ରାଉରକେଲା: ଟୋପାଡ଼ିହି ଓ କରମପଦା ଷ୍ଟେସନ୍‌ ମଧ୍ୟରେ ୫ଟି ବୋମା ଠାବ

ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମା ଟୋପାଡ଼ିହି ଓ କରମପଦା ଷ୍ଟେସନ୍‌ ମଧ୍ୟରେ ଆଜି  ୫ଟି ଅଫୁଟା ବୋମା ଠାବ କରାଯାଇଛି। ଫଳରେ ଉଭୟ ପାର୍ଶ୍ୱରେ ଟ୍ରେନ୍ ଗୁଡ଼ିକ ଅଟକି ରହିଛି। ଖବରପାଇ ଝାଡଖଣ୍ଡ ପୋଲିସ୍ ଓ ବମ୍ ସ୍କ୍ୱାର୍ଡ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏକ ମାଲବାହୀ ଟ୍ରେନ୍‌ର ଡ୍ରାଇଭର୍ ପ୍ରଥମେ ବୋମା ଦେଖିଥିଲେ। ମାଓବାଦୀମାନେ ଦୁଇ ଦିନିଆ ଓଡ଼ିଶା, ଝାଡ଼ଖଣ୍ଡ, ବେଙ୍ଗଲ୍ ଓ ବିହାର ବନ୍ଦ ଡାକରା ଦେଇଛନ୍ତି। ତେଣୁ ସେମାନେ ଏହି ବୋମା ଖଞ୍ଜିଥିବା […]

tiffin-bomb

tiffin-bomb

Rakesh Mallick
  • Published: Monday, 02 May 2016
  • Updated: 02 May 2016, 12:39 PM IST

Sports

Latest News

tiffin-bombରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମା ଟୋପାଡ଼ିହି ଓ କରମପଦା ଷ୍ଟେସନ୍‌ ମଧ୍ୟରେ ଆଜି  ୫ଟି ଅଫୁଟା ବୋମା ଠାବ କରାଯାଇଛି। ଫଳରେ ଉଭୟ ପାର୍ଶ୍ୱରେ ଟ୍ରେନ୍ ଗୁଡ଼ିକ ଅଟକି ରହିଛି। ଖବରପାଇ ଝାଡଖଣ୍ଡ ପୋଲିସ୍ ଓ ବମ୍ ସ୍କ୍ୱାର୍ଡ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏକ ମାଲବାହୀ ଟ୍ରେନ୍‌ର ଡ୍ରାଇଭର୍ ପ୍ରଥମେ ବୋମା ଦେଖିଥିଲେ।

ମାଓବାଦୀମାନେ ଦୁଇ ଦିନିଆ ଓଡ଼ିଶା, ଝାଡ଼ଖଣ୍ଡ, ବେଙ୍ଗଲ୍ ଓ ବିହାର ବନ୍ଦ ଡାକରା ଦେଇଛନ୍ତି। ତେଣୁ ସେମାନେ ଏହି ବୋମା ଖଞ୍ଜିଥିବା ଆଶଙ୍କା କରାଯାଉଛି।

ସୀମାନ୍ତ ଅଞ୍ଚଳରେ ବନ୍ଦ ଡାକରା ଦିଆଯାଇଥିବାରୁ ରାଉରକେଲାରୁ ଝାଡ଼ଖଣ୍ଡକୁ ବସ୍‌ଚଳାଚଳ ସଂପୂର୍ଣ୍ଣ ବନ୍ଦ କରି ଦିଆଯାଇଛି ଓ ହାଇଆଲର୍ଟ ଜାରି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story