ପେଣ୍ଠପାଳରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପ୍ରସଙ୍ଗ: ବିଡ଼ିଓଙ୍କ ବଦଳି ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା  ଜିଲ୍ଲା ପେଣ୍ଠପାଳ ପଞ୍ଚାୟତରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପ୍ରସଙ୍ଗରେ ରାଜ୍ୟ ନିର୍ବାଚନ କମିଶନ ରବି ନାରାୟଣ ସେନାପତି ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ପଟ୍ଟାମୁଣ୍ଡାଇ ବିଡ଼ିଓ ପ୍ରଶାନ୍ତ ରାଉତଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦେବା ଲାଗି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଡ଼ିଓଙ୍କୁ ବଦଳି କରିବାକୁ ପଞ୍ଚାୟତିରାଜ ବିଭାଗକୁ କମିଶନ ପକ୍ଷରୁ ଚିଠି ଲେଖାଯାଇଛି। ବିଡ଼ିଓଙ୍କ ସ୍ଥାନରେ ନିର୍ବାଚନ ପରିଚାଳନା ପାଇଁ ଉପଜିଲ୍ଲାପଳ କାହ୍ନୁଚରଣ ଧରିଙ୍କୁ ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା। […]

pp-1-2-1

pp-1-2-1

Rakesh Mallick
  • Published: Wednesday, 25 January 2017
  • Updated: 01 February 2017, 04:24 PM IST

Sports

Latest News

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା  ଜିଲ୍ଲା ପେଣ୍ଠପାଳ ପଞ୍ଚାୟତରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପ୍ରସଙ୍ଗରେ ରାଜ୍ୟ ନିର୍ବାଚନ କମିଶନ ରବି ନାରାୟଣ ସେନାପତି ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ପଟ୍ଟାମୁଣ୍ଡାଇ ବିଡ଼ିଓ ପ୍ରଶାନ୍ତ ରାଉତଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦେବା ଲାଗି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଡ଼ିଓଙ୍କୁ ବଦଳି କରିବାକୁ ପଞ୍ଚାୟତିରାଜ ବିଭାଗକୁ କମିଶନ ପକ୍ଷରୁ ଚିଠି ଲେଖାଯାଇଛି। ବିଡ଼ିଓଙ୍କ ସ୍ଥାନରେ ନିର୍ବାଚନ ପରିଚାଳନା ପାଇଁ ଉପଜିଲ୍ଲାପଳ କାହ୍ନୁଚରଣ ଧରିଙ୍କୁ ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା। ତେବେ ଏହାକୁ ପରିବର୍ତ୍ତନ କରାଯାଇଥିବା କମିଶନଙ୍କ ସଚିବ କହିଛନ୍ତି।

ପଞ୍ଚାୟତରେ ଯଥାରୀତି ନିର୍ବାଚନ ହେବ। ଏପରି ସ୍ଥଳେ ନିର୍ବାଚନ ବନ୍ଦ ନେଇ ବିଧି ବ୍ୟବସ୍ଥା ନାହିଁ ବୋଲି ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ ସୂଚନା ଦେଇଛନ୍ତି। ସେ କହିଛନ୍ତି,“ଅଭିଯୋଗକାରୀ ଚାହିଁଲେ କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବ।”

ନିଜ ପତ୍ନୀଙ୍କୁ ଜିତାଇବା ପାଇଁ କେନ୍ଦ୍ରପଡ଼ା ବିଧାୟକ କିଶୋର ତରାଇ  ଚଞ୍ଚକତା କରି ପଟ୍ଟାମୁଣ୍ଡାଇ ବିଡ଼ିଓଙ୍କ ସହାୟତାରେ ପେଣ୍ଠପାଳ ପଞ୍ଚାୟତର ୨ ସମିତି ସଭ୍ୟ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାହାର କରି ନେଇଥିବା ନେଇ ଅଭିଯୋଗ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story