ନଭେମ୍ବର ୬ରେ କଂଗ୍ରେସର ଚାଷୀ ବଞ୍ଚାଅ ବିକ୍ଷୋଭ

ଭୁବନେଶ୍ୱର: ନଭେମ୍ବର ୬ରେ କଂଗ୍ରେସ କରିବ ଚାଷୀ ବଞ୍ଚାଅ ବିକ୍ଷୋଭ। ରାଜ୍ୟର ସମସ୍ତ ବ୍ଲକରେ ଅନୁଷ୍ଠିତ ହେବ ଏହି ବିକ୍ଷୋଭ। ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ଏହି ସାମ୍ବାଦିକ ସମ୍ମିଳନୀରେ ସେ ରାଜର ମରୁଡ଼ି ସ୍ଥିତି ଓ ଚାଷୀ ଆତ୍ମହତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଖୁବ୍ ବର୍ଷିଥିଲେ। ପ୍ରସାଦ କହିଥିଲେ, ରାଜ୍ୟରେ ମରୁଡ଼ି ସ୍ଥିତି ଉତ୍କଟ। ଫସଲହାନି ଯୋଗୁଁ ଜଣେ ପରେ ଜଣେ ଚାଷୀ ଆତ୍ମହତ୍ୟା […]

prasada

prasada

Rakesh Mallick
  • Published: Wednesday, 21 October 2015
  • Updated: 21 October 2015, 07:46 AM IST

Sports

Latest News

ଭୁବନେଶ୍ୱର: ନଭେମ୍ବର ୬ରେ କଂଗ୍ରେସ କରିବ ଚାଷୀ ବଞ୍ଚାଅ ବିକ୍ଷୋଭ। ରାଜ୍ୟର ସମସ୍ତ ବ୍ଲକରେ ଅନୁଷ୍ଠିତ ହେବ ଏହି ବିକ୍ଷୋଭ। ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ।

ଏହି ସାମ୍ବାଦିକ ସମ୍ମିଳନୀରେ ସେ ରାଜର ମରୁଡ଼ି ସ୍ଥିତି ଓ ଚାଷୀ ଆତ୍ମହତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଖୁବ୍ ବର୍ଷିଥିଲେ। ପ୍ରସାଦ କହିଥିଲେ, ରାଜ୍ୟରେ ମରୁଡ଼ି ସ୍ଥିତି ଉତ୍କଟ। ଫସଲହାନି ଯୋଗୁଁ ଜଣେ ପରେ ଜଣେ ଚାଷୀ ଆତ୍ମହତ୍ୟା କରୁଥିବା ବେଳେ ସରକାରଙ୍କର ସେଥିପ୍ରତି ଚିନ୍ତା ନାହିଁ। ଏଭଳି ସ୍ଥିତିରେ ସରକାର ପାଳୁଛନ୍ତି ପୂଜା ଛୁଟି।

ପିସିସି ସଭାପତି ସାରା ରାଜ୍ୟକୁ ମରୁଡ଼ି ଘୋଷଣା କରିବାକୁ ଦାବି କରିଛନ୍ତି। ତା’ସହିତ ଆତ୍ମହତ୍ୟା କରୁଥିବା ଚାଷୀମାନଙ୍କ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ଦାବି କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରସାଦ ହରିଚନ୍ଦନ ଆହୁରି ମଧ୍ୟ କହିଥିଲେ ଯେ ଅକ୍ଟୋବର ୩୦ ଓ ୩୧ ତାରିଖରେ ଦଳ ଆରମ୍ଭ କରିଥିବା ‘ଜାଗରଣ ଯାତ୍ରା’ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରାଯିବ।

ସୂଚନାଯୋଗ୍ୟ, ଅକ୍ଟୋବର ୧୪ ଓ ୧୫ ତାରିଖରେ କଂଗ୍ରେସ ଅନୁଗୋଳ ଓ ଢେଙ୍କାନାଳରେ ‘ଜାଗରଣ ଯାତ୍ରା’ର ପ୍ରଥମ ପର୍ଯ୍ୟାୟ ଆୟୋଜନ କରିଥିଲା। ଏଥିରେ ଦଳର ବହୁ ବରିଷ୍ଠ ସଦସ୍ୟ ସାମିଲ ହୋଇଥିଲେ। ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ‘ଜାଗରଣ ଯାତ୍ରା’ ଆରମ୍ଭ କରାଯାଇଛି। ୧୦ଟି ପର୍ଯ୍ୟାୟରେ ଏହା ସାରା ରାଜ୍ୟରେ ଅନୁଷ୍ଠିତ ହେବ। ଏଥି ମଧ୍ୟରେ ଦଳ ‘ବିଜୁଳି ସତ୍ୟାଗ୍ରହ’ ମଧ୍ୟ କରିବ।

ଅନ୍ୟପକ୍ଷରେ ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି ଯେ ୧୯୯୯ ମହାବାତ୍ୟା ପରଠାରୁ କଂଗ୍ରେସ ଲମ୍ବା ଛୁଟିରେ ଅଛି। ଗତ ୧୫ ବର୍ଷ ମଧ୍ୟରେ ବନ୍ୟା,ବାତ୍ୟା ବା ମରୁଡ଼ି- ଯାହା କିଛି ପରିସ୍ଥିତି ଉପୁଜିଛି ତାର ମୁକାବିଲ ଠିକ୍ ଭାବେ କରିଛନ୍ତି ରାଜ୍ୟ ସରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story