ପୁରୀରେ ଆଇନଜୀବୀଙ୍କୁ ହତ୍ୟା ମାମଲାରେ ୩ ଗିରଫ

ପୁରୀ: ପୁରୀରେ ଆଇନ୍‌ଜୀବୀ ତଥା ଲଜ୍ ମାଲିକ ଚନ୍ଦନ ବେହେରା ହତ୍ୟା ମାମଲାରେ ପୋଲିସ୍ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଜଗା, କପିଳା ଓ ବରଜୁ। ପୁରୀରେ ଚନ୍ଦନ ବେହେରାଙ୍କ ହତ୍ୟାକାଣ୍ଡ ଜମି ଜମା ବିବାଦ, ଗାଳିଗୁଲଜ ଯୋଗୁଁ ଘଟିଛି ବୋଲି ପୁରୀ ଏସପି ସାର୍ଥକ ଷଡଙ୍ଗୀ କହିଛନ୍ତି। ସେ କହିଛନ୍ତି,“ହତ୍ୟାକାଣ୍ଡରେ  ସଂପୃକ୍ତ ୩ ଜଣ ଅଭିଯୁକ୍ତ ଜଗା, କପିଳା ଓ ବରଜୁଙ୍କୁ ଗିରଫ କରାଯାଇଛି।  ଏହି ତିନି ଜଣଙ୍କ ଜରିଆରେ ଚନ୍ଦନ […]

hotel maleka death

hotel maleka death

Rakesh Mallick
  • Published: Wednesday, 11 January 2017
  • Updated: 11 January 2017, 04:59 PM IST

Sports

Latest News

ପୁରୀ: ପୁରୀରେ ଆଇନ୍‌ଜୀବୀ ତଥା ଲଜ୍ ମାଲିକ ଚନ୍ଦନ ବେହେରା ହତ୍ୟା ମାମଲାରେ ପୋଲିସ୍ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଜଗା, କପିଳା ଓ ବରଜୁ।

ପୁରୀରେ ଚନ୍ଦନ ବେହେରାଙ୍କ ହତ୍ୟାକାଣ୍ଡ ଜମି ଜମା ବିବାଦ, ଗାଳିଗୁଲଜ ଯୋଗୁଁ ଘଟିଛି ବୋଲି ପୁରୀ ଏସପି ସାର୍ଥକ ଷଡଙ୍ଗୀ କହିଛନ୍ତି।

ସେ କହିଛନ୍ତି,“ହତ୍ୟାକାଣ୍ଡରେ  ସଂପୃକ୍ତ ୩ ଜଣ ଅଭିଯୁକ୍ତ ଜଗା, କପିଳା ଓ ବରଜୁଙ୍କୁ ଗିରଫ କରାଯାଇଛି।  ଏହି ତିନି ଜଣଙ୍କ ଜରିଆରେ ଚନ୍ଦନ ପୁରୀରେ ହୋଟେଲ କିଣିଥିଲେ। ସେମାନଙ୍କୁ ମାଗଣା ରହିବା ଓ ଖାଇବା ଦେଉଥିଲେ। ”

ସେ ଆହୁରି କହିଛନ୍ତି,“ହୋଟେଲକୁ ଲିଜ୍‌ ଦେବା ପରେ ସେମାନଙ୍କ ଭିତରେ ବିବାଦ ଆରମ୍ଭ ହୋଇଥିଲା।  ରହିବା ଏବଂ ପାରିତୋଷିକ ଦେବା ବନ୍ଦ ହୋଇଯିବାରୁ  ସେମାନେ ଚନ୍ଦନଙ୍କୁ ହତ୍ୟା କରିଥିଲେ।”

ଗତକାଲି ବିଳମ୍ବିତ ରାତିରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସେମାନଙ୍କୁ ଗିରଫ କରାଯାଇଛି ବୋଲି ଷଡ଼ଙ୍ଗୀ କହିଛନ୍ତି।

ଚନ୍ଦନଙ୍କ ହତ୍ୟା ପ୍ରତିବାଦରେ ଗତକାଲି ସାରା ରାଜ୍ୟରେ ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ।

ଗତ ରବିବାର ଚନ୍ଦନ ତାଙ୍କର ଜଣେ ବନ୍ଧୁ କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ସହ ଏକ ସ୍କୁଟରରେ ଆସି ଲଜ୍ ଗେଟ୍‌ରେ ପ୍ରବେଶ କରୁଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଧାରୁଆ ଅସ୍ତ୍ରରେ ଦୁର୍ବୃତ୍ତମାନେ ଚନ୍ଦନଙ୍କ ବେକ ପଛପଟକୁ ହାଣିବା ସହ ହାତକୁ ହାଣି ଦେଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଦୁର୍ବୃତ୍ତଙ୍କ ଆକ୍ରମଣରେ ତାଙ୍କ ବନ୍ଧୁ କୃଷ୍ଣଚନ୍ଦ୍ର ମଧ୍ୟ ଆହତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story