ସୁନାବେଶରେ ଦର୍ଶନ ଦେଉଛନ୍ତି ତିନି ଠାକୁର

ପୁରୀ: ମାଉସୀଙ୍କ ଘରୁ ଫେରିବା ପରେ ରଥାରୂଢ଼ ଶ୍ରୀଜୀଉମାନେ ଆଜି ସୁନାବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ତିନି ଠାକୁରଙ୍କୁ ସୁନାବେଶରେ ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ଲାଗିଛି। ତିନି ଠାକୁର ପିନ୍ଧିଛନ୍ତି ୧୩୮ ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାର। ପାଦରେ ଶ୍ରୀପୟର, ହାତରେ ଶ୍ରୀଭୂଜ, ମସ୍ତକରେ ସୁବର୍ଣ୍ଣ କିରିଟ, ଅଣ୍ଟାରେ ସୁନାପଟି ଓଡ଼ିଆଣୀ, କାନରେ କୁଣ୍ଡଳି, ଆଖିରେ ଚନ୍ଦ୍ରସୂର୍ଯ୍ୟ, କର୍ଣ୍ଣରେ କୁଣ୍ଡଳରେ ଆଡ଼କାନି ନାଇଛନ୍ତି ତିନି ଠାକୁର। ଏସବୁର ଓଜନ ୨୦୮ କେଜିରୁ ଅଧିକ […]

jagannatha

jagannatha

Rakesh Mallick
  • Published: Friday, 15 July 2016
  • Updated: 15 July 2016, 08:18 PM IST

Sports

Latest News

puriପୁରୀ: ମାଉସୀଙ୍କ ଘରୁ ଫେରିବା ପରେ ରଥାରୂଢ଼ ଶ୍ରୀଜୀଉମାନେ ଆଜି ସୁନାବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ତିନି ଠାକୁରଙ୍କୁ ସୁନାବେଶରେ ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ଲାଗିଛି।

ତିନି ଠାକୁର ପିନ୍ଧିଛନ୍ତି ୧୩୮ ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାର। ପାଦରେ ଶ୍ରୀପୟର, ହାତରେ ଶ୍ରୀଭୂଜ, ମସ୍ତକରେ ସୁବର୍ଣ୍ଣ କିରିଟ, ଅଣ୍ଟାରେ ସୁନାପଟି ଓଡ଼ିଆଣୀ, କାନରେ କୁଣ୍ଡଳି, ଆଖିରେ ଚନ୍ଦ୍ରସୂର୍ଯ୍ୟ, କର୍ଣ୍ଣରେ କୁଣ୍ଡଳରେ ଆଡ଼କାନି ନାଇଛନ୍ତି ତିନି ଠାକୁର। ଏସବୁର ଓଜନ ୨୦୮ କେଜିରୁ ଅଧିକ ହେବ।

ଶ୍ରୀଜୀଉମାନଙ୍କ ସୁନା ଅଳଙ୍କାର ଶ୍ରୀମନ୍ଦିର ଭଣ୍ଡାର ଘରୁ କଡ଼ା ସୁରକ୍ଷା ମଧ୍ୟରେ ଅଣାଯାଇଥିଲା। ସେଠାରୁ ସୁନା ଆଣିବା ଓ ବେଶ ପରେ ସେସବୁକୁ ଫେରାଇବା ପର୍ଯ୍ୟନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଥିପାଇଁ ତିନି ରଥରେ ତିନି ଜଣ ଓ ଭଣ୍ଡାର ଘର ଦାୟିତ୍ୱରେ ଜଣେ ମାଜିଷ୍ଟ୍ରେଟ୍ ଅଛନ୍ତି।

ତିନି ଠାକୁରଙ୍କ ସୁନାବେଶକୁ ଶୃଙ୍ଖଳିତ ଭାବେ ଦର୍ଶନ କରିବା ପାଇଁ ପୋଲିସ୍ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଆସନ୍ତାକାଲି ରଥ ଉପରେ ତିନି ଠାକୁରଙ୍କୁ ଅଧରପଣା ଲାଗି କରାଯିବ। ରବିବାର ଶ୍ରୀଜୀଉମାନେ ନିଳାଦ୍ରୀ ବିଜେ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story