୮ ଦଫା ଦାବିରେ ପଞ୍ଚୟତିରାଜ ମନ୍ତ୍ରୀଙ୍କ ବାସଭବନ ଘେରିଲା ରାଜ୍ୟ ସରପଞ୍ଚ ମହାସଂଘ

ଭୁବନେଶ୍ୱର: ୮ ଦଫା ଦାବିରେ ବୁଧବାର ରାଜ୍ୟ ସରପଞ୍ଚ ମହାସଂଘ ପଞ୍ଚାୟତିରାଜ ମନ୍ତ୍ରୀ ଅରୁଣ ସାହୁଙ୍କ ସରକାରୀ ବାସଭବନ ଘେରାଉ କରିଥିଲା। ଏହି ଦାବିଗୁଡ଼ିକ ମଧ୍ୟରେ ରହିଛି ସରପଞ୍ଚମାନଙ୍କ ବିରୋଧରେ ୱାର୍ଡମେମ୍ବରମାନଙ୍କୁ ଅନାସ୍ଥା ଉଚ୍ଛେଦ, ମାସିକ ଭତ୍ତା ୧୫ ଶହ ଟଙ୍କାରୁ ୫ ହଜାର ଟଙ୍କାକୁ ବୃଦ୍ଧି, ଅବସରକାଳୀନ ଭତ୍ତା ପ୍ରଦାନ। ଏହି ଆନ୍ଦୋଳନକୁ ୩୧୪ ବ୍ଲକ୍‌ର ୬ ହଜାର ୨୩୬ଟି ପଞ୍ଚାୟତରୁ ସରପଞ୍ଚ ସମର୍ଥନ କରିଛନ୍ତି। ପୂର୍ବରୁ ଏନେଇ ସରପଞ୍ଚ ସଂଘ ଦାବିପତ୍ର ଦେଇଥିଲେ ମଧ୍ୟ […]

panchayat

panchayat

Rakesh Mallick
  • Published: Wednesday, 10 February 2016
  • Updated: 10 February 2016, 07:58 AM IST

ଭୁବନେଶ୍ୱର: ୮ ଦଫା ଦାବିରେ ବୁଧବାର ରାଜ୍ୟ ସରପଞ୍ଚ ମହାସଂଘ ପଞ୍ଚାୟତିରାଜ ମନ୍ତ୍ରୀ ଅରୁଣ ସାହୁଙ୍କ ସରକାରୀ ବାସଭବନ ଘେରାଉ କରିଥିଲା। ଏହି ଦାବିଗୁଡ଼ିକ ମଧ୍ୟରେ ରହିଛି ସରପଞ୍ଚମାନଙ୍କ ବିରୋଧରେ ୱାର୍ଡମେମ୍ବରମାନଙ୍କୁ ଅନାସ୍ଥା ଉଚ୍ଛେଦ, ମାସିକ ଭତ୍ତା ୧୫ ଶହ ଟଙ୍କାରୁ ୫ ହଜାର ଟଙ୍କାକୁ ବୃଦ୍ଧି, ଅବସରକାଳୀନ ଭତ୍ତା ପ୍ରଦାନ। ଏହି ଆନ୍ଦୋଳନକୁ ୩୧୪ ବ୍ଲକ୍‌ର ୬ ହଜାର ୨୩୬ଟି ପଞ୍ଚାୟତରୁ ସରପଞ୍ଚ ସମର୍ଥନ କରିଛନ୍ତି। ପୂର୍ବରୁ ଏନେଇ ସରପଞ୍ଚ ସଂଘ ଦାବିପତ୍ର ଦେଇଥିଲେ ମଧ୍ୟ ଏହା ଉପରେ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ସରପଞ୍ଚମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story