ରାଉରକେଲା: ଖଣି ନିରୀକ୍ଷକ ବିଶ୍ୱନାଥ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ନଗଦ ୧୧ ଲକ୍ଷ ଟଙ୍କା ଜବତ

ରାଉରକେଲା: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ଖଣି ଅଧିକାରୀ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ରାଉରକେଲା ଡେପୁଟି ଡାଇରେକ୍ଟର ଅଫ୍ ମାଇନ୍ସର ମାଇନିଂ ଇନ୍ସପେକ୍ଟର ବିଶ୍ୱନାଥ ସାହୁଙ୍କ ଛେଣ୍ଡ କଲୋନୀ ସ୍ଥିତ ଘର, ଉଦ୍‌ତ ନଗର ସ୍ଥିତ କାର୍ଯ୍ୟାଳୟ ସମେତ ତାଙ୍କ ପତ୍ନୀ କାମ କରୁଥିବା ୱାର୍କର୍ସ ଏଜୁକେସନ୍ କାର୍ଯ୍ୟାଳୟରେ ଚଢ଼ାଉ କରିଥିଲା। ତାଙ୍କ ପୈତୃକ ଗାଁ ଅନୁଗୋଳ ଜିଲ୍ଲା କୋଶଳାରେ ମଧ୍ୟ ଚଢ଼ାଉ କରାଯାଇଥିଲା। ଏହି ସବୁ ଚଢ଼ାଉ ଏକକାଳୀନ […]

vigilance

vigilance

Rakesh Mallick
  • Published: Saturday, 19 March 2016
  • Updated: 19 March 2016, 04:42 PM IST

ରାଉରକେଲା: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ଖଣି ଅଧିକାରୀ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ରାଉରକେଲା ଡେପୁଟି ଡାଇରେକ୍ଟର ଅଫ୍ ମାଇନ୍ସର ମାଇନିଂ ଇନ୍ସପେକ୍ଟର ବିଶ୍ୱନାଥ ସାହୁଙ୍କ ଛେଣ୍ଡ କଲୋନୀ ସ୍ଥିତ ଘର, ଉଦ୍‌ତ ନଗର ସ୍ଥିତ କାର୍ଯ୍ୟାଳୟ ସମେତ ତାଙ୍କ ପତ୍ନୀ କାମ କରୁଥିବା ୱାର୍କର୍ସ ଏଜୁକେସନ୍ କାର୍ଯ୍ୟାଳୟରେ ଚଢ଼ାଉ କରିଥିଲା। ତାଙ୍କ ପୈତୃକ ଗାଁ ଅନୁଗୋଳ ଜିଲ୍ଲା କୋଶଳାରେ ମଧ୍ୟ ଚଢ଼ାଉ କରାଯାଇଥିଲା। ଏହି ସବୁ ଚଢ଼ାଉ ଏକକାଳୀନ କରାଯାଇଥିଲା। ତାଙ୍କଠାରୁ ନଗଦ ୧୧ ଲକ୍ଷ ୪୦ ହଜାର ଟଙ୍କା ଜବତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story