ସାବଧାନ! ବାଦାମ ଖାଉଥିଲେ ଦେଖା ଦେଇପାରେ ଏଭଳି ସମସ୍ୟା

ବାଦାମ ଖାଇବା ସ୍ୱାସ୍ଥ୍ୟ ଲାଗି ଅତ୍ୟନ୍ତ ଭଲ। ଏଥିରେ କାର୍ବୋହାଇଡ୍ରେଟ୍‌, ପ୍ରୋଟିନ୍‌, ଫ୍ୟାଟ୍‌, ଓ ମ୍ୟାଗ୍ନେସିୟମ୍‌   ଭଳି ପୋଷକ ତତ୍ତ୍ୱ ପ୍ରଚୁର ପରିମାଣରେ ରହିଛି। କିନ୍ତୁ ଆପଣ ଜାଣନ୍ତି କି, ଅଧିକ ମାତ୍ରାରେ ବାଦାମ ଖାଇବା ସ୍ୱାସ୍ଥ୍ୟ ପ୍ରତି ନକାରାତ୍ମକ ପ୍ରଭାବ ପକାଇଥାଏ। ତେବେ ଆସନ୍ତୁ ଜାଣିବା ଅଧିକ  ପରିମାଣରେ ବାଦାମ ଖାଇବା ଦ୍ୱାରା ଶରୀରକୁ କ’ଣ ସବୁ କ୍ଷତି ପହଞ୍ଚିଥାଏ। ବାଦାରେ ଫାଇବର ଅଧିକ ମାତ୍ରାରେ ରହିଛି। ଅଧିକ ପରିମାଣରେ ବାଦାମ ଖାଇବା ଦ୍ୱାରା ଖାଦ୍ୟ […]

scientists-find-peanut-eating-prevents-allergy-urge-rethink-1424740252-3332 copy

Rakesh Mallick
  • Published: Thursday, 18 January 2018
  • Updated: 18 January 2018, 12:36 PM IST

Sports

Latest News

ବାଦାମ ଖାଇବା ସ୍ୱାସ୍ଥ୍ୟ ଲାଗି ଅତ୍ୟନ୍ତ ଭଲ। ଏଥିରେ କାର୍ବୋହାଇଡ୍ରେଟ୍‌, ପ୍ରୋଟିନ୍‌, ଫ୍ୟାଟ୍‌, ଓ ମ୍ୟାଗ୍ନେସିୟମ୍‌   ଭଳି ପୋଷକ ତତ୍ତ୍ୱ ପ୍ରଚୁର ପରିମାଣରେ ରହିଛି। କିନ୍ତୁ ଆପଣ ଜାଣନ୍ତି କି, ଅଧିକ ମାତ୍ରାରେ ବାଦାମ ଖାଇବା ସ୍ୱାସ୍ଥ୍ୟ ପ୍ରତି ନକାରାତ୍ମକ ପ୍ରଭାବ ପକାଇଥାଏ। ତେବେ ଆସନ୍ତୁ ଜାଣିବା ଅଧିକ  ପରିମାଣରେ ବାଦାମ ଖାଇବା ଦ୍ୱାରା ଶରୀରକୁ କ’ଣ ସବୁ କ୍ଷତି ପହଞ୍ଚିଥାଏ।

  • ବାଦାରେ ଫାଇବର ଅଧିକ ମାତ୍ରାରେ ରହିଛି। ଅଧିକ ପରିମାଣରେ ବାଦାମ ଖାଇବା ଦ୍ୱାରା ଖାଦ୍ୟ ହଜମ କରିବାରେ ସମସ୍ୟା ସୃଷ୍ଟି କରିଥାଏ।
  • ଅଧିକ ପରିମାଣରେ ବାଦାମ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଓ ପେଟ କାଟିବା, ଡାଇରିଆ, ଆଖିକୁ ସ୍ପଷ୍ଟ ଦେଖାନଯିବା ଓ ମୁଣ୍ଡ ବୁଲାଇବା ପରି ସମସ୍ୟା ଦେଖାଯାଇଥାଏ। ଏପରି ସମସ୍ୟାରୁ ବଞ୍ଚିବା ପାଇଁ ସୀମିତ ପରିମାଣରେ ବାଦାମ ଖାଇବା ଉଚିତ୍‌।
  • ବାଦାମରେ କ୍ୟାଲୋରୀ ଓ ଫ୍ୟାଟ୍‌ର ପରିମାଣ ଅଧିକ ଥିବାରୁ ଏହା ଓଜନ ବଢାଇଥାଏ। ଓଜନ କମାଇବାକୁ ଚାହୁଁଥିଲେ ବାଦାମ ଅଧିକ ପରିମାଣରେ ଖାଆନ୍ତୁ ନାହିଁ।
  • ବାଦାମରେ ହାଇଡ୍ରୋକାୟାନିକ୍‌ ଏସିଡ୍‌ର ମାତ୍ରା ଅଧିକ ରହିଛି। ଏହାକୁ ଅଧିକ ପରିମାଣରେ ଖାଇବା ଦ୍ୱାରା ଶରୀରରେ ଥିବା ବିଷାକ୍ତ(ଟକ୍‌ସିକ) ଲେବଲକୁ ବଢାଏ ଏବଂ ନର୍ଭ୍‌ ସିଷ୍ଟମ୍‌କୁ ଧୀମା କରିବା ସହ ଶ୍ୱାସ ସମ୍ବନ୍ଧୀୟ  ରୋଗକୁ ବଢାଏ। ଯାହା ଶରୀରଲାଗି କ୍ଷତିକାରକ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story