ରାସ୍ତା ନାହିଁ, ବାଟରେ ଅଟକିଲା ଆମ୍ୱୁଲାନ୍ସ: ରାସ୍ତାରେ ପ୍ରସବ କଲେ ପ୍ରସୂତି

ଉମରକୋଟ: ଡିଜିଟାଲ ଇଣ୍ଡିଆରା ନାରା ଦିଆଯାଉଛି। ମୋବାଇଲ୍‌ରେ ଗୋଟିଏ କଲ କଲେ ପାଖରେ ପହଞ୍ଚିବ ଆମ୍ୱୁଲାନ୍ସ। ଏପରିକି ନେଣଦେଣ ମଧ୍ୟ ଡିଜିଟାଲରେ କରାଯାଉଛି। ହେଲେ ଦୁର୍ଭାଗ୍ୟର ବିଷୟ ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ଓଡ଼ିଶାର ଏମିତି ଗାଁ ଅଛି ଯେଉଁଠି ଯିବା ପାଇଁ ରାସ୍ତା ଖଣ୍ଡିଏ ନାହିଁ। ଯେଉଁ ରାସ୍ତା ଅଛି ସେଥିରେ ପାଦରେ ଚାଲିଚାଲି ଯିବା କଷ୍ଟକର। ଏପରିସ୍ଥଳେ ଯନ୍ତ୍ରଣା ପାଉଥିବା ଗର୍ଭବତୀଙ୍କୁ ଆଣିବା ପାଇଁ ଆମ୍ୱୁଲାନ୍ସ କେମିତିବା ଯିବ? ଆମ୍ୱୁଲାନ୍ସ ଅଧାରାସ୍ତାରେ ଅଟକିଥିବା […]

nana

nana

Rakesh Mallick
  • Published: Wednesday, 26 July 2017
  • Updated: 26 July 2017, 05:08 PM IST

Sports

Latest News

ଉମରକୋଟ: ଡିଜିଟାଲ ଇଣ୍ଡିଆରା ନାରା ଦିଆଯାଉଛି। ମୋବାଇଲ୍‌ରେ ଗୋଟିଏ କଲ କଲେ ପାଖରେ ପହଞ୍ଚିବ ଆମ୍ୱୁଲାନ୍ସ। ଏପରିକି ନେଣଦେଣ ମଧ୍ୟ ଡିଜିଟାଲରେ କରାଯାଉଛି। ହେଲେ ଦୁର୍ଭାଗ୍ୟର ବିଷୟ ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ଓଡ଼ିଶାର ଏମିତି ଗାଁ ଅଛି ଯେଉଁଠି ଯିବା ପାଇଁ ରାସ୍ତା ଖଣ୍ଡିଏ ନାହିଁ। ଯେଉଁ ରାସ୍ତା ଅଛି ସେଥିରେ ପାଦରେ ଚାଲିଚାଲି ଯିବା କଷ୍ଟକର। ଏପରିସ୍ଥଳେ ଯନ୍ତ୍ରଣା ପାଉଥିବା ଗର୍ଭବତୀଙ୍କୁ ଆଣିବା ପାଇଁ ଆମ୍ୱୁଲାନ୍ସ କେମିତିବା ଯିବ? ଆମ୍ୱୁଲାନ୍ସ ଅଧାରାସ୍ତାରେ ଅଟକିଥିବା ଜାଣି ଶୂନଶାନ ରାତିରେ ୪ କିଲୋମିଟର ଭାର କରି ଅଣୁଥିବା ବେଳେ ରାସ୍ତା ଗର୍ଭବତୀ ପ୍ରସବ କରିଥିଲେ। ଏପରି ଅଭାବନୀୟ ଘଟଣା ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ଦେଖିବାକୁ ମିଳିଛ।

ଉମରକୋଟ ତୋହରା ପଞ୍ଚାୟତ ପହଁରିକୁମୁଡ଼ା ଗାଁର ରାଜୁ ସାନ୍ତାଙ୍କ ପତ୍ନୀ କଳାବତୀ। ଗତକାଲି ରାତିରେ ସେ ଗର୍ଭଯନ୍ତ୍ରଣା ପାଉଥିଲେ। ରାତି ୧ଟା ବେଳେ ରାଜୁ ଆମ୍ୱୁଲାନ୍ସକୁ ଫୋନ୍‌ କଲେ। ଆମ୍ୱୁଲାନ୍ସ କର୍ମଚାରୀମାନେ ନିର୍ଦ୍ଧାରିତ ସମୟରେ ପହଞ୍ଚିବାକୁ ଚେଷ୍ଟା କରିଥିଲା। ମାତ୍ର ଗାଁକୁ ରାସ୍ତା ନଥିବାରୁ ଅଧା ବାଟରେ ଆମ୍ୱୁଲାନ୍ସ ଅଟକିଲା। ଏ ସମ୍ପର୍କରେ ଗାଁ ଲୋକେ ଜାଣିପାରି ଭାର କରି ଗର୍ଭବତୀଙ୍କୁ ୪ କିମି ଶୂନଶାନ ବୋହି ନେଇଥିଲେ। ଜଙ୍ଗଲୀ ରାସ୍ତାର ୪ କିମି ଗଲା ପରେ ଗର୍ଭବତୀ ଜଣକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ମାଆ ଓ ପିଲାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ଥିବା ଜଣାପଡ଼ିଛି। ଏପରି ଘଟଣା ପ୍ରଥମ ନୁହଁ। ଏହା ପୂର୍ବରୁ ତିନି ଥର ରାସ୍ତାରେ ଗର୍ଭବତୀ ପ୍ରସବ କରିଥିବା ଗାଁ ଲୋକେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story