ମିଳିଲା ରାଜାଙ୍କ ଶବବ୍ୟବଚ୍ଛେଦ ରିପୋର୍ଟ: ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ହୋଇଛି ମୃତ୍ୟୁ

କଟକ: ବହୁ ଚର୍ଚ୍ଚିତ ଟେଲି ଅଭିନେତା ରାଜା ପଟ୍ଟନାୟକ ମୃତ୍ୟୁ ମାମଲାରେ ଆସିଛି ଶବବ୍ୟବଚ୍ଛେଦ ରିପୋର୍ଟ। କଟକ ଏସ୍‌ସିବି ମେଡିକାଲ୍ ପକ୍ଷରୁ ମିଳିଛି ଏହି ରିପୋର୍ଟ। ଏଥିରେ କୁହାଯାଇଛି ଯେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ରାଜାଙ୍କର ମୃତ୍ୟୁ ଘଟିଛି। ଶବ୍ୟବଚ୍ଛେଦ ରିପୋର୍ଟରେ କୁହାଯାଇଛି ଯେ ରାଜାଙ୍କର ଶରୀରର  ଅନେକ ସ୍ଥାନରେ ଆଘାତ ଲାଗି ଥିଲା। ତାଙ୍କ ଲିଭର ନଷ୍ଟ ହୋଇଯାଇଥିଲା। ତାଙ୍କର ଦୁଇ ଆଣ୍ଠୁ ଓ ଦୁଇ ହାତର ମଣିବନ୍ଧ ଭାଙ୍ଗି ଯାଇଥିଲା। ଏହି ରିପୋର୍ଟରେ ଆହୁରି […]

ranjit-pattnaik

ranjit-pattnaik

Rakesh Mallick
  • Published: Friday, 12 February 2016
  • Updated: 12 February 2016, 04:14 PM IST

Sports

Latest News

କଟକ: ବହୁ ଚର୍ଚ୍ଚିତ ଟେଲି ଅଭିନେତା ରାଜା ପଟ୍ଟନାୟକ ମୃତ୍ୟୁ ମାମଲାରେ ଆସିଛି ଶବବ୍ୟବଚ୍ଛେଦ ରିପୋର୍ଟ। କଟକ ଏସ୍‌ସିବି ମେଡିକାଲ୍ ପକ୍ଷରୁ ମିଳିଛି ଏହି ରିପୋର୍ଟ। ଏଥିରେ କୁହାଯାଇଛି ଯେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ରାଜାଙ୍କର ମୃତ୍ୟୁ ଘଟିଛି।

ଶବ୍ୟବଚ୍ଛେଦ ରିପୋର୍ଟରେ କୁହାଯାଇଛି ଯେ ରାଜାଙ୍କର ଶରୀରର  ଅନେକ ସ୍ଥାନରେ ଆଘାତ ଲାଗି ଥିଲା। ତାଙ୍କ ଲିଭର ନଷ୍ଟ ହୋଇଯାଇଥିଲା। ତାଙ୍କର ଦୁଇ ଆଣ୍ଠୁ ଓ ଦୁଇ ହାତର ମଣିବନ୍ଧ ଭାଙ୍ଗି ଯାଇଥିଲା।

ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ମୃତ୍ୟୁ ପୂର୍ବରୁ ରାଜା ମଦ ପିଇ ନ ଥିଲେ। ତାଙ୍କର ତଣ୍ଟି ମଧ୍ୟ ଚିପା ଯାଇ ନ ଥିଲା।

ଅନ୍ୟପକ୍ଷରେ ଆଜି ଅଭିନେତ୍ରୀ ଜେସି ସୋର ଥାନାରେ ହାଜର ହୋଇଥିଲେ। ଥାନାରେ ହାଜର ହେବା ପରେ ସେ କହିଥିଲେ ଯେ ରାଜା ତାଙ୍କର ଜଣେ ଭଲ ବନ୍ଧୁ ଥିଲେ। ସେ ତାଙ୍କୁ ଉତ୍ସାହିତ କରୁଥିଲେ। କିନ୍ତୁ ସେ ରାଜାଙ୍କ ପ୍ରେମିକା ନ ଥିଲେ। ଘଟଣା ଦିନ କାର୍ଯ୍ୟକ୍ରମ ସାରି ଫେରିବା ବେଳେ ଯାତ୍ରା ପାର୍ଟି ଦେଇଥିବା ଟଙ୍କାକୁ ନେଇ ସେମାନଙ୍କ ମଧ୍ୟରେ ସାମାନ୍ୟ ଝଗଡ଼ା ହୋଇଥିଲା।

ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜାଙ୍କ ମୃତ୍ୟୁ ହତ୍ୟା କି ଆତ୍ମହତ୍ୟା ନଥିଲା। ଏହା ଏକ ଦୁର୍ଘଟଣା ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story