ମହାନଦୀ ପ୍ରସଙ୍ଗ: ପିଏମ୍‌ଓକୁ ଗଲା କଂଗ୍ରେସ ବିଧାୟକଙ୍କ ଦାବିପତ୍ର

ଭୁବନେଶ୍ୱର: ଓଡ଼ିଶା-ଛତିଶଗଡ଼ ମହାନଦୀ ବିବାଦ ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ଭେଟି ରାଜ୍ୟ କଂଗ୍ରେସର ବିଧାୟକ ଦଳ ଦେଇଥିବା ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ରେ ପହଞ୍ଚିଛି ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର ଆଜି କହିଛନ୍ତି। ସେ କହିଛନ୍ତି,“ରାଜ୍ୟ କଂଗ୍ରେସ ପାଖକୁ ଏ ନେଇ ଏକ ଚିଠି ଆସିଛି। ଚିଠିରେ ପିଏମଓ ସମେତ ଜଳ ସମ୍ପଦ ମନ୍ତ୍ରାଳୟ ଓ ଗୃହ ମନ୍ତ୍ରାଳୟକୁ ମଧ୍ୟ ସ୍ମାରକପତ୍ର ପଠାଯାଇଥିବା ଉଲ୍ଲେଖ ରହିଛି।”  ଛତିଶଗଡ଼ ସରକାର ମହାନଦୀ ଉପମୁଣ୍ଡରେ ନିର୍ମାଣ କରୁଥିବା ବିଭିନ୍ନ […]

narashinha

narashinha

Rakesh Mallick
  • Published: Saturday, 29 October 2016
  • Updated: 30 October 2016, 07:14 AM IST

Sports

Latest News

ଭୁବନେଶ୍ୱର: ଓଡ଼ିଶା-ଛତିଶଗଡ଼ ମହାନଦୀ ବିବାଦ ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ଭେଟି ରାଜ୍ୟ କଂଗ୍ରେସର ବିଧାୟକ ଦଳ ଦେଇଥିବା ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ରେ ପହଞ୍ଚିଛି ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର ଆଜି କହିଛନ୍ତି।

ସେ କହିଛନ୍ତି,“ରାଜ୍ୟ କଂଗ୍ରେସ ପାଖକୁ ଏ ନେଇ ଏକ ଚିଠି ଆସିଛି। ଚିଠିରେ ପିଏମଓ ସମେତ ଜଳ ସମ୍ପଦ ମନ୍ତ୍ରାଳୟ ଓ ଗୃହ ମନ୍ତ୍ରାଳୟକୁ ମଧ୍ୟ ସ୍ମାରକପତ୍ର ପଠାଯାଇଥିବା ଉଲ୍ଲେଖ ରହିଛି।”

 ଛତିଶଗଡ଼ ସରକାର ମହାନଦୀ ଉପମୁଣ୍ଡରେ ନିର୍ମାଣ କରୁଥିବା ବିଭିନ୍ନ ପ୍ରକଳ୍ପ ଉପରେ ରୋକ୍‌  ଲଗାଯିବା ସହ ଓଡ଼ିଶାର ସ୍ୱାର୍ଥରକ୍ଷା ଲାଗି ଗୁରୁତ୍ୱ ଦେବାକୁ ଦାବି କରି ରାଜ୍ୟ କଂଗ୍ରେସର ବିଧାୟକମାନେ ରାଷ୍ଟ୍ରପତିଙ୍କୁ ଭେଟି ଏକ ସ୍ମାରକପତ୍ର ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story