କେନ୍ଦ୍ର ଗୃହ ମନ୍ତ୍ରାଳୟ ବୈଠକରେ ରାଜ୍ୟକୁ ମିଳିଲାନି ମରୁଡ଼ି ସହାୟତା

ଭୁବନେଶ୍ୱର: କେନ୍ଦ୍ର ଗୃହ ମନ୍ତ୍ରାଳୟ ବୈଠକରେ ଓଡ଼ିଶା ପାଇଁ ମରୁଡ଼ି ସହାୟତା ମଞ୍ଜୁର ହୋଇନାହିଁ । କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ବସିଥିବା ଉଚ୍ଚସ୍ତରୀୟ କମିଟି ବୈଠକରେ ମରୁଡ଼ି ପ୍ରଭାବିତ ରାଜ୍ୟଗୁଡ଼ିକୁ ଆର୍ଥିକ ସହାୟତା ନେଇ ଆଲୋଚନା ହୋଇଥିଲା। ଉଚ୍ଚସ୍ତରୀୟ କମିଟି ମଧ୍ୟପ୍ରଦେଶକୁ ୨ହଜାର ୩୩କୋଟି ଓ ମହାରାଷ୍ଟ୍ରକୁ ୩ ହଜାର ୫୦ କୋଟି ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରିଛି। ନ୍ୟାସନାଲ୍ ଡିଜାଷ୍ଟର୍ ରିଲିଫ ଫଣ୍ଡରୁ ଉଭୟ ରାଜ୍ୟକୁ ଏହି ଅର୍ଥ ମିଳିବ। […]

marudi

marudi

Rakesh Mallick
  • Published: Wednesday, 30 December 2015
  • Updated: 30 December 2015, 03:54 AM IST

Sports

Latest News

ଭୁବନେଶ୍ୱର: କେନ୍ଦ୍ର ଗୃହ ମନ୍ତ୍ରାଳୟ ବୈଠକରେ ଓଡ଼ିଶା ପାଇଁ ମରୁଡ଼ି ସହାୟତା ମଞ୍ଜୁର ହୋଇନାହିଁ । କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ବସିଥିବା ଉଚ୍ଚସ୍ତରୀୟ କମିଟି ବୈଠକରେ ମରୁଡ଼ି ପ୍ରଭାବିତ ରାଜ୍ୟଗୁଡ଼ିକୁ ଆର୍ଥିକ ସହାୟତା ନେଇ ଆଲୋଚନା ହୋଇଥିଲା। ଉଚ୍ଚସ୍ତରୀୟ କମିଟି ମଧ୍ୟପ୍ରଦେଶକୁ ୨ହଜାର ୩୩କୋଟି ଓ ମହାରାଷ୍ଟ୍ରକୁ ୩ ହଜାର ୫୦ କୋଟି ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରିଛି। ନ୍ୟାସନାଲ୍ ଡିଜାଷ୍ଟର୍ ରିଲିଫ ଫଣ୍ଡରୁ ଉଭୟ ରାଜ୍ୟକୁ ଏହି ଅର୍ଥ ମିଳିବ। ଓଡ଼ିଶାରେ ମରୁଡ଼ି ସ୍ଥିତି ଅନୁଧ୍ୟାନ କରିଥିବା କେନ୍ଦ୍ରୀୟ ଟିମ୍ ଗତ ୧୯ତାରିଖରେ ରିପୋର୍ଟ ଦେଇଥିଲେ ମଧ୍ୟ ବୈଠକରେ ଓଡ଼ିଶା ପ୍ରସଙ୍ଗ ସ୍ଥାନ ପାଇନଥିଲା।

ପୂର୍ବରୁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୧୬୮୭ କୋଟି ଓ ଦ୍ୱିତୀୟ ପର୍ଯ୍ୟାୟରେ ୫୧୧କୋଟି ଏହିପରି ମୋଟ ୨ହଜାର ୧୯୯ କୋଟି ଟଙ୍କାର ମରୁଡ଼ି ସହାୟତା ପାଇଁ କେନ୍ଦ୍ର ନିକଟରେ ଦାବି ଉପସ୍ଥାପନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story