କଂଗ୍ରେସ ଜିଲ୍ଲା ସଭାପତିଙ୍କୁ ଦିଲ୍ଲୀ ଡାକରା

ଭୁବନେଶ୍ୱର: କଂଗ୍ରେସ ଜିଲ୍ଲା ସଭାପତିମାନଙ୍କୁ ଦିଲ୍ଲୀରୁ ଡକରା ଆସିଛି। ସଂଗଠନରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ପ୍ରତି କେତେ ସମର୍ଥନ ରହିଛି ହାଇକମାଣ୍ଡ ଜିଲ୍ଲା ସଭାପତିମାନଙ୍କ ପାଖରୁ ବୁଝିବେ। ୨ଟି ପର୍ଯ୍ୟାୟରେ ଏମାନଙ୍କୁ ଦିଲ୍ଲୀରୁ ଡକରା ଆସିଛି। ଏହା ପ୍ରସାଦଙ୍କ ପାଇଁ ଅଗ୍ନି ପରୀକ୍ଷା ସଦୃଶ୍ୟ ହୋଇଛି। ବିଧାୟକମାନଙ୍କ ଅଭିଯୋଗର ସତ୍ୟାସତ୍ୟ ପରଖିବାକୁ ହାଇକମାଣ୍ଡଙ୍କ ଡାକରା ଏବେ କଂଗ୍ରେସ ସମେତ ରାଜ୍ୟ ରାଜନୀତିକୁ ସରଗରମ କରିଛି। ନଭେମ୍ବର ୨ ତାରିଖରେ ୨୨ଟି ଜିଲ୍ଲାର ସଭାପତିଙ୍କୁ ଦିଲ୍ଲୀ ଯିବାକୁ […]

congress

congress

Rakesh Mallick
  • Published: Sunday, 30 October 2016
  • Updated: 30 October 2016, 08:32 PM IST

Sports

Latest News

congressଭୁବନେଶ୍ୱର: କଂଗ୍ରେସ ଜିଲ୍ଲା ସଭାପତିମାନଙ୍କୁ ଦିଲ୍ଲୀରୁ ଡକରା ଆସିଛି। ସଂଗଠନରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ପ୍ରତି କେତେ ସମର୍ଥନ ରହିଛି ହାଇକମାଣ୍ଡ ଜିଲ୍ଲା ସଭାପତିମାନଙ୍କ ପାଖରୁ ବୁଝିବେ। ୨ଟି ପର୍ଯ୍ୟାୟରେ ଏମାନଙ୍କୁ ଦିଲ୍ଲୀରୁ ଡକରା ଆସିଛି। ଏହା ପ୍ରସାଦଙ୍କ ପାଇଁ ଅଗ୍ନି ପରୀକ୍ଷା ସଦୃଶ୍ୟ ହୋଇଛି। ବିଧାୟକମାନଙ୍କ ଅଭିଯୋଗର ସତ୍ୟାସତ୍ୟ ପରଖିବାକୁ ହାଇକମାଣ୍ଡଙ୍କ ଡାକରା ଏବେ କଂଗ୍ରେସ ସମେତ ରାଜ୍ୟ ରାଜନୀତିକୁ ସରଗରମ କରିଛି।

ନଭେମ୍ବର ୨ ତାରିଖରେ ୨୨ଟି ଜିଲ୍ଲାର ସଭାପତିଙ୍କୁ ଦିଲ୍ଲୀ ଯିବାକୁ ଡାକରା ଆସିଛି। ୩୩ଟି ସାଙ୍ଗଠନିକ ଜିଲ୍ଲାରୁ ବାକି ୧୧ଟିର ସଭାପତି ଦ୍ୱିତୀୟ ପର୍ଯ୍ୟାୟରେ ଦିଲ୍ଲୀ ଯିବେ। ପିସିସି ପଦରେ ପ୍ରସାଦ ରହିବେ କି ନାହିଁ ଏହି ଜିଲ୍ଲା ସଭାପତିମାନଙ୍କ ମାର୍କ ଉପରେ ନିର୍ଭର କରୁଛି।

କିଛି ଜିଲ୍ଲା ସଭାପତିଙ୍କ ପାଖକୁ ଏ ନେଇ ପିସିସି ଅଫିସ୍‌ରୁ କଲ୍‌ ଯାଇଥିବା ବେଳେ ଆଉ କିଛିଙ୍କ ପାଖକୁ ରାହୁଲ ଗାନ୍ଧିଙ୍କ ଅଫିସରୁ କଲ୍‌ ଆସିଛି।

ବଲାଙ୍ଗିର ଜିଲ୍ଲା ସଭାପତି ଭଗବାନ ବଗର୍ତ୍ତୀ କହିଛନ୍ତି,“ଜିଲ୍ଲା ସ୍ତରରେ ସଂଗଠନ କିପରି ଚାଲିଛି, ଆଗକୁ ଆଉ କ’ଣ ପଦକ୍ଷେପ ନିଆଯିବା ଦରକାର ସେ ବିଷୟରେ ଆଲୋଚନା ହେବ। ହାଇକମାଣ୍ଡ ଆଉ କିଛି ପରାମର୍ଶ ଦେଇପାରନ୍ତି।”

କୋରାପୁଟ ଜିଲ୍ଲା ସଭାପତି ମିନାକ୍ଷୀ ବାହୀନପତି କହିଛନ୍ତି,“ଜିଲ୍ଲା ସଭାପତି ଭାବେ ମୋ ପାଖକୁ ମଧ୍ୟ ଖବର ଆସିବା କଥା। ହେଲେ ରାହୁଲ ଗାନ୍ଧିଙ୍କ ଅଫିସ ହେଉ କି ପିସିସି ଅଫିସ୍‌ ମୋ ପାଖକୁ ଡାକରା ଆସିନାହିଁ।”

ପ୍ରସାଦ ରାହୁଲଙ୍କୁ ଭେଟିବା ପରେ ପ୍ରଭାରୀ ବିକେ ହରିପ୍ରସାଦ ପିସିସି ପରିବର୍ତ୍ତନ ଚର୍ଚ୍ଚାରେ ପୂର୍ଣ୍ଣେଛେଦ ପକାଇଥିଲେ। ଯଦି ରାହୁଲ ପ୍ରସାଦଙ୍କୁ ଅଭୟବାଣୀ ଶୁଣାଇଥିଲେ ତେବେ ଜିଲ୍ଲା ସଭାପତିମାନଙ୍କୁ କାହିଁକି ଦିଲ୍ଲୀ ଡକାଯାଇଛି ତାହା ଏବ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି,“ଗୋଷ୍ଠୀ କନ୍ଦଳ ଯୋଗୁଁ କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ଭୂମିକା ତୁଲାଇବାରେ ଅସମର୍ଥ ହେବ ବୋଲି ଆମେ ଆଶା କରୁଛୁ। ରାଜ୍ୟରେ ଦୃଢ଼ ବିରୋଧୀ ଦଳ ରହୁ ଆମେ ଚାହୁଁଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story