କୋବିନ୍ଦଙ୍କୁ ମହଙ୍ଗା ପଡ଼ି ପାରେ ବିଜେଡି କଳି: କ୍ରସ୍‌ ଭୋଟିଂ ଆଶଙ୍କାରେ ଦଳ

ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନର ଭୋଟ ଉପରେ ପଡିପାରେ ବିଜେଡି ଘରକଳିର ପ୍ରଭାବ। ଏନିଡିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିଜେଡିର ତରବରିଆ ସମର୍ଥନ ଓ ଏହାକୁ ନେଇ ସାଂସଦଙ୍କ  ଭିତରେ ଭିନ୍ନ ମତ ପରେ ଏମିତି କିଛି ଆଶଙ୍କା ସୃଷ୍ଟି ହୋଇଛି। ଏପଟେ ଦଳ ଭିତରେ ଅନ୍ତର୍ଦ୍ୱନ୍ଦ୍ୱକୁ ନେଇ ଦାମ ରାଉତଙ୍କ ପରେ ନେତାଙ୍କୁ ସତର୍କ କରେଇଛନ୍ତି ଆଉ ଜଣେ ମନ୍ତ୍ରୀ ମହେଶ୍ୱର ମହାନ୍ତି। ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କ ଖାତାକୁ ଯିବ କି ବିଜେଡିର ସବୁ ଭୋଟ। […]

untitle_Fotor_Collage

untitle_Fotor_Collage

Rakesh Mallick
  • Published: Tuesday, 27 June 2017
  • Updated: 27 June 2017, 11:07 PM IST

Sports

Latest News

ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନର ଭୋଟ ଉପରେ ପଡିପାରେ ବିଜେଡି ଘରକଳିର ପ୍ରଭାବ। ଏନିଡିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିଜେଡିର ତରବରିଆ ସମର୍ଥନ ଓ ଏହାକୁ ନେଇ ସାଂସଦଙ୍କ  ଭିତରେ ଭିନ୍ନ ମତ ପରେ ଏମିତି କିଛି ଆଶଙ୍କା ସୃଷ୍ଟି ହୋଇଛି। ଏପଟେ ଦଳ ଭିତରେ ଅନ୍ତର୍ଦ୍ୱନ୍ଦ୍ୱକୁ ନେଇ ଦାମ ରାଉତଙ୍କ ପରେ ନେତାଙ୍କୁ ସତର୍କ କରେଇଛନ୍ତି ଆଉ ଜଣେ ମନ୍ତ୍ରୀ ମହେଶ୍ୱର ମହାନ୍ତି।

ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କ ଖାତାକୁ ଯିବ କି ବିଜେଡିର ସବୁ ଭୋଟ। ଦଳର ନିଷ୍ପତ୍ତିକୁ ବୁଲେଇ ବଙ୍କେଇ ଆର୍ଟିକିଲ, ସ୍ତମ୍ଭ ଓ ଟୁଇଟରରେ ବିରୋଧ କରିଥିବା ସାଂସଦ କୋବିନ୍ଦଙ୍କୁ ଭୋଟ ଦେବେ ତ ? ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସୁଥିବା ବେଳେ ଏମିତି କିଛି ପ୍ରଶ୍ନ ଏବେ ବିଜେଡି ସୁପ୍ରିମୋଙ୍କ ଚିନ୍ତା ବଢାଇ ଦେଇଛି। କାରଣ କୋବିନ୍ଦଙ୍କୁ ତରବରିଆ ସମର୍ଥନ ସପକ୍ଷରେ ନାହାଁନ୍ତି ଦଳର କେତେକ ସାଂସଦ ଓ ବିଧାୟକ। କେତେକ ସାଂସଦ ଭିନ୍ନଭିନ୍ନ ଫୋରମରେ ଏକଥା ଉଠାଇ ସାରିଲେଣି। ତେଣୁ ସବୁ ସାଂସଦ ଓ ବିଧାୟକ ଦଳର ନିଷ୍ପତ୍ତିକୁ ମାନିବେ ନା ବିବେକ ଅନୁସାରେ ଭୋଟ ଦେବେ ତାକୁ ନେଇ ପାଓ୍ୱାର କରିଡରେ ଚାଲିଛି ଗୁଞ୍ଜରଣ। ସମ୍ଭ ଲେଖି କୋବିନ୍ଦଙ୍କ ପ୍ରାର୍ଥୀତ୍ୱକୁ ଦଳର ସମର୍ଥନ ନେଇ ପ୍ରଶ୍ନ ଉଠାଇଥିବା ବିଜେଡି ସଂସଦୀୟ ଦଳର ନେତା ଭର୍ତ୍ତୃହରି ମହତାବ କହିଛନ୍ତି ନବୀନଙ୍କ ନିଷ୍ପତ୍ତି ଅନୁସାରେ ସମସ୍ତେ ଭୋଟ ଦେବେ। ମୁଖପାତ୍ରମାନେ ବି ସମାନ କଥା କହିଛନ୍ତି। ମନ୍ତ୍ରୀ ଦାମ ରାଉତ କହିଛନ୍ତି ବିଜେଡିରେ ନୁହେଁ  ବରଂ କଂଗ୍ରେସ କ୍ୟାମ୍ପରୁ କ୍ରସ ଭୋଟିଂ ହେବ।

ଏପଟେ ବିଜେଡିରେ ଘରକଳି ବହୁତ ହୋଇଗଲା ବୋଲି ନେତାଙ୍କୁ ସତର୍କ କରାଇଛନ୍ତି ମନ୍ତ୍ରୀ ମହେଶ୍ୱର ମହାନ୍ତି। ମନଇଚ୍ଛା ମନ୍ତବ୍ୟ ଦଳର ଶୃଙ୍ଖଳା ଭିତରେ ଆସୁ ନାହିଁ ବୋଲି ସାଂସଦଙ୍କ ଉଦ୍ଦେଶ୍ୟରେ କହିଛନ୍ତି ମହେଶ୍ୱର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story