ପୁରୀରେ ଦୁଇ ଛାତ୍ରଙ୍କୁ ଗ୍ରୀଲ୍‌ରେ ବାନ୍ଧି ମାଡ଼ ଘଟଣା: ଶିକ୍ଷୟିତ୍ରୀ ନିଲମ୍ବିତ

ପୁରୀ: ପୁରୀ କୋଣାର୍କ ରୋଡ୍ ଗୋପାଳପୁର ଛକ ବାଲିଘାଟ ନିକଟରେ ଥିବା ରାମକୃଷ୍ଣ ବିଦ୍ୟା ନିକେତନରେ ଦୁଇ ଛାତ୍ରଙ୍କୁ ଗ୍ରୀଲ୍‌ରେ ବାନ୍ଧି ମାଡ଼ ମାରିବା ଘଟଣାରେ ସଂପୃକ୍ତ ଶିକ୍ଷୟିତ୍ରୀଙ୍କୁ ନିଲମ୍ୱନ କରାଯାଇଛି। ଏହାସହ ରାଜ୍ୟ ମାନବାଧିକାର କମିଶନ ନିଜ ଆଡୁ ଏକ ମାମଲା ରୁଜୁ କରି ଘଟଣା ସମ୍ପର୍କରେ ୩ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ଗଣଶିକ୍ଷା ସଚିବ, ନିର୍ଦ୍ଦେଶକ ଓ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଜିଲ୍ଲା ଶିଶୁ ମଙ୍ଗଳ କମିଟି ଘଟଣାର ତଦନ୍ତ ଆରମ୍ଭ […]

puri

puri

Rakesh Mallick
  • Published: Friday, 18 March 2016
  • Updated: 19 March 2016, 02:45 AM IST

Sports

Latest News

ପୁରୀ: ପୁରୀ କୋଣାର୍କ ରୋଡ୍ ଗୋପାଳପୁର ଛକ ବାଲିଘାଟ ନିକଟରେ ଥିବା ରାମକୃଷ୍ଣ ବିଦ୍ୟା ନିକେତନରେ ଦୁଇ ଛାତ୍ରଙ୍କୁ ଗ୍ରୀଲ୍‌ରେ ବାନ୍ଧି ମାଡ଼ ମାରିବା ଘଟଣାରେ ସଂପୃକ୍ତ ଶିକ୍ଷୟିତ୍ରୀଙ୍କୁ ନିଲମ୍ୱନ କରାଯାଇଛି। ଏହାସହ ରାଜ୍ୟ ମାନବାଧିକାର କମିଶନ ନିଜ ଆଡୁ ଏକ ମାମଲା ରୁଜୁ କରି ଘଟଣା ସମ୍ପର୍କରେ ୩ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ଗଣଶିକ୍ଷା ସଚିବ, ନିର୍ଦ୍ଦେଶକ ଓ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଜିଲ୍ଲା ଶିଶୁ ମଙ୍ଗଳ କମିଟି ଘଟଣାର ତଦନ୍ତ ଆରମ୍ଭ କରି ୪୮ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସ୍କୁଲ କର୍ତ୍ତୃପକ୍ଷ ଛାତ୍ରଙ୍କୁ ମାଡ଼ ମରାଯିବା ଘଟଣାକୁ ଅସ୍ୱୀକାର କରିଛନ୍ତି।

ଗଣଶିକ୍ଷାମନ୍ତ୍ରୀ ଦେବୀ ମିଶ୍ର କହିଛନ୍ତି,“ପିଲା ଦୁଇଜଣଙ୍କ ହାତ ବନ୍ଧା ଯାଇଥିବା ଭିଡିଓ ଦେଖିବାକୁ ମିଳୁଛି। ଏ ନେଇ ଡିଇଓଙ୍କ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।’’

ରାମକୃଷ୍ଣ ବିଦ୍ୟା ନିକେତନ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର କହିଛନ୍ତି, “ଏହି ଦୁଇ ଛାତ୍ର ଦିଆସିଲି  ଧରି ସ୍କୁଲ ପରିସରରେ ଥିବା କିଛି ବିଜ୍ଞାନ ଉପକରଣରେ ନିଆଁ ଲଗାଇବା ପାଇଁ ଉଦ୍ୟମ କରୁଥିଲେ।  ଏହି ସମୟରେ ସ୍କୁଲର ଜଣେ ଶିକ୍ଷୟିତ୍ରୀ ତାଙ୍କୁ ବାରଣ କରିବା ସହ ତାଙ୍କୁ ତାଗିଦ୍ କରିବା ପାଇଁ ପ୍ରୟାସ କରିଥିଲେ। ସ୍କୁଲ ଛାତ୍ରମାନଙ୍କୁ ଦଣ୍ଡ ଦେବା ଶିକ୍ଷୟିତ୍ରୀଙ୍କ ଉଦ୍ଦେଶ୍ୟ ନ ଥିଲା।

ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ କହିଛନ୍ତି, “ଜିଲ୍ଲା ଶିକ୍ଷାଧିକାରୀ ଏ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତା’ସହିତ ଆଗାମୀ ଦିନରେ ଜିଲ୍ଲାରେ ସ୍କୁଲ୍‌ଗୁଡ଼ିକରେ ଯେଭଳି ଘଟଣାର ପୁନରାବୃତ୍ତି ନ ଘଟିବ ସେଥିପ୍ରତି ଦୃଷ୍ଟି ଦିଆଯିବ।”

ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ ସଲିଳା ସେଠୀ କହିଛନ୍ତି, “ରାମକୃଷ୍ଣ ବିଦ୍ୟା ନିକେତନରେ ଦୁଇଜଣ ଛାତ୍ରଙ୍କୁ ପ୍ଲାଷ୍ଟିକ ଦୌଡିରେ ବାନ୍ଧି ଶିକ୍ଷୟିତ୍ରୀ ମାଡ଼ ମାରିଥିବା ଅଭିଯୋଗ  ଆମ ଦୃଷ୍ଟିକୁ ଆସିଛି। ଏହି ଘଟଣାର ତଦନ୍ତ କରିବା ପାଇଁ ପୁରୀ ସଦର ବ୍ଲକର ଅଧିକାରୀଙ୍କୁ ଚିଠି ଲେଖିଛି। ବ୍ଲକର ଅଧିକାରୀ ସ୍କୁଲକୁ ଯାଇ ଏହି ଘଟଣାର ତଦନ୍ତ କରିବେ। ତଦନ୍ତ ରିପୋର୍ଟ ଅନୁସାରେ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story