ଭୁବନେଶ୍ୱର ବିମାନବନ୍ଦରରେ ହେଉ ଭିସା ଅନ୍‌ ଆରାଇଭାଲ ଷ୍ଟେସନ; କେନ୍ଦ୍ରକୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି। ଏଥର ନବୀନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ବେସାମରିକ ବିମାନଚଳଚାଳ ମନ୍ତ୍ରୀ ଅଶୋକ ଗଜପତି ରାଜୁଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଭୁବନେଶ୍ୱର ବିମାନ ବନ୍ଦରରେ ଭିସା ଅନ୍‌ ଆରାଇଭାଲ ଷ୍ଟେସନ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଚିଠି ଲେଖିଛନ୍ତି। ଏହି ସୁବିଧା ହେଲେ ପର୍ଯ୍ୟଟକଙ୍କୁ ଓଡିଶା ସହ ଯୋଡି ହେବା ଦିଗରେ ପ୍ରୋତ୍ସାହନ ଯୋଗାଇବ। ଏବେ ଭୁବନେଶ୍ୱର ଓ କ୍ୱାଲାଲାମ୍ପୁର ମଧ୍ୟରେ […]

naveen_patnaik

naveen_patnaik

Rakesh Mallick
  • Published: Friday, 26 May 2017
  • Updated: 26 May 2017, 04:05 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି। ଏଥର ନବୀନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ବେସାମରିକ ବିମାନଚଳଚାଳ ମନ୍ତ୍ରୀ ଅଶୋକ ଗଜପତି ରାଜୁଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।

ଭୁବନେଶ୍ୱର ବିମାନ ବନ୍ଦରରେ ଭିସା ଅନ୍‌ ଆରାଇଭାଲ ଷ୍ଟେସନ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଚିଠି ଲେଖିଛନ୍ତି। ଏହି ସୁବିଧା ହେଲେ ପର୍ଯ୍ୟଟକଙ୍କୁ ଓଡିଶା ସହ ଯୋଡି ହେବା ଦିଗରେ ପ୍ରୋତ୍ସାହନ ଯୋଗାଇବ। ଏବେ ଭୁବନେଶ୍ୱର ଓ କ୍ୱାଲାଲାମ୍ପୁର ମଧ୍ୟରେ ସିଧାସଳଖ ବିମାନ ଚଳାଚଳ କରୁଛି। ସେଠାରୁ ଆସୁଥିବା ପର୍ଯ୍ୟଟକଙ୍କ ଯାତ୍ରାକୁ ସୁଗମ କରିବା ପାଇଁ ଏହି ଭିସା ଅନ ଆରାଇଭାଲ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି ନବୀନ।

ସେହିପରି କଲମ୍ବୋରୁ ବାରାଣାସୀ ମଧ୍ୟରେ ଚଳାଚଳ କରୁଥିବା ଏୟାର ଇଣ୍ଡିଆ ବିମାନର ଭୁବନେଶ୍ୱରରେ ରହଣୀ ଦାବି କରି ବେସାମରିକ ବିମାନଚଳଚାଳ ମନ୍ତ୍ରୀ ଅଶୋକ ଗଜପତି ରାଜୁଙ୍କୁ ଚିଠି ଲେଖିଛନ୍ତି ନବୀନ। ଓଡ଼ିଶା ଏକ ବୌଦ୍ଧକୀର୍ତ୍ତୀ ଐତିହ୍ୟ ସମ୍ପନ୍ନ ରାଜ୍ୟ ହୋଇଥିବାରୁ ଏଠାକୁ ଶ୍ରୀଲଙ୍କାରୁ ଗବେଷଣା ପାଇଁ ଅନେକ ଆସିବାକୁ ଚାହୁଁଛନ୍ତି। ତେଣୁ ଉକ୍ତ ବିମାନର ଓଡ଼ିଶାରେ ରହଣୀ ବ୍ୟବସ୍ଥା କଲେ ଏ ଦିଗରେ ଫଳପ୍ରଦ ହେବ ବୋଲି ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story