ନୂଆପଡ଼ାରେ ଜଣେ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ନୂଆପଡ଼ା: ରାଜ୍ୟରେ ଚାଷୀ ଆତ୍ମହତ୍ୟା ଜାରି ରହିଛି। ରାଜ୍ୟର ଆଜି ପୁଣି  ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।  ଫସଲହାନି ଓ ଋଣ ବୋଝ କାରଣରୁ ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ କୋଦମେରୀ ପଞ୍ଚାୟତ କେରମେଲୀ ଗାଁର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ ସହଦେବ ମାଝୀ (୪୫)। ସେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ […]

nuapada-chasi

nuapada-chasi

Rakesh Mallick
  • Published: Saturday, 26 December 2015
  • Updated: 26 December 2015, 10:25 AM IST

Sports

Latest News

ନୂଆପଡ଼ା: ରାଜ୍ୟରେ ଚାଷୀ ଆତ୍ମହତ୍ୟା ଜାରି ରହିଛି। ରାଜ୍ୟର ଆଜି ପୁଣି  ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।  ଫସଲହାନି ଓ ଋଣ ବୋଝ କାରଣରୁ ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ କୋଦମେରୀ ପଞ୍ଚାୟତ କେରମେଲୀ ଗାଁର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ ସହଦେବ ମାଝୀ (୪୫)। ସେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ଦାବିରେ  ସ୍ଥାନୀୟ କଂଗ୍ରେସ ପକ୍ଷରୁ ହରିପୁର ଛକରେ ରାସ୍ତାରୋକ କରାଯାଇଛି।  ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ପହଞ୍ଚିଛନ୍ତି। ସଦର ତହସିଲଦାର କହିଛନ୍ତି  ତାଙ୍କୁ ରେଡ଼କ୍ରସ ପାଣ୍ଠିରୁ ୫୦୦୦ ହଜାର ଟଙ୍କା ସହାୟତା ଦିଆଯାଇଛି।  ପରେ  ଆବଶ୍ୟକୀୟ ସରକାରୀ ସହାୟତା  ପ୍ରଦାନ କରାଯିବ।nuapada-chasi-atmahatya

ସହଦେବ ଜଣେ ଭାଗଚାଷୀ  ଥିଲେ। ସେ ଅଢ଼େଇ ଏକର ଜମିରେ  ଧାନ ଚାଷ କରିଥିଲେ।  କିନ୍ତୁ ସ୍ୱଳ୍ପ ବର୍ଷା ଯୋଗୁଁ  ଫସଲ ନଷ୍ଟ ହୋଇଯାଇଥିଲା। ଚାଷ ପାଇଁ ସେ ସମବାୟ ବ୍ୟାଙ୍କରୁ ୩୨ ହଜାର ଟଙ୍କା  ଋଣ  ଆଣିଥିଲେ।  ସେଥିପାଇଁ ସେ ସବୁବେଳେ ଚିନ୍ତାରେ ରହୁଥିଲେ। ଫସଲହାନି ଓ ଋଣ ଚିନ୍ତାରେ  ସହଦେବ ଆତ୍ମହତ୍ୟା କରିଥିବା  ପରିବାର ଲୋକ ଅଭିଯୋଗ କରିଛନ୍ତି।

ବଲାଙ୍ଗିର ଜିଲ୍ଲା ଲୋଇସିଂହା ଘୁଷୁରାମୁଣ୍ଡାରେ  ଗତ ୨୩ ତାରିଖରେ  ଚାଷୀ ଯଶୋବନ୍ତ ମୁଣ୍ଡା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଥିଲା। ଫସଲହାନି ଓ ଋଣ ଚିନ୍ତାରେ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story