ପାରଳା ଆତ୍ମହତ୍ୟା ମାମଲା: ଦୁଇ ଜଣଙ୍କୁ ଜେରା କଲା କ୍ରାଇମବ୍ରାଞ୍ଚ

କଟକ: ପାରଳା ପ୍ୟାଲେସ୍‌ ଆତ୍ମହତ୍ୟା ମାମଲାରେ ଆଜିଠାରୁ କ୍ରାଇମବ୍ରାଞ୍ଚର ଜେରା ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ପାରଳାଖେମୁଣ୍ଡି ପୌରପାଳିକାର କାଉନସିଲର୍‌ ବିଭୂତି ନାୟକ ଓ କଂଗ୍ରେସ ନେତା ସୁଧୀରଞ୍ଜନ ମହାପାତ୍ର କଟକ ସ୍ଥିତ କ୍ରାଇମବ୍ରାଞ୍ଚର ମୁଖ୍ୟ କାର୍ଯ୍ୟାଳୟରେ ହାଜର ହୋଇଥିଲେ। ଉଭୟଙ୍କୁ ୪ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରାଯାଇଥିଲା। କେଉଁ କେଉଁ ପ୍ରସଙ୍ଗରେ ସେମାନଙ୍କୁ ଜେରା କରାଯାଇଛି ସେ ନେଇ କୌଣସି ସୂଚନା ନାହିଁ। ତେବେ ଉଭୟଙ୍କୁ ଆତ୍ମହତ୍ୟା ଓ ପ୍ୟାଲେସ୍‌ରେ ମହାରାଜାଙ୍କୁ ନଜରବନ୍ଦୀ ରଖାଯିବା […]

parala

parala

Rakesh Mallick
  • Published: Monday, 03 October 2016
  • Updated: 04 October 2016, 10:45 AM IST

Sports

Latest News

paralaକଟକ: ପାରଳା ପ୍ୟାଲେସ୍‌ ଆତ୍ମହତ୍ୟା ମାମଲାରେ ଆଜିଠାରୁ କ୍ରାଇମବ୍ରାଞ୍ଚର ଜେରା ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ପାରଳାଖେମୁଣ୍ଡି ପୌରପାଳିକାର କାଉନସିଲର୍‌ ବିଭୂତି ନାୟକ ଓ କଂଗ୍ରେସ ନେତା ସୁଧୀରଞ୍ଜନ ମହାପାତ୍ର କଟକ ସ୍ଥିତ କ୍ରାଇମବ୍ରାଞ୍ଚର ମୁଖ୍ୟ କାର୍ଯ୍ୟାଳୟରେ ହାଜର ହୋଇଥିଲେ। ଉଭୟଙ୍କୁ ୪ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରାଯାଇଥିଲା। କେଉଁ କେଉଁ ପ୍ରସଙ୍ଗରେ ସେମାନଙ୍କୁ ଜେରା କରାଯାଇଛି ସେ ନେଇ କୌଣସି ସୂଚନା ନାହିଁ। ତେବେ ଉଭୟଙ୍କୁ ଆତ୍ମହତ୍ୟା ଓ ପ୍ୟାଲେସ୍‌ରେ ମହାରାଜାଙ୍କୁ ନଜରବନ୍ଦୀ ରଖାଯିବା ନେଇ ହୋଇଥିବା ଅଭିଯୋଗ ଉପରେ ଜେରା କରାଯାଇଥିବା ସୂଚନା ମିଳିଛି।

ଆସନ୍ତା ବୁଧବାର ଏହି ମାମଲାରେ ପାରଳାଖେମୁଣ୍ଡି ବିଧାୟକ କେ. ସୂରିୟା ରାଓଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିବାର ସମ୍ଭାବନା ରହିଛି।

ପୂର୍ବରୁ କେ.ସୂରିୟା ରାଓଙ୍କ ସହ ୯ ଜଣଙ୍କୁ ଜେରା କରିବାକୁ ନୋଟିସ୍ ଜାରି କରାଯାଇଥିବା ନେଇ କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଏତଲା ଓ ସୁଇସାଇଡ୍‌ ନୋଟ୍‌ରେ ସୂରିୟାଙ୍କ ସମେତ କିଛି ବ୍ୟକ୍ତି ଏବଂ ସଂସ୍ଥାର ନାଁ ରହିଛି। ୪ ଜଣଙ୍କ ଆତ୍ମହତ୍ୟା ପଛରେ ଏମାନଙ୍କ ଭୂମିକା କ’ଣ ସେ ନେଇ କ୍ରାଇମବ୍ରାଞ୍ଚ ଜେରା କରିବ।

ଗତ ଅଗଷ୍ଟ ୨୧ ତାରିଖରେ ପାରଳା ପ୍ୟାଲେସ୍‌ ମ୍ୟାନେଜର ଅନଙ୍ଗ ମଞ୍ଜରୀଙ୍କ ସହ ୪ ଜଣ ଆତ୍ମହତ୍ୟା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story