ଅଲକାଏଦାରେ ସାମିଲ ପାଇଁ ଓଡ଼ିଶାରୁ ୨୦ ପିଲାଙ୍କୁ ପଠାଇଥାନ୍ତା ଅବଦୁର ରେହମାନ

ଭୁବନେଶ୍ୱର: ଆତଙ୍କବାଦୀ ସଂଗଠନ ଅଲକାଏଦାରେ ସାମିଲ ହେବା ପାଇଁ ଓଡ଼ିଶାରୁ ୨୦ ପିଲା ଯାଇଥାନ୍ତେ। ଏହାର ଦାୟିତ୍ୱ ନେଇଥିଲା ଜଗତପୁରରୁ ଗିରଫ ସନ୍ଦିଗ୍ଧ ଅଲକାଏଦା ଆତଙ୍କବାଦୀ ଅବଦୁର ରେହମାନ୍। ଏଥିପାଇଁ ରେହମାନକୁ ଯୋଗାଯୋଗ କରିବା ପାଇଁ ପାକିସ୍ତାନରୁ ନିର୍ଦ୍ଦେଶ ଆସିଥିଲା। ଏପରି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ପୋଲିସ କମିଶନର ରାଜେନ୍ଦ୍ର ପ୍ରସାଦ ଶର୍ମା। କମିଶନର ଶର୍ମା ଆହୁରି କହିଛନ୍ତି, ରେହମାନ୍ ଅଲକାଏଦାର ନିଯୁକ୍ତି ଦାୟିତ୍ୱରେ ଥିଲା। ଉତ୍ତରପ୍ରଦେଶ ସମ୍ଭଲରୁ ଗିରଫ ସନ୍ଦିଗ୍ଧ ଆତଙ୍କବାଦୀ ଆସିଫ୍ ଜରିଆରେ ପାକିସ୍ତାନରୁ […]

rehaman

rehaman

Rakesh Mallick
  • Published: Sunday, 20 December 2015
  • Updated: 20 December 2015, 05:35 PM IST

Sports

Latest News

ଭୁବନେଶ୍ୱର: ଆତଙ୍କବାଦୀ ସଂଗଠନ ଅଲକାଏଦାରେ ସାମିଲ ହେବା ପାଇଁ ଓଡ଼ିଶାରୁ ୨୦ ପିଲା ଯାଇଥାନ୍ତେ। ଏହାର ଦାୟିତ୍ୱ ନେଇଥିଲା ଜଗତପୁରରୁ ଗିରଫ ସନ୍ଦିଗ୍ଧ ଅଲକାଏଦା ଆତଙ୍କବାଦୀ ଅବଦୁର ରେହମାନ୍। ଏଥିପାଇଁ ରେହମାନକୁ ଯୋଗାଯୋଗ କରିବା ପାଇଁ ପାକିସ୍ତାନରୁ ନିର୍ଦ୍ଦେଶ ଆସିଥିଲା। ଏପରି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ପୋଲିସ କମିଶନର ରାଜେନ୍ଦ୍ର ପ୍ରସାଦ ଶର୍ମା। କମିଶନର ଶର୍ମା ଆହୁରି କହିଛନ୍ତି, ରେହମାନ୍ ଅଲକାଏଦାର ନିଯୁକ୍ତି ଦାୟିତ୍ୱରେ ଥିଲା। ଉତ୍ତରପ୍ରଦେଶ ସମ୍ଭଲରୁ ଗିରଫ ସନ୍ଦିଗ୍ଧ ଆତଙ୍କବାଦୀ ଆସିଫ୍ ଜରିଆରେ ପାକିସ୍ତାନରୁ ରେହମାନ ନିକଟକୁ ଏ ସମ୍ପର୍କରେ ମେସେଜ୍ ଆସିଥିଲା। ବେଙ୍ଗଲୁରୁରେ ରେହମାନକୁ ଏହି ମେସେଜ୍ ଦେଇଥିଲା ଆସିଫ୍। ଏ ସମ୍ପର୍କରେ ଅଧିକ ତଥ୍ୟ ହାସଲ ପାଇଁ ସୋମବାର କମିଶନରେଟ୍ ପୋଲିସର ଏକ ଟିମ୍ ନୂଆଦିଲ୍ଲୀ ଯିବ।

ଓଡ଼ିଶାରେ ଜେହାଦଙ୍କୁ ତାଲିମ୍ ଦିଆଯାଉଥିଲା। ଏହାର ରିମୋଟ୍ କଣ୍ଟ୍ରୋଲ୍ ପାକିସ୍ତାନରେ ଥିଲା। ଏହାକୁ କାର୍ଯ୍ୟକାରୀ କରୁଥିଲା ରେହମାନ୍।  ଏବେ ବଡ଼ ପ୍ରଶ୍ନ ହେଉଛି ରେହମାନ କି ପ୍ରକାର ତାଲିମ ଦେଉଥିଲା, କେଉଁଠି ଦେଉଥିଲା, କେବଳ ଜେହାଦ ପାଇଁ ଉସକାଉ ଥିଲା ନା ଅସ୍ତ୍ରଶସ୍ତ୍ର ତାଲିମ ଦିଆଯାଉଥିଲା। ତାହା ହେବେ ଯାଞ୍ଚ ଚାଲିଛି।

ଟାଙ୍ଗୀ ଅଞ୍ଚଳରେ ରେହମାନ ଚଲାଇଥିବା ମଦ୍ରାସାରେ ପିଲାଙ୍କୁ କିଭଳି ଶିକ୍ଷା ଦିଆଯାଇଛି ତାହାର ଯାଞ୍ଚ କରିବ ପୋଲିସ। ତା'ସହ ମଦ୍ରାସାରେ  ଥିବା ପିଲାଙ୍କର ବ୍ରେନ୍ ୱାସ୍ କରାଯାଇଛି କି ନାହିଁ ସେ ନେଇ ମଧ୍ୟ ତଦନ୍ତ କରାଯିବ ବୋଲି  ପୋଲିସ କମିଶନର କହିଛନ୍ତି।

ସନ୍ଦିଗ୍ଧ ଅଲକାଏଦା ଆତଙ୍କବାଦୀ ଅବଦୁର୍ ରେହମାନର ଆର୍ଥିକ କାରବାର ଏବଂ ବିଦେଶ ଲିଙ୍କର ଖୋଳତାଡ଼ ନେଇ ଆଜି ଝାଡ଼ଖଣ୍ଡ ଯାଇଛି କମିଶନରେଟ ପୋଲିସର ଏକ ଟିମ୍। ଆସନ୍ତାକାଲି ଦିଲ୍ଲୀ କମିଶନରେଟ୍ ପୋଲିସର ଆଉ ଏକ ଟିମ୍ ଯାଇ ଘଟଣାର ତଦନ୍ତ କରିବ। ଆର୍ଥିକ କାରବାର ପଛରେ ରେହମନର କ'ଣ ରହିଥିଲା ଉଦ୍ଦେଶ୍ୟ, ରେହମାନ୍ ନାଁରେ ଥିବା ଆକାଉଣ୍ଟରେ କିଏ ଟଙ୍କା ପଇଠ କରିଛି, ମଦ୍ରାସା ପରିଚାଳନା ପଛରେ କାହାର ପ୍ରୋତ୍ସାହନ ରହିଛି - ଏସବୁର ଟିମ୍ ଯାଞ୍ଚ କରିବ। ଗୋଟିଏ ଟିମ୍ ଦିଲ୍ଲୀ ଯାଇ ଅବଦୁର ରେହମାନକୁ ପଚରାଉଚୁରା କରିବାକୁ ଥିବା ବେଳେ ଅନ୍ୟ ଏକ ଟିମ୍ ଝାଡ଼ଖଣ୍ଡ ଯାଇ ରେହମାନର ଗତିବିଧି ଏବଂ ମଦ୍ରାସା ପରିଚାଳନା ସମ୍ପର୍କରେ ତଥ୍ୟ ସଂଗ୍ରହ କରିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story