ଓସ୍କାର ଚିଟ୍‌ଫଣ୍ଡ୍‌: ଗଣମାଧ୍ୟମ ଉପରେ ବର୍ଷିଲେ ଅନୁଭବ ମହାନ୍ତି

ଭୁବନେଶ୍ୱର:  ଚିଟ୍‌ଫଣ୍ଡ୍‌ ସହ ଓଲିଉଡ୍‌ ଲିଙ୍କ୍‌ ନେଇ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଆଜି ଗଣମାଧ୍ୟମ ଉପରେ ବର୍ଷିଛନ୍ତି। ସେ କହିଛନ୍ତି,“ଆପଣମାନେ ଅଯଥାରେ ଏହି ଘଟଣାକୁ ଟାଣୁଛନ୍ତି। ଏଥିରେ କୌଣସି ସତ୍ୟତା ନାହିଁ। କିଏ କୋଉଠୁ ଟଙ୍କା ଆଣୁଛି କେହି ଜାଣି ପାରନ୍ତି ନାହିଁ। କ୍ରାଇମବ୍ରାଞ୍ଚ ସମସ୍ତଙ୍କୁ  ଜେରା  କରିପାରିବ।” ବିଧାୟକ ତଥା ଅଭିନେତା ଆକାଶ ଦାସନାୟକ କହିଛନ୍ତି,“ଓସ୍କାର ଚିଟ୍‌ଫଣ୍ଡ୍‌ ସଂସ୍ଥା ସହ ମୋର ସଂପୃକ୍ତି ନାହିଁ। ଚିଟ୍‌ଫଣ୍ଡ୍‌ ଟଙ୍କାରେ ନିର୍ମିତ ଫିଲ୍ମରେ ମୁଁ କାମ […]

oscar

oscar

Rakesh Mallick
  • Published: Sunday, 19 June 2016
  • Updated: 19 June 2016, 09:08 PM IST

Sports

Latest News

ଭୁବନେଶ୍ୱର:  ଚିଟ୍‌ଫଣ୍ଡ୍‌ ସହ ଓଲିଉଡ୍‌ ଲିଙ୍କ୍‌ ନେଇ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଆଜି ଗଣମାଧ୍ୟମ ଉପରେ ବର୍ଷିଛନ୍ତି। ସେ କହିଛନ୍ତି,“ଆପଣମାନେ ଅଯଥାରେ ଏହି ଘଟଣାକୁ ଟାଣୁଛନ୍ତି। ଏଥିରେ କୌଣସି ସତ୍ୟତା ନାହିଁ। କିଏ କୋଉଠୁ ଟଙ୍କା ଆଣୁଛି କେହି ଜାଣି ପାରନ୍ତି ନାହିଁ। କ୍ରାଇମବ୍ରାଞ୍ଚ ସମସ୍ତଙ୍କୁ  ଜେରା  କରିପାରିବ।”

ବିଧାୟକ ତଥା ଅଭିନେତା ଆକାଶ ଦାସନାୟକ କହିଛନ୍ତି,“ଓସ୍କାର ଚିଟ୍‌ଫଣ୍ଡ୍‌ ସଂସ୍ଥା ସହ ମୋର ସଂପୃକ୍ତି ନାହିଁ। ଚିଟ୍‌ଫଣ୍ଡ୍‌ ଟଙ୍କାରେ ନିର୍ମିତ ଫିଲ୍ମରେ ମୁଁ କାମ କରିନାହିଁ ଏବଂ  କୌଣସି ପ୍ରମୋସନରରେ ମଧ୍ୟ ଭାଗ ନେଇ ନାହିଁ।  ପ୍ରକୃତ ଦୋଷୀ ଦଣ୍ଡ ପାଉ। ଗରିବ ଲୋକଙ୍କୁ ନ୍ୟାୟ ମିଳୁ।”

ସେ କହିଛନ୍ତି,“ଉପଯୁକ୍ତ ତଦନ୍ତ ହୋଇ ପ୍ରକୃତ ଦୋଷୀକୁ ଦଣ୍ଡ ଦିଆଯାଉ । କାହା ଉପରେ ମିଛ ଅଭିଯୋଗ କରିଦେଲେ ହେବ ନାହିଁ। ଆମକୁ ପ୍ରକୃତ ଦୋଷୀ ପାଖକୁ ଯିବାକୁ ପଡ଼ିବ। ବିଗତ ଦିନରେ ମୁଁ ଯେଉଁ ଫିଲ୍ମ କରିଛି ସେଥିରେ କେଉଁ ଟଙ୍କା ଲାଗିଛି କହିପାରିବି ନାହିଁ। ଓସ୍କାରର କୌଣସି ଫିଲ୍ମରେ ମୁଁ କାମ କରି ନାହିଁ। ବିଜେପିର କେନ୍ଦ୍ରମନ୍ତ୍ରୀ ମାନ୍ୟବର ବାବୁଲ ସୁପ୍ରିୟ ରଙ୍ଗିଲା ‘ରଙ୍ଗିଲା ଟୋକା’ରେ ଗୀତ ଗାଇଛନ୍ତି। ଆମେ କ’ଣ ତାଙ୍କୁ ଦୋଷୀ ମାନିବା କି? ”

ଓସ୍କାର ଚିଟ୍‌ଫଣ୍ଡରେ କଳାକାରମାନଙ୍କ ସମ୍ପୃକ୍ତି ଅଭିଯୋଗକୁ ନେଇ ସମବାୟ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି, “ସାମାନ୍ୟ ତମ ପ୍ରମାଣ ମିଳିଲେ ଆମେ ସେମାନଙ୍କୁ ଦଳରୁ ବାହାର କରିଦେବୁ। ଗଣତନ୍ତ୍ରରେ ସେମାନେ ଲୋକଙ୍କ ସହ ସେମାନେ ଅଛନ୍ତି, କେମିତି ସେମାନଙ୍କ ଚରିତ୍ର ପ୍ରକଟ୍‌ କରିବେ ସେ ନେଇ କେହି ତାଙ୍କୁ ବାହାରୁ ଆଦେଶ ଦେଇ ପାରିବେ ନାହିଁ।”

ବିଜେଡି ସାଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ କହିଛନ୍ତି, “ଅଭିଯୋଗ ବହୁ ଲୋକଙ୍କ ବିରୋଧରେ ଆସୁଛି। ସେମାନେ ରାଜନୀତିରେ ଥିବାରୁ ଅଧିକ ଆଲୋଚନା ହେଉଛି। ଯେତେଦିନ ପର୍ଯ୍ୟନ୍ତ ଅଭିଯୋଗ ପ୍ରମାଣିତ ହୋଇନାହିଁ, ସମ୍ପର୍କରେ ମନ୍ତବ୍ୟ ଦେବା ଠିକ୍‌ ନୁହେଁ।”

ସାଂସଦ ନଗେନ୍ଦ୍ର ପ୍ରଧାନ କହିଛନ୍ତି, “ରାଜ୍ୟ ପାଇଁ, ଲୋକଙ୍କ ପାଇଁ କି ଦଳ ପାଇଁ କିଛି ଖରାପ ହେବ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଦାସ୍ତ କରିବେ ନାହିଁ। ସେ ଯେଉଁ ନେତା, ଅଭିନେତା ହୋଇଥାନ୍ତୁ, ଭୁଲ ହେଲେ ଦଣ୍ଡ ପାଇବେ।”

ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, “ଛାଇକୁ ଦେଖି କିଛି କହି ହେବ ନାହିଁ। ମୁଁ ଯଦି ଏମିତି ହୋଇଥାଇ ପାରେ ବୋଲି ଭାବି ବି ଏହା କେବେ ଠିକ୍‌ ନୁହେଁ। ଆମେ ଜନତାଙ୍କ ସହ ଅଛୁ, ଚର୍ଚ୍ଚା ହେବ। ଯଦି ଚର୍ଚ୍ଚାର କିଛି ଭିତ୍ତି ନ ଥିବ, ତେବେ ତାହା ମିଳେଇ ଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story