବି ନାୟକ କହିଛନ୍ତି,“ବିଧାୟକଙ୍କୁ ଏକ କୋଟି ଟଙ୍କାର ପାଣ୍ଠି ଦିଆଯାଉଛି। ଦରଦାମ ବୃଦ୍ଧି ପାଇଥିବାରୁ ବିଧାୟକ ପାଣ୍ଠିକୁ ୨ କୋଟି ଟଙ୍କା କରାଯିବା କଥା। ସେ ନେଇ ସବୁ ଦଳର ବିଧାୟକ ମିଶି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story