ତୃଣମୂଳ କଂଗ୍ରେସ ସହ ବିଜେଡିର ଅଘୋଷିତ ମେଣ୍ଟ ରହିଛି: ବିଜେପି

ଭୁବନେଶ୍ୱର: ଚିଟ୍‌ଫଣ୍ଡ୍ ଦୁର୍ନୀତି ନେଇ ବିଜେଡିକୁ ଟାର୍ଗେଟ୍ କରିଛି ବିଜେପି। ତୃଣମୂଳ କଂଗ୍ରେସ ସହିତ ବିଜେଡିର ଅଘୋଷିତ ମେଣ୍ଟ ରହିଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି। ସେ କହିଛନ୍ତି,“ଆସନ୍ତା ୧୦ ତାରିଖରେ ଭୁବନେଶ୍ୱରରେ ତୃଣମୂଳ କଂଗ୍ରେସ କରିବାକୁ ଥିବା ବିକ୍ଷୋଭକୁ ବିଜେଡି ଲୋକ ଯୋଗାଇ ଦେବ ବୋଲି କହିଛି।” ଏହା ସହିତ ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ୍‌ ସଂସ୍ଥା ମୁଖ୍ୟ ଗୌତମ କୁଣ୍ଡୁଙ୍କ ମିଡିଆ ହାଉସ୍ ପାଇଁ କଟକର କେଉଁ […]

bjp

bjp

Rakesh Mallick
  • Published: Thursday, 05 January 2017
  • Updated: 05 January 2017, 07:42 PM IST

Sports

Latest News

ଭୁବନେଶ୍ୱର: ଚିଟ୍‌ଫଣ୍ଡ୍ ଦୁର୍ନୀତି ନେଇ ବିଜେଡିକୁ ଟାର୍ଗେଟ୍ କରିଛି ବିଜେପି। ତୃଣମୂଳ କଂଗ୍ରେସ ସହିତ ବିଜେଡିର ଅଘୋଷିତ ମେଣ୍ଟ ରହିଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି।

ସେ କହିଛନ୍ତି,“ଆସନ୍ତା ୧୦ ତାରିଖରେ ଭୁବନେଶ୍ୱରରେ ତୃଣମୂଳ କଂଗ୍ରେସ କରିବାକୁ ଥିବା ବିକ୍ଷୋଭକୁ ବିଜେଡି ଲୋକ ଯୋଗାଇ ଦେବ ବୋଲି କହିଛି।”

ଏହା ସହିତ ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ୍‌ ସଂସ୍ଥା ମୁଖ୍ୟ ଗୌତମ କୁଣ୍ଡୁଙ୍କ ମିଡିଆ ହାଉସ୍ ପାଇଁ କଟକର କେଉଁ ବିଧାୟକ ମଞ୍ଚେଶ୍ୱରରେ ଘର ଭଡ଼ା ବୁଝିଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। କେଉଁ ବିଧାୟକ ଗୌତମଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭେଟ କରାଇ ଥିଲେ ବୋଲି ସମୀର ପ୍ରଶ୍ନ କରିଛନ୍ତି।

ପ୍ରତିଶ୍ରୁତିର ଅଢ଼େଇ ବର୍ଷ ପରେ ବି ଚିଟ୍‌ଫଣ୍ଡ୍‌ କ୍ଷତିଗ୍ରସ୍ତଙ୍କୁ ଅର୍ଥ ମିଳିନି। ଏହାକୁ ପଞ୍ଚାୟତ ନିର୍ବାଚନରେ ବିଜେପି ପ୍ରସଙ୍ଗ କରିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ବିଜେପି ରାଜ୍ୟ ଉପସଭାପତିଙ୍କ ମନ୍ତବ୍ୟ ପରେ କଂଗ୍ରେସର ରାଜ୍ୟ କୋଷାଧ୍ୟକ୍ଷ ମହମ୍ମଦ ମୋକିମ୍ କହିଛନ୍ତି ଯେ ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ୍‌ କଂପାନୀ ମୁଖ୍ୟ ଗୌତମ କୁଣ୍ଡୁଙ୍କ ସହିତ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ସଂପର୍କ ଅଛି। ସେ ହିଁ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟ କରାଇ ଥିଲେ। ଏହାର କ’ଣ ରାଜ୍ ଅଛି, ସେ ନେଇ ସିବିଆଇ ତଦନ୍ତ କରୁ।

ଏଭଳି ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି ଦେବାଶିଷ। ସେ କହିଛନ୍ତି,“ମୋକିମ୍ ଜଣେ ଅପରାଧୀ। କୋର୍ଟ ତାଙ୍କ ପାସ୍‌ପୋର୍ଟ ନେଇଛନ୍ତି। ସେ ଓଆର୍‌ଏଚ୍‌ଏସ୍‌ ଦୁର୍ନୀତିରେ ସଂପୃକ୍ତ। ଗୌତମ କୁଣ୍ଡୁ କିଏ ମୁଁ ଜାଣିନି।”

ରୋଜଭ୍ୟାଲି ଚିଟ୍‌ଫଣ୍ଡ ସଂସ୍ଥା ସହ କଟକର ଜଣେ ବିଜେଡି ବିଧାୟକଙ୍କ ସମ୍ପର୍କ ଥିବା ବିଜେପି ଅଭିଯୋଗ ଆଣିବା ପରେ ମନ୍ତ୍ରୀ ଦାମୋଦର ରାଉତ ପାଲଟା ଆକ୍ରମଣ କରିଛନ୍ତି। ସେ କହିଛନ୍ତି,“ଏହି ଘଟଣାରେ ଯିଏ ସମ୍ପୃକ୍ତ ତାଙ୍କୁ ଦଣ୍ଡ ଦିଆଗଲେ ମୋର ଆପତ୍ତି ନାହିଁ। ବିଜେପି କୌଣସି ବିଧାୟକଙ୍କ ନା ନେଇନାହାନ୍ତି। ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ସମୀର ଦେ କଟକର ବିଧାୟକ ଥିଲେ। ତେଣୁ ତାଙ୍କର ଏହି ଚିଟଫଣ୍ଡ ସଂସ୍ଥା ସହ ସମ୍ପର୍କ ଥାଇପାରେ।”

ବିଜେପି ନେତା ସମୀର ଦେ କହିଛନ୍ତି,“ଦାମ ବାବୁ ଜଣେ ବରିଷ୍ଠ ଲୋକ। ଗଣମାଧ୍ୟମକୁ ଆସିବାକୁ ସେ ସବୁବେଳେ ଏପରି ମିଛ କଥା କହିଥାନ୍ତି। ଏଥିରେ କୌଣସି ସତ୍ୟତା ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story