ଭୁବନେଶ୍ୱରରୁ ବାଙ୍ଗାଲୁର୍‌କୁ ଦୌଡ଼ିବ ‘ହମ୍‌ସଫର’

ଭୁବନେଶ୍ୱର:ରେଳଯାତ୍ରୀଙ୍କ ପାଇଁ ଖୁସି ଖବର।  ଆସନ୍ତା ଗୁରୁବାରଠାରୁ ଭୁବନେଶ୍ୱରରୁ ବାଙ୍ଗାଲୁରକୁ ନୂଆ ଏକ୍ସପ୍ରେସ୍‌ ଯାତ୍ରା କରିବ। ଭୁବନେଶ୍ୱର-କ୍ରିଷ୍ଣାରାଜପୁରମ(ବାଙ୍ଗଲୋର) ହମ୍‌ସଫର ଏକ୍ସପ୍ରେସ୍‌ଟି ସାପ୍ତାହିକ ବୋଲି ରେଲୱେ ସୂତ୍ରରୁ ଜଣାପଡ଼ିଛି।  ତେବେ ଉଦ୍‌ଘାଟନୀ ଦିନ (ଗୁରୁବାର)୦୨୦୩୩ ନମ୍ବର ବିଶିଷ୍ଟ ଏକ୍ସପ୍ରେସଟି ଭୁବନେଶ୍ୱରରୁ ୧୪.୩୦ରୁ ଛାଡ଼ିବ।  ସେହିପରି ଫେରିବା ଟ୍ରେନ୍‌ଟି (୦୨୦୩୪) କ୍ରିଷ୍ଣାରାଜପୁରମରୁ ଶୁକ୍ରବାର ୨୩.୧୫ରୁ ଛାଡ଼ିବ।  ଏହି ଏକ୍ସପ୍ରେସ୍‌ରେ ୧୬ଟି ୩ଏସି ବଗି ରହିଛି। ସେହିପରି ପେଣ୍ଟ୍ରି କାର ମଧ୍ୟ ରହିଛି। ଏ ସମ୍ପର୍କରେ ଗତ ବଜେଟରେ ଘୋଷଣା କରାଯାଇଥିଲା।

Humsafar-Express-Exterior-1

Humsafar-Express-Exterior-1

Rakesh Mallick
  • Published: Sunday, 09 July 2017
  • Updated: 09 July 2017, 08:38 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story