ଆଜି ପୁରୀ ଯିବେ ନେପାଳ ରାଷ୍ଟ୍ରପତି; ଶ୍ରୀଜୀଉଙ୍କ ଦର୍ଶନ କରିବେ

ଭୁବନେଶ୍ୱର: ଆଜି ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ ଓଡ଼ିଶା ଗସ୍ତରେ ଥିବା ନେପାଳ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ। ସକାଳ ଠିକ୍ ସାଢ଼େ ୧୦ଟା ବେଳେ ବିଦ୍ୟାଦେବୀ ପୁରୀ ରାଜଭବନରେ ପହଞ୍ଚିବେ। ସେଠାରେ କିଛି ସମୟ ରହିବା ପରେ ପାଖାପାଖି ୧୧ଟା ବେଳେ ଶ୍ରୀମନ୍ଦିର ଯିବେ। ବିଦ୍ୟାଦେବୀଙ୍କୁ ସେବୟାତମାନେ ସିଂହଦ୍ୱାରରେ ସ୍ୱାଗତ କରିବେ। ତାଙ୍କ ଦର୍ଶନ ସମୟରେ ମନ୍ଦିରରେ ଶୃଙ୍ଖଳିତ ନୀତିକାନ୍ତି ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ସେବାୟତଙ୍କୁ ନେଇ ଏକ ସମନ୍ୱୟ ବୈଠକ ମଧ୍ୟ ହୋଇଛି। […]

nepal2

nepal2

Rakesh Mallick
  • Published: Friday, 21 April 2017
  • Updated: 21 April 2017, 07:41 AM IST

Sports

Latest News

ଭୁବନେଶ୍ୱର: ଆଜି ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ ଓଡ଼ିଶା ଗସ୍ତରେ ଥିବା ନେପାଳ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ। ସକାଳ ଠିକ୍ ସାଢ଼େ ୧୦ଟା ବେଳେ ବିଦ୍ୟାଦେବୀ ପୁରୀ ରାଜଭବନରେ ପହଞ୍ଚିବେ। ସେଠାରେ କିଛି ସମୟ ରହିବା ପରେ ପାଖାପାଖି ୧୧ଟା ବେଳେ ଶ୍ରୀମନ୍ଦିର ଯିବେ।

ବିଦ୍ୟାଦେବୀଙ୍କୁ ସେବୟାତମାନେ ସିଂହଦ୍ୱାରରେ ସ୍ୱାଗତ କରିବେ। ତାଙ୍କ ଦର୍ଶନ ସମୟରେ ମନ୍ଦିରରେ ଶୃଙ୍ଖଳିତ ନୀତିକାନ୍ତି ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ସେବାୟତଙ୍କୁ ନେଇ ଏକ ସମନ୍ୱୟ ବୈଠକ ମଧ୍ୟ ହୋଇଛି।

ଜଗନ୍ନାଥଙ୍କ ଦର୍ଶନ ସାରି ନେପାଳ ରାଷ୍ଟ୍ରପତି ସିଧା କୋଣାର୍କ ଯାଇ ସୂର୍ଯ୍ୟ ମନ୍ଦିର ବୁଲି ଦେଖିବେ।

ତାଙ୍କ ଗସ୍ତ ପାଇଁ ପୁରୀ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story