ପିଏଲ୍‌ଏଫ୍‌ଆଇକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ଅଭିଯୋଗରେ ବନ୍ଧା ହେଲେ ପୂର୍ବତନ ସେନା ଅଧିକାରୀ

ରାଉରକେଲା (ଓଡ଼ିଶା ରିପୋର୍ଟର): ପିଲୁଲ୍ସ ଲିବରେସନ୍‌ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଲ୍‌ଏଫ୍‌ଆଇ) ସଦସ୍ୟଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି ପୂର୍ବତନ ସେନା ଅଧିକାରୀ ଯୋଗେନ୍ଦ୍ର ପାତ୍ର। ଆଜି ସକାଳେ ପୋଲିସ୍‌ ଯୋଗେନ୍ଦ୍ରଙ୍କୁ ବଡ଼ବିଲ ଅଞ୍ଚଳରୁ ଗିରଫ କରିଛି। ଏହାଛଡ଼ା ସଂନ୍ଦୀପ ଏକ୍କା, ସୁରଜ ସାହୁ, କାଳୁ ଠାକୁର, ବୁଟୁରୁ ଖଣ୍ଡାଇ ଓ ରବି ଜାକ୍‌ସୁଲ୍‌ଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ସୁନ୍ଦରଗଡ଼ ଜିଲ୍ଲାର କୁକୁଡ଼ାବାହାଲ ଜଙ୍ଗଲୁ ପିଏଲ୍‌ଏଫ୍‌ଆଇ ସଦସ୍ୟଙ୍କର ଏକ କ୍ୟାମ୍ପ ଚାଲିଥିଲା। […]

plfi

plfi

Rakesh Mallick
  • Published: Monday, 02 October 2017
  • Updated: 02 October 2017, 11:46 AM IST

Sports

Latest News

ରାଉରକେଲା (ଓଡ଼ିଶା ରିପୋର୍ଟର): ପିଲୁଲ୍ସ ଲିବରେସନ୍‌ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଲ୍‌ଏଫ୍‌ଆଇ) ସଦସ୍ୟଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି ପୂର୍ବତନ ସେନା ଅଧିକାରୀ ଯୋଗେନ୍ଦ୍ର ପାତ୍ର। ଆଜି ସକାଳେ ପୋଲିସ୍‌ ଯୋଗେନ୍ଦ୍ରଙ୍କୁ ବଡ଼ବିଲ ଅଞ୍ଚଳରୁ ଗିରଫ କରିଛି। ଏହାଛଡ଼ା ସଂନ୍ଦୀପ ଏକ୍କା, ସୁରଜ ସାହୁ, କାଳୁ ଠାକୁର, ବୁଟୁରୁ ଖଣ୍ଡାଇ ଓ ରବି ଜାକ୍‌ସୁଲ୍‌ଙ୍କୁ ମଧ୍ୟ ପୋଲିସ ଗିରଫ କରିଛି।

ସୁନ୍ଦରଗଡ଼ ଜିଲ୍ଲାର କୁକୁଡ଼ାବାହାଲ ଜଙ୍ଗଲୁ ପିଏଲ୍‌ଏଫ୍‌ଆଇ ସଦସ୍ୟଙ୍କର ଏକ କ୍ୟାମ୍ପ ଚାଲିଥିଲା। ଗତକାଲି ଏ ସମ୍ପର୍କରେ ଝାଡ଼ଖଣ୍ଡ ସିଆର୍‌ପିଏଫ୍‌ ଯବାନମାନେ ଜାଣିପାରି କୁଆଁରମୁଣ୍ଡ ପୋଲିସ ସହାୟତାରେ ଉକ୍ତ ଜଙ୍ଗଲରେ ଚଢ଼ାଉ କରି ୭ଜଣ ପିଏଲ୍‌ଏଫ୍‌ଆଇ ସଦସ୍ୟଙ୍କୁ ଗିରଫ କରିଥିଲା। ସେମାନଙ୍କ ପାଖରୁ ଗୋଟିଏ କାର୍ବାଇନ, ଗୋଟିଏ ୯ଏମ୍‌ଏମ୍‌ ପିସ୍ତଲ, ୩ଟି ବନ୍ଧୁକ ଓ ୫୦ ରାଉଣ୍ଡ ଗୁଳି ଜବତ କରିଥିଲା। ବର୍ତ୍ତମାନ ସୁଦ୍ଧା ୧୩ ଜଣ ପିଏଲ୍‌ଏଫ୍‌ଆଇ ସଦସ୍ୟଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story