ଜଗତସିଂହପୁରରୁ ନିଖୋଜ ୪ଯୁବତୀ ଜଗତପୁରରୁ ଉଦ୍ଧାର

ଜଗତସିଂହପୁର: ଜଗତସିଂହପୁର ସଦର ଥାନା ଅନ୍ତର୍ଗତ କୁଳସାହି ଗାଁରୁ ନିଖୋଜ ଥିବା ୪ ଯୁବତୀଙ୍କୁ ଗତକାଲି ରାତିରେ ଜଗତପୁରରୁ ଉଦ୍ଧାର କରିଛି ପୋଲିସ୍‌। ଉଦ୍ଧାର ଯୁବତୀଙ୍କ ମଧ୍ୟରେ ୩ ଜଣ ନାବାଳିକା ଅଛନ୍ତି। ଏହି ଯୁବତୀଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ୍।  କାମ ଖୋଜିବାକୁ ସେମାନେ ଘରୁ ପଳାଇ ଆସିଥିଲେ ବୋଲି ପୋଲିସକୁ କହିଛନ୍ତି। ପୋଲିସ  ଘଟଣାର ତଦନ୍ତ  କରୁଛି।  ପ୍ରଫୁଲ୍ଲ ମଲ୍ଲିକ ନାମକ ଯୁବକଙ୍କୁ ଅଟକ ରଖି ପୋଲିସ ପଚରା ଉଚରା […]

oooo

oooo

Rakesh Mallick
  • Published: Sunday, 15 October 2017
  • Updated: 15 October 2017, 09:08 AM IST

Sports

Latest News

ଜଗତସିଂହପୁର: ଜଗତସିଂହପୁର ସଦର ଥାନା ଅନ୍ତର୍ଗତ କୁଳସାହି ଗାଁରୁ ନିଖୋଜ ଥିବା ୪ ଯୁବତୀଙ୍କୁ ଗତକାଲି ରାତିରେ ଜଗତପୁରରୁ ଉଦ୍ଧାର କରିଛି ପୋଲିସ୍‌। ଉଦ୍ଧାର ଯୁବତୀଙ୍କ ମଧ୍ୟରେ ୩ ଜଣ ନାବାଳିକା ଅଛନ୍ତି। ଏହି ଯୁବତୀଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ୍।  କାମ ଖୋଜିବାକୁ ସେମାନେ ଘରୁ ପଳାଇ ଆସିଥିଲେ ବୋଲି ପୋଲିସକୁ କହିଛନ୍ତି। ପୋଲିସ  ଘଟଣାର ତଦନ୍ତ  କରୁଛି।  ପ୍ରଫୁଲ୍ଲ ମଲ୍ଲିକ ନାମକ ଯୁବକଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି।

ସୂଚନା ଅନୁଯାୟୀ, ପ୍ରଫୁଲ୍ଲ ମଲ୍ଲିକ ନାମକ ଯୁବକଙ୍କ ସହାୟତାରେ ଏହି ଯୁବତୀମାନେ ଜଗତପୁର ଆସିଥିଲେ। ଏକ ପ୍ଲାଷ୍ଟିକ କମ୍ପାନୀରେ କାମ କରୁଥିଲେ। ଫୋନ ଟ୍ରାକିଂ ପରେ ପ୍ରଫୁଲ୍ଲଙ୍କ ସନ୍ଧାନ ପାଇଥିଲା ପୋଲିସ।  ତାଙ୍କୁ ପଚରାଉଚରା କରିବା ପରେ ନିଖୋଜ ଯୁବତୀମାନେ ପ୍ଲାଷ୍ଟିକ କମ୍ପାନୀରେ କାମ କରୁଥିବା ଜାଣିପାରିଥିଲା। ପୋଲିସ ସେଠାକୁ ଯାଇ ୪ ଝିଅଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।

ଗତକାଲି ତିର୍ତ୍ତୋଲ ତଅଁରା ଗାଁରୁ ୩ ଭଉଣୀ ମାମୁ ଘରକୁ ଆସିଥିଲେ। କୌଣସି କାରଣରୁ ଅଜା ସହିତ ପାଟିତୁଣ୍ଡ ହୋଇଥିଲା। ଏହା ପରେ ସେମାନେ ମାମୁ ଝିଅ ସହିତ ଘରୁ ବାହାରି ଯାଇଥିଲେ। ସେମାନେ ବଜାରକୁ ବୁଲିବାକୁ ଯାଇଛନ୍ତି ବୋଲି ପରିବାର ଲୋକେ ଭାବିଥିଲେ। କିନ୍ତୁ ଅପରାହ୍ନ ପର୍ଯ୍ୟନ୍ତ ନ ଆସିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଏହା ସହିତ ଥାନାରେ ଏତଲା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story