ପ୍ରାର୍ଥୀଙ୍କ ଅଜାଣତରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପ୍ରସଙ୍ଗ: ରିପୋର୍ଟ ମାଗିଲେ ରାଜ୍ୟ ନିର୍ବାଚନ କମିଶନ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପେଣ୍ଠପାଳ ପଞ୍ଚାୟତରେ ସମିତି ସଭ୍ୟ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାହାର ପ୍ରସଙ୍ଗରେ ଜିଲ୍ଲାପାଳଙ୍କୁ ରାଜ୍ୟ ନିର୍ବାଚନ କମିଶନ ରିପୋର୍ଟ ମାଗିଛନ୍ତି । ଏନେଇ ଜିଲ୍ଲାପାଳ ଓ ପର୍ଯ୍ୟବେକ୍ଷଙ୍କୁ ରିପୋର୍ଟ ମଗାଯାଇଛି।  ରିପୋର୍ଟ ମିଳିଲା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କମିଶନଙ୍କ ସଚିବ ରବୀନ୍ଦ୍ର ସାହୁ କହିଛନ୍ତି। ଏହି ଘଟଣାରେ ଦୁଇ ସମିତି ସଭ୍ୟ ପ୍ରାର୍ଥିନୀ ପ୍ରମିଳା ମଲ୍ଲିକ ଓ ଗାୟତ୍ରୀ ସେଠୀ କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇ ଓ ପଟ୍ଟାମୁଣ୍ଠାଇ ବିଡ଼ିଓଙ୍କ ନାଁରେ […]

pp-1-2

pp-1-2

Rakesh Mallick
  • Published: Monday, 23 January 2017
  • Updated: 01 February 2017, 04:26 PM IST

Sports

Latest News

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପେଣ୍ଠପାଳ ପଞ୍ଚାୟତରେ ସମିତି ସଭ୍ୟ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାହାର ପ୍ରସଙ୍ଗରେ ଜିଲ୍ଲାପାଳଙ୍କୁ ରାଜ୍ୟ ନିର୍ବାଚନ କମିଶନ ରିପୋର୍ଟ ମାଗିଛନ୍ତି । ଏନେଇ ଜିଲ୍ଲାପାଳ ଓ ପର୍ଯ୍ୟବେକ୍ଷଙ୍କୁ ରିପୋର୍ଟ ମଗାଯାଇଛି।  ରିପୋର୍ଟ ମିଳିଲା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କମିଶନଙ୍କ ସଚିବ ରବୀନ୍ଦ୍ର ସାହୁ କହିଛନ୍ତି।

ଏହି ଘଟଣାରେ ଦୁଇ ସମିତି ସଭ୍ୟ ପ୍ରାର୍ଥିନୀ ପ୍ରମିଳା ମଲ୍ଲିକ ଓ ଗାୟତ୍ରୀ ସେଠୀ କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇ ଓ ପଟ୍ଟାମୁଣ୍ଠାଇ ବିଡ଼ିଓଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବିଧାୟକ ଚଞ୍ଚକତା କରି ବିଡ଼ିଓଙ୍କ ସହାୟତାରେ ସେମାନଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେଇଥିବା ଦୁଇ ଜଣ ଅଭିଯୋଗରେ ଦର୍ଶାଇଛନ୍ତି।

ପେଣ୍ଠପାଳ ପଞ୍ଚାୟତରୁ ସମିତି ସଭ୍ୟ ପଦବୀ ପାଇଁ ବିଧାୟକ କିଶୋର ତରାଇଙ୍କ ପତ୍ନୀ ବବିତା ତରାଇଙ୍କ ସହ ଗାୟତ୍ରୀ ସେଠୀ, ପ୍ରମିଳା ମଲ୍ଲିକ ଓ ନିରୁପମା ମଲ୍ଲିକ ନାମାଙ୍କନ ଦାଖଲ କରିଥିଲେ। ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ଦିନରେ ପେଣ୍ଠପାଳ ପଞ୍ଚାୟତରୁ ବବିତା ତରାଇ ନିଦ୍ୱର୍ନ୍ଦରେ  ନିର୍ବାଚିତ ବୋଲି ବିଡ଼ିଓ ଘୋଷଣା କରିଥିଲେ। ୩ଜଣ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେଇଥିବା ବିଡ଼ିଓ ଦର୍ଶାଇଥିଲେ। ଏହାକୁ ନେଇ ଉତ୍ତେଜନା ଦେଖାଯାଇଥିଲା।

କଂଗ୍ରେସ ମୁଖପାତ୍ର ଗଣେଶ୍ୱର ବେହେରା କହିଛନ୍ତି,“ ପେଣ୍ଠପାଳ ପଞ୍ଚାୟତରେ ସମିତି ସଭ୍ୟ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାହାର ବେଆଇନ ଭାବେ କରାଯାଇଛି। ଏହା ନିର୍ବାଚନ ଆଇନର ବିରଦ୍ଧାଧାଚରଣ କରୁଛି। ମୁଁ ଏହାକୁ ତୀବ୍ର ନିନ୍ଦା କରୁଛି।”

ପିସିସି କୋଷାଧ୍ୟକ୍ଷ  ମହମ୍ମଦ ମୁକ୍କିମ୍‌ କହିସଛନ୍ତି,’“ ଏହି ଘଟଣା  କେନ୍ଦ୍ରାପଡ଼ାରେ ଘଟିନାହିଁ। ନୂଆପଡ଼ାରେ  ମଧ୍ୟ ଏପରି ଘଟଣା ଘଟିଛି। ସରକାର ସରକାରୀ କଳକୁ ବ୍ୟବହାର କରୁଛି। ”

ଅନ୍ୟପକ୍ଷରେ ବିଜେଡି ଏହାର  ଜବାବ ଦେଇଛି।

ବିଜେଡି ମୁଖ୍ୟପାତ୍ର ପ୍ରତାପ ଦେବ କହିଛନ୍ତି,“ନିର୍ବାଚନ କମିଶନ  ପାଖରେ ସେ ତାଙ୍କ ଅଭିଯୋଗ କରିପାରିବେ। ଯଦି ତାଙ୍କ ପାଖରେ ଠୋସ୍‌ ପ୍ରମାଣ ଥିବ ନିଶ୍ଚିନ୍ତ ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story