ଏମିତି ଚାଲିଛି ସ୍ୱାସ୍ଥ୍ୟ ସେବା, ହସ୍ପିଟାଲରେ ରୋଗୀ ଦେଖୁଛି ସୁଇପର!

ଭୁବନେଶ୍ୱର: ଡାକ୍ତରଖାନାରେ ଡାକ୍ତର ଓଡ଼ିଶାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। କିଛି ଦିନତଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ହସ୍ପିଟାଲରେ ଜଣେ ଫାର୍ମାସିଷ୍ଟ ଗଛମୂଳେ ରୋଗୀଙ୍କ ଚିକିତ୍ସା କରୁଥିବା ଖବର ସାରା ରାଜ୍ୟରେ ଚର୍ଚ୍ଚାକୁ ଆସିଥିଲା। ଆଜି ପୁରୀ ଜିଲ୍ଲାରୁ ଆସିଛି ଏମିତି ଏକ ଖବର। ଏଠି ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ସୁଇପର୍ ରୋଗୀ ଚିକିତ୍ସା କରୁଥିବା ଦେଖିବାକୁ ମିଳିଛି। ପୁରୀ ଜିଲ୍ଲାର ଖଜୁରିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଚକାଚକ୍ ବିଲ୍ଡିଂ। ସବୁ ସୁବିଧା ଥିଲା ଭଳି ଲାଗୁଛି। ସକାଳ […]

sweeper-treats-750x430

sweeper-treats-750x430

Rakesh Mallick
  • Published: Thursday, 08 June 2017
  • Updated: 08 June 2017, 10:53 PM IST

Sports

Latest News

ଭୁବନେଶ୍ୱର: ଡାକ୍ତରଖାନାରେ ଡାକ୍ତର ଓଡ଼ିଶାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। କିଛି ଦିନତଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ହସ୍ପିଟାଲରେ ଜଣେ ଫାର୍ମାସିଷ୍ଟ ଗଛମୂଳେ ରୋଗୀଙ୍କ ଚିକିତ୍ସା କରୁଥିବା ଖବର ସାରା ରାଜ୍ୟରେ ଚର୍ଚ୍ଚାକୁ ଆସିଥିଲା। ଆଜି ପୁରୀ ଜିଲ୍ଲାରୁ ଆସିଛି ଏମିତି ଏକ ଖବର। ଏଠି ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ସୁଇପର୍ ରୋଗୀ ଚିକିତ୍ସା କରୁଥିବା ଦେଖିବାକୁ ମିଳିଛି।

ପୁରୀ ଜିଲ୍ଲାର ଖଜୁରିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଚକାଚକ୍ ବିଲ୍ଡିଂ। ସବୁ ସୁବିଧା ଥିଲା ଭଳି ଲାଗୁଛି। ସକାଳ ୮ଟାରେ ଡାକ୍ତରଖାନା ଖୋଲିବା କଥା। ହେଲେ ୯ଟା ବାଜିଲାଣି ଗେଟ୍‌ରୁ ତାଲା ଖୋଲିନି। ୧୦ଟା ପର୍ଯ୍ୟନ୍ତ କାହାରି ଦେଖା ନାହିଁ। ଏତିକି ବେଳେ ତରତର ହୋଇ ଆସିଲେ ସୁଇପର ଭାଇ। ତାଲା ଖୋଲି ଭିତରକୁ ଗଲେ, କିଛି ମେଡିସିନ୍ ଆଣି ଟେବୁଲରେ ରଖିଲେ। ଓଟିଭି ଟିମ୍ ଆସିଥିବା ଜାଣି ଡାକ୍ତରାଣୀଙ୍କୁ ଫୋନ୍ କଲେ। ମାତ୍ର କଣ ଉତ୍ତର ପାଇଲେ ଜଣା ନଥିଲା। ତା’ପରେ ନିଜେ ଆରମ୍ଭ କରିଦେଲେ ରୋଗୀ ସେବା। ସେ ଡ୍ରେସିଂ କଲେ, ପରେ ମେଡିସିନ ମଧ୍ୟ ଦେଲେ। ଡାକ୍ତର, ଫାର୍ମାସିଷ୍ଟ ଓ ଆଟେଣ୍ଡାଣ୍ଟ କୁଆଡେ ଗଲେ ବୋଲି ପଚାରିବାରୁ କହିଲେ- କିଏ ଡେପୁଟେସନ୍‌ ତ କିଏ ଛୁଟିରେ ଅଛନ୍ତି।

ଏନେଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ହରିହର ପଟ୍ଟନାୟକ କହୁଛନ୍ତି,“ଅଧିକାଂଶ ସ୍ଥାନର ଡାକ୍ତର ନାହାନ୍ତି। ଆଉ କିଛି ସ୍ଥାନରେ ଫାର୍ମାସିଷ୍ଟ ମଧ୍ୟ ନାହାନ୍ତି। ତାହା ଭିତରେ ଆମେ ଗତି କରୁଛୁ। କିନ୍ତୁ ସୁଇପର ରୋଗୀସେବା କରିବା ଘଟଣା ନଜରକୁ ଆସିନି। ଯଦି ଏମିତି ଘଟୁଥାଏ ତାହାହେଲେ ତଦନ୍ତ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story