ରାଜ୍ୟ ବଜେଟ୍‌ ଅନୁଦାନ ଅନୁମୋଦନ ପାଇଁ ଆଜି ମନ୍ତ୍ରୀସ୍ତରୀୟ ବୈଠକ

ଭୁବନେଶ୍ୱର: କେନ୍ଦ୍ର ବଜେଟ୍‌ ଉପସ୍ଥାପିତ ହେବା ପରେ ରାଜ୍ୟ ବଜେଟ୍‌ ଅନୁଦାନକୁ ଅନୁମୋଦନ ପାଇଁ ଆଜି ମନ୍ତ୍ରୀସ୍ତରୀୟ ବୈଠକ ବସୁଛି। କେନ୍ଦ୍ରୀୟ ବଜେଟ୍‌ରେ ଅନୁଦାନ ହ୍ରାସ ହୋଇଥିବାରୁ ସମ୍ବଳ ଅଭାବ ମେଣ୍ଟାଇବା ପାଇଁ ଅଧିକ ଋଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି। କେନ୍ଦ୍ର ବଜେଟ୍‌ରେ ଓଡ଼ିଶାର ଅନୁଦାନ ହ୍ରାସ ଓ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାରେ କେନ୍ଦ୍ର-ରାଜ୍ୟର ଭାଗରେ ପରିବର୍ତ୍ତନ କରାଯାଇଥିବାରୁ ଏହା ରାଜ୍ୟ ବଜେଟ୍‌କୁ ପ୍ରଭାବିତ କରିବାର ସମ୍ଭାବନା ରହିଛି। ରାଜସ୍ୱ ଆଦାୟ ଟାର୍ଗେଟ୍‌ ପୂରଣ ହୋଇ […]

sachhibalaya

sachhibalaya

Rakesh Mallick
  • Published: Friday, 04 March 2016
  • Updated: 04 March 2016, 03:14 AM IST

Sports

Latest News

ଭୁବନେଶ୍ୱର: କେନ୍ଦ୍ର ବଜେଟ୍‌ ଉପସ୍ଥାପିତ ହେବା ପରେ ରାଜ୍ୟ ବଜେଟ୍‌ ଅନୁଦାନକୁ ଅନୁମୋଦନ ପାଇଁ ଆଜି ମନ୍ତ୍ରୀସ୍ତରୀୟ ବୈଠକ ବସୁଛି। କେନ୍ଦ୍ରୀୟ ବଜେଟ୍‌ରେ ଅନୁଦାନ ହ୍ରାସ ହୋଇଥିବାରୁ ସମ୍ବଳ ଅଭାବ ମେଣ୍ଟାଇବା ପାଇଁ ଅଧିକ ଋଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

କେନ୍ଦ୍ର ବଜେଟ୍‌ରେ ଓଡ଼ିଶାର ଅନୁଦାନ ହ୍ରାସ ଓ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାରେ କେନ୍ଦ୍ର-ରାଜ୍ୟର ଭାଗରେ ପରିବର୍ତ୍ତନ କରାଯାଇଥିବାରୁ ଏହା ରାଜ୍ୟ ବଜେଟ୍‌କୁ ପ୍ରଭାବିତ କରିବାର ସମ୍ଭାବନା ରହିଛି। ରାଜସ୍ୱ ଆଦାୟ ଟାର୍ଗେଟ୍‌ ପୂରଣ ହୋଇ ନ ଥିବାରୁ ରାଜ୍ୟ ସରକାର ଖୋଲା ବଜାରରୁ ଅଧିକ ଋଣ କରିବାକୁ ବାଧ୍ୟ ହେବେ ବୋଲି ବଜେଟ୍‌ ବିଶେଷଜ୍ଞମାନେ କହିଛନ୍ତି।ଚଳିତ ବଜେଟ୍‌ରେ କୃଷି, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମି ଉପରେ ରାଜ୍ୟ ସରକାର ଅଧିକ ଗୁରୁତ୍ୱ ଦେବେ ବୋଲି ଜଣାପଡିଛି। ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ବଜେଟ୍‌ ଆଣିବେ। କିନ୍ତୁ ଆଜି ବସୁଥିବର ବୈଠକରେ ବିଧାନସଭାରେ ପ୍ରଥମେ ୨ ମାସର ବ୍ୟୟ ଅନୁମୋଦନ ନେଇ ଆଲୋଚନା ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story