ମାଓବାଦୀଙ୍କ ଦାବି, ଏନ୍‌କାଉଣ୍ଟରରେ ମରି ନାହାନ୍ତି ଚିନ୍ନାବାଈ, ପରେ କରାଯାଇଛି ହତ୍ୟା

ମାଲକାନଗିରି: ଚିତ୍ରକୋଣ୍ଡା କପାତୁଟି ପଞ୍ଚାୟତ ଗଞ୍ଜେଇମାଳ ପାହାଡ଼ରେ ପୋଲିସ-ମାଓବାଦୀ ଗୁଳିବିନିମୟ ଘଟଣାକୁ ନେଇ ଗଣମାଧ୍ୟମକୁ ଚିଠି ଲେଖିଛନ୍ତି ମାଓବାଦୀ। ମାଲକାନଗିରି ଡିଭିଜନ ମାଓ କମିଟିର ସଂପାଦକ ପୁନମ ଚାନ୍ଦ ଲେଖିଛନ୍ତି ଏହି ଚିଠି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ ମାଓନେତା ଚିନ୍ନାବାଈ ସେଠାରେ ଏନକାଉଣ୍ଟରରେ ପ୍ରାଣ ହରାଇ ନାହାନ୍ତି। ଆତ୍ମସମର୍ପଣ କରିବାର ୫ ଦିନ ପରେ ତାଙ୍କୁ ହତ୍ୟା କରାଯାଇଛି। ସେ ଅଭିଯୋଗ କରିଛନ୍ତି ଯେ ମାଲକାନଗିରି ଏସ୍‌ପି ମିତ୍ରଭାନୁ ମହାପାତ୍ର ଓ ପୂର୍ବରୁ ଆତ୍ମମର୍ପଣ […]

maobadi

maobadi

Rakesh Mallick
  • Published: Wednesday, 07 June 2017
  • Updated: 07 June 2017, 10:10 AM IST

Sports

Latest News

ମାଲକାନଗିରି: ଚିତ୍ରକୋଣ୍ଡା କପାତୁଟି ପଞ୍ଚାୟତ ଗଞ୍ଜେଇମାଳ ପାହାଡ଼ରେ ପୋଲିସ-ମାଓବାଦୀ ଗୁଳିବିନିମୟ ଘଟଣାକୁ ନେଇ ଗଣମାଧ୍ୟମକୁ ଚିଠି ଲେଖିଛନ୍ତି ମାଓବାଦୀ। ମାଲକାନଗିରି ଡିଭିଜନ ମାଓ କମିଟିର ସଂପାଦକ ପୁନମ ଚାନ୍ଦ ଲେଖିଛନ୍ତି ଏହି ଚିଠି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ ମାଓନେତା ଚିନ୍ନାବାଈ ସେଠାରେ ଏନକାଉଣ୍ଟରରେ ପ୍ରାଣ ହରାଇ ନାହାନ୍ତି। ଆତ୍ମସମର୍ପଣ କରିବାର ୫ ଦିନ ପରେ ତାଙ୍କୁ ହତ୍ୟା କରାଯାଇଛି।

ସେ ଅଭିଯୋଗ କରିଛନ୍ତି ଯେ ମାଲକାନଗିରି ଏସ୍‌ପି ମିତ୍ରଭାନୁ ମହାପାତ୍ର ଓ ପୂର୍ବରୁ ଆତ୍ମମର୍ପଣ କରିଥିବା ମାଓନେତା ଶୁକଦେବ ଷଡ଼ଯନ୍ତ୍ର କରି ଚିନ୍ନାବାଈ ଓରଫ୍ ନାଗେଶ ରାଓଙ୍କୁ ୫ଦିନ ପୋଲିସ ହେପାଜତରେ ରଖି ନିର୍ଯାତନା ଦେଇଥିଲେ।  ଏହା ପରେ ଜଙ୍ଗଲକୁ ନେଇ ତାଙ୍କୁ ହତ୍ୟା କରାଯାଇଛି।

ମାନବାଧିକାର କମିଶନଙ୍କ ଦ୍ୱାରା ଏହି ଘଟଣାର ତଦନ୍ତ କରାଯାଉ ବୋଲି ପୁନମ ଦାବି କରିଛନ୍ତି।

ଅନ୍ୟପକ୍ଷରେ ମାଲକାନଗିରି ଏସପି କହିଛନ୍ତି, “ମାଓବାଦୀଙ୍କର ଏହା ଚିରାଚରିତ ଅଭିଯୋଗ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story