ଓଡ଼ିଶା ସମେତ ୭ ରାଜ୍ୟରେ ମାଓ ମୁକାବିଲା ଲାଗି ଆଜି ଦିଲ୍ଲୀରେ ବସିବ ବୈଠକ

ଭୁବନେଶ୍ୱର: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସବୁ ଉଦ୍ୟମ ସତ୍ତ୍ୱେ ମାଓ ହିଂସାକାଣ୍ଡ କମୁନି। ଏହାର ମୁକାବିଲା ଲାଗି କେନ୍ଦ୍ର ସରକାର ନୂଆ ରଣନୀତି ପ୍ରସ୍ତୁତ କରିବେ। ଏଥିପାଇଁ ସର୍ବାଧିକ ମାଓ ପ୍ରଭାବିତ ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କର ଆଜି ଦିଲ୍ଲୀରେ ବୈଠକ ବସୁଥିବା ସୂଚନା ମିଳିଛି। ମାଓବାଦୀଙ୍କ ଦମନ ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିବାକୁ କେନ୍ଦ୍ର ଗୃହମନ୍ତ୍ରାଳୟ ଏହି ବୈଠକ ଡାକିଛି। ମାଓ ପ୍ରଭାବିତ ଅଞ୍ଚଳରେ ମୁତୟନ ସିଆରପିଏଫ୍, ବିଏସ୍ଏଫ୍ ଭଳି ୧୦ହଜାର ଅର୍ଦ୍ଧସାମରିକ ଯବାନଙ୍କୁ କିଭଳି […]

naxal

naxal

Rakesh Mallick
  • Published: Tuesday, 03 November 2015
  • Updated: 03 November 2015, 08:11 AM IST

Sports

Latest News

ଭୁବନେଶ୍ୱର: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସବୁ ଉଦ୍ୟମ ସତ୍ତ୍ୱେ ମାଓ ହିଂସାକାଣ୍ଡ କମୁନି। ଏହାର ମୁକାବିଲା ଲାଗି କେନ୍ଦ୍ର ସରକାର ନୂଆ ରଣନୀତି ପ୍ରସ୍ତୁତ କରିବେ। ଏଥିପାଇଁ ସର୍ବାଧିକ ମାଓ ପ୍ରଭାବିତ ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କର ଆଜି ଦିଲ୍ଲୀରେ ବୈଠକ ବସୁଥିବା ସୂଚନା ମିଳିଛି। ମାଓବାଦୀଙ୍କ ଦମନ ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିବାକୁ କେନ୍ଦ୍ର ଗୃହମନ୍ତ୍ରାଳୟ ଏହି ବୈଠକ ଡାକିଛି। ମାଓ ପ୍ରଭାବିତ ଅଞ୍ଚଳରେ ମୁତୟନ ସିଆରପିଏଫ୍, ବିଏସ୍ଏଫ୍ ଭଳି ୧୦ହଜାର ଅର୍ଦ୍ଧସାମରିକ ଯବାନଙ୍କୁ କିଭଳି ଦକ୍ଷତାର ସହ ବ୍ୟବହାର କରାଯିବ ଓ ମାଓବାଦୀଙ୍କୁ ମିଳୁଥିବା ଅସ୍ତ୍ରଶସ୍ତ୍ର ଓ ଆର୍ଥିକ ସହାୟତା ଉପରେ କିଭଳି ଅଙ୍କୁଶ ଲଗାଯାଇପାରିବ ସେ ନେଇ ବୈଠକରେ କାର୍ଯ୍ୟପନ୍ଥା ସ୍ଥିର ହେବ ବୋଲି ଜଣାପଡ଼ିଛି।

ତା’ଛଡ଼ା ମାଓ ଉପଦ୍ରୁତ  ଅଞ୍ଚଳରେ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ ନେଇ ବିଚାର ବିମର୍ଷ ହେବ। ମାଓହିଂସାରେ ମୃତକଙ୍କ ପରିବାରଙ୍କ ଥଇଥାନ, ବ୍ୟାଙ୍କ ଓ ପୋଷ୍ଟ ଅଫିସ୍ କାର୍ଯ୍ୟକ୍ଷମ କରିବା ବିଷୟ ଏଜେଣ୍ଡାରେ ରହିଛି। ଉପଦ୍ରୁତ ଜିଲ୍ଲାଗୁଡ଼ିକ ମଧ୍ୟରେ ଗୁଇନ୍ଦା ସୂଚନା ଆଦାନପ୍ରଦାନ ଓ ସମନ୍ୱୟ ରକ୍ଷା ଉପରେ ମଧ୍ୟ ଆଲୋଚନା ହୋଇପାରେ। ମାଲକାନଗିରି ଜିଲ୍ଲାରେ ନିର୍ମାଣାଧୀନ ଗୁରୁପ୍ରିୟା ସେତୁର ଅଗ୍ରଗତି, ମାଓ ହିଂସାରେ ପ୍ରଭାବିତ ଲୋକଙ୍କୁ କ୍ଷତିପୂରଣ ପ୍ରଦାନ ସମ୍ପର୍କରେ ରାଜ୍ୟ ସରକାର ତଥ୍ୟ ଉପସ୍ଥାପନ କରିପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story