ବିଜେପିର ଦାବି, ମୁଖ୍ୟମନ୍ତ୍ରୀଙ୍କ ସଭ୍ୟପଦ ରଦ୍ଦ କର

ଭୁବନେଶ୍ୱର: ବିଜେଡି ଆକାଉଣ୍ଟ ଅନିୟମିତତା ଅଭିଯୋଗ ପ୍ରସଙ୍ଗକୁ ନେଇ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି ବିଜେପି ।  ହିଞ୍ଜିଳି ବିଧାୟକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଧାନସଭା ସଭ୍ୟ ପଦ ରଦ୍ଦ ସହ ୩ ବର୍ଷ ପାଇଁ ନିର୍ବାଚନ ଲଢିବା କଟକଣା ଲାଗୁ କରିବା ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ଦଳ ଫେରାଦ ହୋଇଛି।  ଏଥିସହ ପିପୁଲ୍ସ ରିପ୍ରେଜେଣ୍ଟେସନ୍ ଆକ୍ଟ ଆଧାରରେ ଆର୍ଥିକ ଅନିୟମିତତା ଅଭିଯୋଗର ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି […]

bjp

bjp

Rakesh Mallick
  • Published: Tuesday, 25 July 2017
  • Updated: 25 July 2017, 03:11 PM IST

Sports

Latest News

ଭୁବନେଶ୍ୱର: ବିଜେଡି ଆକାଉଣ୍ଟ ଅନିୟମିତତା ଅଭିଯୋଗ ପ୍ରସଙ୍ଗକୁ ନେଇ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି ବିଜେପି ।  ହିଞ୍ଜିଳି ବିଧାୟକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଧାନସଭା ସଭ୍ୟ ପଦ ରଦ୍ଦ ସହ ୩ ବର୍ଷ ପାଇଁ ନିର୍ବାଚନ ଲଢିବା କଟକଣା ଲାଗୁ କରିବା ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ଦଳ ଫେରାଦ ହୋଇଛି।  ଏଥିସହ ପିପୁଲ୍ସ ରିପ୍ରେଜେଣ୍ଟେସନ୍ ଆକ୍ଟ ଆଧାରରେ ଆର୍ଥିକ ଅନିୟମିତତା ଅଭିଯୋଗର ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି।

ଦଳ ଏନେଇ ଦେଶର ମୁଖ୍ୟ ନିର୍ବାଚନ କମିଶନଙ୍କ ଉଦ୍ଦେଶ୍ୟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛି । ଜାଣିଶୁଣି ଏହି ମାମଲାରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ବିଜେଡି ପକ୍ଷରୁ ଚଞ୍ଚକତା କରାଯାଇ ବ୍ୟବହାର କରାଯାଇଛି ବୋଲି ଦଳ ଅଭିଯୋଗ କରିଛି।  ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଦଳୀୟ ନେତାମାନେ ନିର୍ବାଚନ କମିଶନଙ୍କୁ ଭେଟି ଏନେଇ ଫେରାଦ ହୋଇଛନ୍ତି।

ନିର୍ବାଚନ କମିଶନଙ୍କ ନିକଟରେ ବିଜେପିର ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରତାପ ଦେବ। ସେ କହିଛନ୍ତି,“ଏ ପ୍ରସଙ୍ଗରେ ନିର୍ବାଚନ କମିଶନ ଯାହା କିଛି ନିଷ୍ପତ୍ତି ନେଇ ପାରିବେ। ନବୀନ ବାବୁଙ୍କ ବିରୋଧରେ ପରାଜିତ ପ୍ରାର୍ଥୀଙ୍କର ଅଭିଯୋଗ ନାହିଁ। ମାମଲାରେ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇ ପାରିବ। ଯେଉଁ ଆକାଉଣ୍ଟ ନମ୍ୱର କଥା ଉଠିଛି ତାହା ବିଜେଡିର ନୁହେଁ। ତାହା ଏସ୍‌ବିଆଇର ନିଜସ୍ୱ ଆକାଉଣ୍ଟ। ଗୋଳିଆ ପାଣି ସୃଷ୍ଟି କରିବାକୁ ବିଜେପି ଚାହୁଁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story