ନବରଙ୍ଗପୁର, ବଲାଙ୍ଗିର ଜିଲ୍ଲାରେ ଦୁଇ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ନବରଙ୍ଗପୁର/ବଲାଙ୍ଗିର: ଆଜି ପୁଣି ଦୁଇ ଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି। ଏପରି ଅଭିଯୋଗ ଆସିଛି ନବରଙ୍ଗପୁର ଓ ବଲାଙ୍ଗିର ଜିଲ୍ଲାରୁ। ନବରଙ୍ଗପୁର ଜିଲ୍ଲାର ମୃତ ଚାଷୀ ଜଣକ ହେଲେ ପୁରୁଣାପାଣିଗୁଡାର ଭଗ ପାଇକ। ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଫସଲ ଉଜୁଡି ଯିବାରୁ କିଛି ଦିନ ହେବ ସେ ଚିନ୍ତାରେ ଥିଲେ। ପରିବାର ଭରଣ ପୋଷଣ ଓ ଋଣ ଶୁଝିବା ଚିନ୍ତାରେ ମାନସିକ ଭାରସାମ୍ୟ ହରାଇ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ […]

farmer

farmer

Rakesh Mallick
  • Published: Wednesday, 28 October 2015
  • Updated: 28 October 2015, 02:53 PM IST

Sports

Latest News

ନବରଙ୍ଗପୁର/ବଲାଙ୍ଗିର: ଆଜି ପୁଣି ଦୁଇ ଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି। ଏପରି ଅଭିଯୋଗ ଆସିଛି ନବରଙ୍ଗପୁର ଓ ବଲାଙ୍ଗିର ଜିଲ୍ଲାରୁ। ନବରଙ୍ଗପୁର ଜିଲ୍ଲାର ମୃତ ଚାଷୀ ଜଣକ ହେଲେ ପୁରୁଣାପାଣିଗୁଡାର ଭଗ ପାଇକ। ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଫସଲ ଉଜୁଡି ଯିବାରୁ କିଛି ଦିନ ହେବ ସେ ଚିନ୍ତାରେ ଥିଲେ। ପରିବାର ଭରଣ ପୋଷଣ ଓ ଋଣ ଶୁଝିବା ଚିନ୍ତାରେ ମାନସିକ ଭାରସାମ୍ୟ ହରାଇ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ମୃତ ଭଗ ଏସଏସଟିରୁ ୨୦ ହଜାର ଟଙ୍କା ଋଣ କରିଥିଲେ। ଏହାସହ ୪୦ରୁ ୫୦ ହଜାର ଟଙ୍କା ହାତ ଉଧାରି କରିଥିଲେ। ଫସଲ ଉଜୁଡି ଯିବାରୁ ଏହି ଟଙ୍କା କିପରି ଶୁଝିବେ ସେହି ଚିନ୍ତାରେ ଥିଲେ ମୃତ ଭଗ। କୌଣସି ପ୍ରଶାସନିକ ଅଧିକାରୀ କି ପୋଲିସ ଗାଁରେ ପହଞ୍ଚି ନାହାନ୍ତି। ଭଗଙ୍କ ମୃତ ଦେହ ଏବେ ବି ଗଛରେ ଝୁଲି ରହିଛି। ଏହି ଖବର ପ୍ରସାରିତ ହେବା ପରେ ଭଗ ଆତ୍ମହତ୍ୟା କରିଥିବା ସ୍ଥାନରେ ଶହଶହ ଲୋକ ରୁଣ୍ଡ ହୋଇଛନ୍ତି।ସକାଳୁ ଘଟଣା ଜଣାପଡିଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ କି ପୋଲିସ ଗାଁରେ ଏପର୍ଯ୍ୟନ୍ତ ନ ପହଞ୍ଚିବାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି।

ବଲାଙ୍ଗିର ଜିଲ୍ଲାର ମୃତ ଚାଷୀ ଜଣଙ୍କ ହେଲେ ସଇଁତଳା ବ୍ଲକ୍ ଘୁନସରର ଅରକ୍ଷିତ ମାଝି। ଗତକାଲି ଅରକ୍ଷିତ ବିଷ ପିଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ଅରକ୍ଷିତଙ୍କ ମୃତ୍ୟୁ ଘଟିଛି। ଅରକ୍ଷିତଙ୍କୁ ମିଶାଇ ଗତ ୨୦ଦିନ ମଧ୍ୟରେ ବଲାଙ୍ଗିର ଜିଲ୍ଲାରେ ୬ଜଣ ଚାଷୀଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଦୁଇଜଣ ଚାଷୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି ।

ଅନ୍ୟପକ୍ଷରେ ମରୁଡି ଓ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ଆଜି ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ ଏକ ୧୦ ଜଣିଆ ପ୍ରତିନିଧି ଦଳ ମାନବାଧିକାର କମିଶନଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଆତ୍ମହତ୍ୟା କରିଥିବା ଚାଷୀ ପରିବାରଙ୍କୁ କ୍ଷତିପୂରଣ ବାବଦରେ ୧୦ ଲକ୍ଷ ଟଙ୍କା ପ୍ରଦାନ, ମରୁଡି ଅଞ୍ଚଳରେ ଜଳସେଚନ ବ୍ୟବସ୍ଥା, କ୍ଷତିଗ୍ରସ୍ତଙ୍କୁ ଋଣଛାଡ ଓ ଘଟଣାରେ କମିଶନ ନିଜେ ହସ୍ତକ୍ଷେପ କରିବାକୁ କଂଗ୍ରେସ ଦାବି ଜଣାଇଛି। ସେହିପରି କୃଷକ ଆତ୍ମହତ୍ୟା ଘଟଣାକୁ ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ମଧ୍ୟ ଦାୟର ହୋଇଛି। ଚାଷୀଙ୍କ ଆତ୍ମହତ୍ୟାର କାରଣ ସମ୍ପର୍କରେ ତଦନ୍ତ କରିବା ସହ ସେମାନଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୁରଣ ଦେବାକୁ ଏହି ମାମଲା ଦାୟର କରାଯାଇଛି। ଗତ ୨୦୧୦ ମସିହାରେ ପ୍ରାୟ ୫୦ ଜଣ ଚାଷୀଙ୍କ ଆତ୍ମହତ୍ୟା ପରେ ସରକାର କୃଷକ କମିଶନ ଗଠନ କରିଥିଲେ। ୨୦୧୨ ମସିହାରେ କମିଶନ୍ ରିପୋର୍ଟ ଦାଖଲ କରିଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଯାଇନାହିଁ ବୋଲି ଆବେଦନକାରୀ ଅଭିଯୋଗ କରିଛନ୍ତି। ଏହାକୁ କାର୍ଯ୍ୟକାରୀ କରାଯାଇଥିଲେ ଏଭଳି ଘଟଣାର ପୂନରାବୃତ୍ତି ହୋଇନଥାନ୍ତା ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀ ନିଶିକାନ୍ତ ମଶ୍ରଙ୍କ ପକ୍ଷରୁ ଦାୟର ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ରାଜସ୍ୱ ସଚିବ କୃଷି ସଚିବ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ପକ୍ଷଭୁକ୍ତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story