ଚାଷୀ ସମସ୍ୟା ସମାଧାନ ନେଇ ଦିଲ୍ଲୀରେ ନୀତି ଆୟୋଗ ବୈଠକ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କୁ ଚାଷୀ ଚିନ୍ତା। ବିଭିନ୍ନ ରାଜ୍ୟରେ ଚାଷୀ ଆତ୍ମହତ୍ୟା ବଢିବା ପରେ କିଭଳି ଚାଷୀଙ୍କ ବିକାଶ ହେବ, ଚାଷୀ ଆତ୍ମହତ୍ୟାରେ ରୋକ ଲାଗିବ ଏବଂ ଭାଗଚାଷୀଙ୍କୁ ସହାୟତା ମିଳିବ, ସେ ନେଇ ଆଜି ଦିଲ୍ଲୀରେ ବସିଥିବା ନୀତି ଆୟୋଗ ବୈଠକରେ ଆଲୋଚନା ହୋଇଥିଲା। ଏଥିରେ ସବୁ ରାଜ୍ୟର ରାଜସ୍ୱ ସଚିବମାନେ ଯୋଗ ଦେଇଥିଲେ। ଭାଗଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ କେନ୍ଦ୍ର ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। କମିଶନ ଫର ଏଗ୍ରିକଲଚୁରାଲ କଷ୍ଟ […]

nithi ayoga-baithaka

nithi ayoga-baithaka

Rakesh Mallick
  • Published: Friday, 08 January 2016
  • Updated: 08 January 2016, 04:01 PM IST

Sports

Latest News

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କୁ ଚାଷୀ ଚିନ୍ତା। ବିଭିନ୍ନ ରାଜ୍ୟରେ ଚାଷୀ ଆତ୍ମହତ୍ୟା ବଢିବା ପରେ କିଭଳି ଚାଷୀଙ୍କ ବିକାଶ ହେବ, ଚାଷୀ ଆତ୍ମହତ୍ୟାରେ ରୋକ ଲାଗିବ ଏବଂ ଭାଗଚାଷୀଙ୍କୁ ସହାୟତା ମିଳିବ, ସେ ନେଇ ଆଜି ଦିଲ୍ଲୀରେ ବସିଥିବା ନୀତି ଆୟୋଗ ବୈଠକରେ ଆଲୋଚନା ହୋଇଥିଲା। ଏଥିରେ ସବୁ ରାଜ୍ୟର ରାଜସ୍ୱ ସଚିବମାନେ ଯୋଗ ଦେଇଥିଲେ।

ଭାଗଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ କେନ୍ଦ୍ର ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। କମିଶନ ଫର ଏଗ୍ରିକଲଚୁରାଲ କଷ୍ଟ ଆଣ୍ଡ ପ୍ରାଇସେସ୍ ବା ସିଏସିପିର ପୂର୍ବତନ ଅଧ୍ୟକ୍ଷ ଏହି କମିଟିର ଅଧ୍ୟକ୍ଷ ଅଛନ୍ତି। ବୈଠକରେ ଭାଗଚାଷୀଙ୍କ ପାଇଁ ବିଭିନ୍ନ ରାଜ୍ୟରେ ଥିବା ଆଇନର ଅନୁଧ୍ୟାନ କରାଯାଉଛି। ଏଥିରେ କି କି ସଂଶୋଧନ କରାଯାଇପାରିବ, ନୂଆ ଆଇନରେ ଆବଶ୍ୟକତା ରହିଛି କି ନାହିଁ ଏବଂ ଦେଶରେ ଏକ ମଡେଲ ଲ୍ୟାଣ୍ଡ ଲିଜିଂ ଆକ୍ଟ ରୂପରେଖ କେମିତି ହେବ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story