ରାଉରକେଲା ଏନ୍‌ଆଇଟିରେ ଯୌନ ନିର୍ଯାତନା ମାମଲା: ଆଜିଠୁ ତଦନ୍ତ କରିବ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌

ରାଉରକେଲା: ରାଉରକେଲା ଏନ୍‌ଆଇଟିରେ ଯୌନ ନିର୍ଯାତନା ମାମଲାର ଆଜିଠୁ ତଦନ୍ତ ଆରମ୍ଭ ହେବ। ୫ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଏହି ତଦନ୍ତ କରିବ। ଏହି ଟିମ୍‌ ଦୁଇ ଦିନ ଭିତରେ ପ୍ରାଥମିକ ରିପୋର୍ଟ ଏବଂ ସପ୍ତାହକ ମଧ୍ୟରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ମାମଲାରେ ଅଭିଯୁକ୍ତ ମୁଖ୍ୟ ସୁରକ୍ଷା ଅଧିକାରୀ ବଳରାମ ଚମ୍ପତି ରାୟଙ୍କୁ ଡ୍ୟୁଟି ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗତକାଲି ରାଉରକେଲା ଏନ୍‌ଆଇଟି ମୁଖ୍ୟ ସୁରକ୍ଷା ଅଧିକାରୀ ବଳରାମ ଚମ୍ପତିରାୟଙ୍କ […]

NIT

NIT

Rakesh Mallick
  • Published: Thursday, 26 May 2016
  • Updated: 26 May 2016, 04:13 AM IST

Sports

Latest News

ରାଉରକେଲା: ରାଉରକେଲା ଏନ୍‌ଆଇଟିରେ ଯୌନ ନିର୍ଯାତନା ମାମଲାର ଆଜିଠୁ ତଦନ୍ତ ଆରମ୍ଭ ହେବ। ୫ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଏହି ତଦନ୍ତ କରିବ। ଏହି ଟିମ୍‌ ଦୁଇ ଦିନ ଭିତରେ ପ୍ରାଥମିକ ରିପୋର୍ଟ ଏବଂ ସପ୍ତାହକ ମଧ୍ୟରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ମାମଲାରେ ଅଭିଯୁକ୍ତ ମୁଖ୍ୟ ସୁରକ୍ଷା ଅଧିକାରୀ ବଳରାମ ଚମ୍ପତି ରାୟଙ୍କୁ ଡ୍ୟୁଟି ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗତକାଲି ରାଉରକେଲା ଏନ୍‌ଆଇଟି ମୁଖ୍ୟ ସୁରକ୍ଷା ଅଧିକାରୀ ବଳରାମ ଚମ୍ପତିରାୟଙ୍କ ବିରୋଧରେ କଲେଜର ଛାତ୍ରଛାତ୍ରୀମାନେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏନ୍‌ଆଇଟି ପରିସରରେ କାମ କରୁଥିବା ମହିଳା ସୁରକ୍ଷା ଅଧିକାରୀଙ୍କୁ ବଳରାମ ନିଜ ଅଫିସକୁ ଡକାଇ ଯୌନ ଶୋଷଣ କରୁଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିବା ସହ ଭିଡିଓ ଫୁଟେଜ୍‌ ଦେଖାଇଥିଲେ। ଛାତ୍ରଛାତ୍ରୀମାନେ ଏନ୍‌ଆଇଟି ନିର୍ଦ୍ଦେଶକଙ୍କୁ ଭେଟି ବଳରାମଙ୍କ ବହିଷ୍କାର ଦାବି କରିବା ସହ କଲେଜ ପରିସରରେ ଧାରଣାରେ ବସିଥିଲେ। ବଳରାମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story