୫୦୦ ଏବଂ ୧୦୦୦ ଟଙ୍କିଆ ଯୋଗୁଁ ନବବଧୂକୁ ହତ୍ୟା ଅଭିଯୋଗ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ରଙ୍ଗିପୁରରେ ଅଚଳ ଟଙ୍କା ପାଇଁ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଗତ ୯ ତାରିଖରେ ଗାଁର ତ୍ରିନାଥ ନାହକଙ୍କ ପୁଅ ଲକ୍ଷ୍ମୀ ପ୍ରଭାସିନି ନାମକ ଜଣେ ଯୁବତୀଙ୍କ ବିବାହ କରିଥିଲେ। ବିବାହ ବେଳେ କନ୍ୟା ଘର ପକ୍ଷରୁ ଯୌତୁକ ବାବଦରେ  ୧ଲକ୍ଷ ୭୦ ହଜାର ଟଙ୍କା ଦିଆଯାଇଥିଲା। ତେବେ ଯୌତୁକରେ ଅଚଳ ୫୦୦ ଏବଂ ୧୦୦୦ ଟଙ୍କିଆ ଦେଇଥିବାରୁ ପୁଅ ଘର ଲୋକ ଅରାଜି […]

dead-bride-ganjam

dead-bride-ganjam

Rakesh Mallick
  • Published: Monday, 28 November 2016
  • Updated: 28 November 2016, 02:32 PM IST

Sports

Latest News

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ରଙ୍ଗିପୁରରେ ଅଚଳ ଟଙ୍କା ପାଇଁ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଗତ ୯ ତାରିଖରେ ଗାଁର ତ୍ରିନାଥ ନାହକଙ୍କ ପୁଅ ଲକ୍ଷ୍ମୀ ପ୍ରଭାସିନି ନାମକ ଜଣେ ଯୁବତୀଙ୍କ ବିବାହ କରିଥିଲେ। ବିବାହ ବେଳେ କନ୍ୟା ଘର ପକ୍ଷରୁ ଯୌତୁକ ବାବଦରେ  ୧ଲକ୍ଷ ୭୦ ହଜାର ଟଙ୍କା ଦିଆଯାଇଥିଲା। ତେବେ ଯୌତୁକରେ ଅଚଳ ୫୦୦ ଏବଂ ୧୦୦୦ ଟଙ୍କିଆ ଦେଇଥିବାରୁ ପୁଅ ଘର ଲୋକ ଅରାଜି ହୋଇଥିଲେ। ପରେ ଟଙ୍କା ବଦଳାଇ ଦିଆଯିବ ବୋଲି ଝିଅ ଘର ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏହାକୁ ନେଇ ଝିଅକୁ ଶ୍ୱଶୁର ଘଣ ଲୋକେ ନିର୍ଯାତନା ଦେବା ଆରମ୍ଭ କରି ଦେଥିଲେ। ପରେ ପୁଅ ଘର ଲୋକେ ତାକୁ ହତ୍ୟା କରିଛନ୍ତି ବୋଲି ମୃତ ଝିଅଙ୍କ ମାଆ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ବୋହୂ ଆତ୍ମହତ୍ୟା କରିଛି ବୋଲି ଶାଶୁଘର ଲୋକେ କହିଛନ୍ତି।

ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।

ମୃତ ବଧୂଙ୍କ ମାଆ କହିଛନ୍ତି,“ମୋ ପିଲାଙ୍କୁ ଷଡ଼ଯନ୍ତ୍ର କରି ମାରି ଦେଇଛନ୍ତି। ଝିଅରେ ହାତରେ ରକ୍ତ ବାହାରିଥିବା ବେଳେ ହାତରେ ଚାରିପଟେ କାଚ ପଶିଯାଇଛି।”

ଗୋଳଗନ୍ଥା ଥାନା ଆଇଆଇସି ଆଲୋକ ଜେନା କହିଛନ୍ତି,“ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ବୋଲି ଜଣାପଡ଼ିଛି। ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ। ଝିଅ ଘର ପକ୍ଷରୁ ଯୌତୁକ ଜନିତ ହତ୍ୟା ବୋଲି ଅଭିଯୋଗ ହୋଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story