ସୁକମାରେ ମାଓ ହମଲା: ୨୫କୁ ବୃଦ୍ଧି ପାଇଲା ସହିଦଙ୍କ ସଂଖ୍ୟା

ମାଲକାନଗିରି : ଆଜି ଅପରାହ୍ନରେ ଛତିଶଗଡ଼ର ସୁକମା ଜିଲ୍ଲା ଚିନ୍ତାଗୁପା ବୁର୍କାପାଲ ଜଙ୍ଗଲରେ ମାଓବାଦୀମାନେ ବଡ଼ ଧରଣର ହମଲା କରିଛନ୍ତି। ମାଓବାଦୀଙ୍କ ଆକ୍ରମଣରେ ୨୫ ଜଣ ଯବାନ ସହିଦ ହୋଇଛନ୍ତି।  ଏଥିରେ ଅନ୍ୟ ୬ଜଣ ସିଆରପିଏଫ ଯବାନ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଗଣମାଧ୍ୟମକୁ ସୁକମା ଅତିରିକ୍ତ ଏସପି ଜିତେନ୍ଦ୍ର ସୁକ୍ଲା ଏହି ସୂଚନା ଦେଇଛନ୍ତି। ଆହତଙ୍କୁ ହେଲିକପ୍ଟର ଯୋଗେ ସ୍ଥାନୀୟ ରାମକୃଷ୍ଣ ହସପିଟାଲରେ ଭର୍ତ୍ତି କରାଯାଇଛି।  ସେହିପରି କେତେ ଜଣଙ୍କୁ ଜଗଦଲପୁର ପଠାଯାଇଛି। ୭୪ ବାଟାଲିୟନର ସିଆରପିଏଫ ଯବାନମାନେ […]

naxel-1

naxel-1

Rakesh Mallick
  • Published: Monday, 24 April 2017
  • Updated: 25 April 2017, 07:17 AM IST

Sports

Latest News

ମାଲକାନଗିରି : ଆଜି ଅପରାହ୍ନରେ ଛତିଶଗଡ଼ର ସୁକମା ଜିଲ୍ଲା ଚିନ୍ତାଗୁପା ବୁର୍କାପାଲ ଜଙ୍ଗଲରେ ମାଓବାଦୀମାନେ ବଡ଼ ଧରଣର ହମଲା କରିଛନ୍ତି। ମାଓବାଦୀଙ୍କ ଆକ୍ରମଣରେ ୨୫ ଜଣ ଯବାନ ସହିଦ ହୋଇଛନ୍ତି।  ଏଥିରେ ଅନ୍ୟ ୬ଜଣ ସିଆରପିଏଫ ଯବାନ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଗଣମାଧ୍ୟମକୁ ସୁକମା ଅତିରିକ୍ତ ଏସପି ଜିତେନ୍ଦ୍ର ସୁକ୍ଲା ଏହି ସୂଚନା ଦେଇଛନ୍ତି। ଆହତଙ୍କୁ ହେଲିକପ୍ଟର ଯୋଗେ ସ୍ଥାନୀୟ ରାମକୃଷ୍ଣ ହସପିଟାଲରେ ଭର୍ତ୍ତି କରାଯାଇଛି।  ସେହିପରି କେତେ ଜଣଙ୍କୁ ଜଗଦଲପୁର ପଠାଯାଇଛି।

୭୪ ବାଟାଲିୟନର ସିଆରପିଏଫ ଯବାନମାନେ କଂମ୍ବି ଅପରେସନ କରୁଥିବା  ବେଳେ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି।  ଏହି ଘଟଣା ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ ତାଙ୍କ ଦିଲ୍ଲୀଗସ୍ତକୁ ବାତିଲ କରି  ଜରୁରୀ ବୈଠକ ଡାକିଛନ୍ତି।

ଏହି ଘଟଣାକୁ ଗୃହମନ୍ତ୍ରୀ ରାଜନାଥ ସିଂ କଡ଼ା ନିନ୍ଦା କରିଛନ୍ତି। ଏହା ପୂର୍ବରୁ ସେହି ସୁକମାରେ ଗତ ମାର୍ଚ୍ଚମାସରେ ମାଓବାଦୀଙ୍କ ଆକ୍ରମଣରେ ୧୨ ଜଣ ଯବାନ ପ୍ରାଣ ହରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story